or_tn/act/15/06.md

493 B

to consider this matter

ମଣ୍ଡଳୀର ନେତାମାନେ ଏହା ଆଲୋଚନା କରିବାକୁ ସ୍ଥିର କଲେ ଯେ ଈଶ୍ବର ବିଜାତିମାନଙ୍କୁ ସେମାନଙ୍କ ପାପରୁ ପରିତ୍ରାଣ କରିବା ନିମନ୍ତେ ସେମାନେ ସୁନ୍ନତ ହେବା ଓ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ ନା ନାହିଁ I