or_tn/act/15/13.md

12 lines
640 B
Markdown

# General Information:
ଏଠାରେ ""ସେମାନେ” ଶବ୍ଦଟି ପାଉଲ ଓ ବର୍ଣ୍ଣବ୍ବାଙ୍କୁ ବୁଝାଏ ([ପ୍ରେରିତ ୧୫:୧୨](../15/12.md))I
# Connecting Statement:
ଯାକୁବ ପ୍ରେରିତ ଓ ପ୍ରାଚୀନମାନଙ୍କୁ କହିବାକୁ ଆରମ୍ଭ କରୁଛନ୍ତି ([ପ୍ରେରିତ ୧୫:୬](../15/06.md))
# Brothers, listen
ହେ ଭାଇମାନେ, ଶୁଣ I ଯାକୁବ ସମ୍ଭବତଃ କେବଳ ପୁରୁଷ ବିଶ୍ବାସୀମାନଙ୍କୁ କହୁଛନ୍ତି I