# General Information: ଇକନିୟରେ ପାଉଲ ଓ ବର୍ଣ୍ଣବ୍ବାଙ୍କ ବିବରଣୀ ଜାରି ରହିଛି I # It came about in Iconium that ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଇକନିୟରେ ଏପରି ଘଟିଲା ଯେ” ୨) “ଇକନିୟରେ ଯେପରି ସବୁବେଳେ ହୋଇଥାଏ” # spoke in such a way ଅତି ଶକ୍ତିଯୁକ୍ତଭାବରେ କହିଥିଲେ I ଏହା କହିବା ସହାୟକ ହେବ ଯେ ସେମାନେ ଯୀଶୁଙ୍କ ବିଷୟକ ସମ୍ବାଦ କହିଥିଲେ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟକ ସମ୍ବାଦ ଅତି ଶକ୍ତିଯୁକ୍ତ ଭାବରେ କହିଥିଲେ” (ଦେଖ: [[rc://*/ta/man/translate/figs-explicit]])