or_tn/act/15/27.md

1.3 KiB
Raw Permalink Blame History

General Information:

ଏଠାରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ଯିରୂଶାଲମ ମଣ୍ଡଳୀର ନେତା ଓ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-exclusiveପ୍ରେରିତ ୧୫:)

Connecting Statement:

ଏହା ଯିରୂଶାଲମ ମଣ୍ଡଳୀରୁ ଆନ୍ତିୟଖିଆରେ ଥିବା ବିଜାତି ବିଶ୍ବାସୀମାନଙ୍କ ନିକଟକୁ ଲେଖାଯାଇଥିବା ପତ୍ର ସମାପ୍ତ କରୁଛି I

who will tell you the same thing themselves in their own words

ଏହି ବାକ୍ୟାଂଶ ଗୁରୁତ୍ବ ଦେଉଛି ଯେ ଯିହୂଦା ଓ ଶୀଲା ଠିକ୍ ସେହି ବିଷୟ କହିବେ ଯାହା ପ୍ରେରିତ ଓ ପ୍ରାଚୀନମାନେ ଲେଖିଥିଲେ I ବିକଳ୍ପ ଅନୁବାଦ: “ସେମାନେ ନିଜେ ତୁମ୍ଭମାନଙ୍କୁ ସେହି ବିଷୟ କହିବେ ଯାହା ଆମ୍ଭେମାନେ ଲେଖିଅଛୁ” (ଦେଖ: rc://*/ta/man/translate/figs-explicit)