or_tn/act/15/33.md

20 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯିହୂଦା ଓ ଶୀଲା ଯିରୂଶାଲମକୁ ବାହୁଡି ଗଲେ କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ଆନ୍ତିୟଖିଆରେ ରହିଲେ I
# After they had spent some time there
ଏହା ସମୟ ବିଷୟରେ କହୁଅଛି ସତେ ଯେପରି ଏହା ଏକ ସାମଗ୍ରୀ ଯାହା ଜଣେ ଖର୍ଚ୍ଚ କରିପାରିବ I “ସେମାନେ” ଶବ୍ଦଟି ଯିହୂଦା ଓ ଶୀଲାଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ସେଠାରେ କିଛି ସମୟ ରହିଲା ପରେ” (ଦେଖ: [[rc://*/ta/man/translate/figs-metaphor]])
# they were sent away in peace from the brothers
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଭାଇମାନେ ଯିହୂଦା ଓ ଶୀଲାଙ୍କୁ ଶାନ୍ତିରେ ଫେରି ପଠାଇଦେଲେ” (ଦେଖ: [[rc://*/ta/man/translate/figs-activepassive]])
# the brothers
ଏହା ଆନ୍ତିୟଖିଆର ବିଶ୍ବାସୀମାନଙ୍କୁ ବୁଝାଏ I
# to those who had sent them
ଯିରୂଶାଲମର ବିଶ୍ବାସୀମାନଙ୍କ ନିକଟକୁ ଯେଉଁମାନେ ଯିହୂଦା ଓ ଶୀଲାଙ୍କୁ ପଠାଇଥିଲେ ([ପ୍ରେରିତ ୧୫:](../15/22.md))