or_tn/act/15/27.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ଯିରୂଶାଲମ ମଣ୍ଡଳୀର ନେତା ଓ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-exclusive]] ଓ [ପ୍ରେରିତ ୧୫:](../15/22.md))
# Connecting Statement:
ଏହା ଯିରୂଶାଲମ ମଣ୍ଡଳୀରୁ ଆନ୍ତିୟଖିଆରେ ଥିବା ବିଜାତି ବିଶ୍ବାସୀମାନଙ୍କ ନିକଟକୁ ଲେଖାଯାଇଥିବା ପତ୍ର ସମାପ୍ତ କରୁଛି I
# who will tell you the same thing themselves in their own words
ଏହି ବାକ୍ୟାଂଶ ଗୁରୁତ୍ବ ଦେଉଛି ଯେ ଯିହୂଦା ଓ ଶୀଲା ଠିକ୍ ସେହି ବିଷୟ କହିବେ ଯାହା ପ୍ରେରିତ ଓ ପ୍ରାଚୀନମାନେ ଲେଖିଥିଲେ I ବିକଳ୍ପ ଅନୁବାଦ: “ସେମାନେ ନିଜେ ତୁମ୍ଭମାନଙ୍କୁ ସେହି ବିଷୟ କହିବେ ଯାହା ଆମ୍ଭେମାନେ ଲେଖିଅଛୁ” (ଦେଖ: [[rc://*/ta/man/translate/figs-explicit]])