or_tn/act/14/01.md

12 lines
914 B
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଇକନିୟରେ ପାଉଲ ଓ ବର୍ଣ୍ଣବ୍ବାଙ୍କ ବିବରଣୀ ଜାରି ରହିଛି I
# It came about in Iconium that
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଇକନିୟରେ ଏପରି ଘଟିଲା ଯେ” ) “ଇକନିୟରେ ଯେପରି ସବୁବେଳେ ହୋଇଥାଏ”
# spoke in such a way
ଅତି ଶକ୍ତିଯୁକ୍ତଭାବରେ କହିଥିଲେ I ଏହା କହିବା ସହାୟକ ହେବ ଯେ ସେମାନେ ଯୀଶୁଙ୍କ ବିଷୟକ ସମ୍ବାଦ କହିଥିଲେ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟକ ସମ୍ବାଦ ଅତି ଶକ୍ତିଯୁକ୍ତ ଭାବରେ କହିଥିଲେ” (ଦେଖ: [[rc://*/ta/man/translate/figs-explicit]])