or_tn/act/15/13.md

640 B

General Information:

ଏଠାରେ ""ସେମାନେ” ଶବ୍ଦଟି ପାଉଲ ଓ ବର୍ଣ୍ଣବ୍ବାଙ୍କୁ ବୁଝାଏ (ପ୍ରେରିତ ୧୫:୧୨)I

Connecting Statement:

ଯାକୁବ ପ୍ରେରିତ ଓ ପ୍ରାଚୀନମାନଙ୍କୁ କହିବାକୁ ଆରମ୍ଭ କରୁଛନ୍ତି (ପ୍ରେରିତ ୧୫:୬)

Brothers, listen

ହେ ଭାଇମାନେ, ଶୁଣ I ଯାକୁବ ସମ୍ଭବତଃ କେବଳ ପୁରୁଷ ବିଶ୍ବାସୀମାନଙ୍କୁ କହୁଛନ୍ତି I