# Connecting Statement: ଯିହୂଦା ଓ ଶୀଲା ଯିରୂଶାଲମକୁ ବାହୁଡି ଗଲେ କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ଆନ୍ତିୟଖିଆରେ ରହିଲେ I # After they had spent some time there ଏହା ସମୟ ବିଷୟରେ କହୁଅଛି ସତେ ଯେପରି ଏହା ଏକ ସାମଗ୍ରୀ ଯାହା ଜଣେ ଖର୍ଚ୍ଚ କରିପାରିବ I “ସେମାନେ” ଶବ୍ଦଟି ଯିହୂଦା ଓ ଶୀଲାଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ସେଠାରେ କିଛି ସମୟ ରହିଲା ପରେ” (ଦେଖ: [[rc://*/ta/man/translate/figs-metaphor]]) # they were sent away in peace from the brothers ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଭାଇମାନେ ଯିହୂଦା ଓ ଶୀଲାଙ୍କୁ ଶାନ୍ତିରେ ଫେରି ପଠାଇଦେଲେ” (ଦେଖ: [[rc://*/ta/man/translate/figs-activepassive]]) # the brothers ଏହା ଆନ୍ତିୟଖିଆର ବିଶ୍ବାସୀମାନଙ୍କୁ ବୁଝାଏ I # to those who had sent them ଯିରୂଶାଲମର ବିଶ୍ବାସୀମାନଙ୍କ ନିକଟକୁ ଯେଉଁମାନେ ଯିହୂଦା ଓ ଶୀଲାଙ୍କୁ ପଠାଇଥିଲେ ([ପ୍ରେରିତ ୧୫:୨୨](../15/22.md))