# General Information: ଏଠାରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ଯିରୂଶାଲମ ମଣ୍ଡଳୀର ନେତା ଓ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-exclusive]] ଓ [ପ୍ରେରିତ ୧୫:୨୨](../15/22.md)) # Connecting Statement: ଏହା ଯିରୂଶାଲମ ମଣ୍ଡଳୀରୁ ଆନ୍ତିୟଖିଆରେ ଥିବା ବିଜାତି ବିଶ୍ବାସୀମାନଙ୍କ ନିକଟକୁ ଲେଖାଯାଇଥିବା ପତ୍ର ସମାପ୍ତ କରୁଛି I # who will tell you the same thing themselves in their own words ଏହି ବାକ୍ୟାଂଶ ଗୁରୁତ୍ବ ଦେଉଛି ଯେ ଯିହୂଦା ଓ ଶୀଲା ଠିକ୍ ସେହି ବିଷୟ କହିବେ ଯାହା ପ୍ରେରିତ ଓ ପ୍ରାଚୀନମାନେ ଲେଖିଥିଲେ I ବିକଳ୍ପ ଅନୁବାଦ: “ସେମାନେ ନିଜେ ତୁମ୍ଭମାନଙ୍କୁ ସେହି ବିଷୟ କହିବେ ଯାହା ଆମ୍ଭେମାନେ ଲେଖିଅଛୁ” (ଦେଖ: [[rc://*/ta/man/translate/figs-explicit]])