# General Information: ଏଠାରେ ""ସେମାନେ” ଶବ୍ଦଟି ପାଉଲ ଓ ବର୍ଣ୍ଣବ୍ବାଙ୍କୁ ବୁଝାଏ ([ପ୍ରେରିତ ୧୫:୧୨](../15/12.md))I # Connecting Statement: ଯାକୁବ ପ୍ରେରିତ ଓ ପ୍ରାଚୀନମାନଙ୍କୁ କହିବାକୁ ଆରମ୍ଭ କରୁଛନ୍ତି ([ପ୍ରେରିତ ୧୫:୬](../15/06.md)) # Brothers, listen ହେ ଭାଇମାନେ, ଶୁଣ I ଯାକୁବ ସମ୍ଭବତଃ କେବଳ ପୁରୁଷ ବିଶ୍ବାସୀମାନଙ୍କୁ କହୁଛନ୍ତି I