or_tn/act/15/33.md

1.5 KiB
Raw Permalink Blame History

Connecting Statement:

ଯିହୂଦା ଓ ଶୀଲା ଯିରୂଶାଲମକୁ ବାହୁଡି ଗଲେ କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ଆନ୍ତିୟଖିଆରେ ରହିଲେ I

After they had spent some time there

ଏହା ସମୟ ବିଷୟରେ କହୁଅଛି ସତେ ଯେପରି ଏହା ଏକ ସାମଗ୍ରୀ ଯାହା ଜଣେ ଖର୍ଚ୍ଚ କରିପାରିବ I “ସେମାନେ” ଶବ୍ଦଟି ଯିହୂଦା ଓ ଶୀଲାଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ସେଠାରେ କିଛି ସମୟ ରହିଲା ପରେ” (ଦେଖ: rc://*/ta/man/translate/figs-metaphor)

they were sent away in peace from the brothers

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଭାଇମାନେ ଯିହୂଦା ଓ ଶୀଲାଙ୍କୁ ଶାନ୍ତିରେ ଫେରି ପଠାଇଦେଲେ” (ଦେଖ: rc://*/ta/man/translate/figs-activepassive)

the brothers

ଏହା ଆନ୍ତିୟଖିଆର ବିଶ୍ବାସୀମାନଙ୍କୁ ବୁଝାଏ I

to those who had sent them

ଯିରୂଶାଲମର ବିଶ୍ବାସୀମାନଙ୍କ ନିକଟକୁ ଯେଉଁମାନେ ଯିହୂଦା ଓ ଶୀଲାଙ୍କୁ ପଠାଇଥିଲେ (ପ୍ରେରିତ ୧୫:)