or_tn/act/14/01.md

914 B
Raw Permalink Blame History

General Information:

ଇକନିୟରେ ପାଉଲ ଓ ବର୍ଣ୍ଣବ୍ବାଙ୍କ ବିବରଣୀ ଜାରି ରହିଛି I

It came about in Iconium that

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଇକନିୟରେ ଏପରି ଘଟିଲା ଯେ” ) “ଇକନିୟରେ ଯେପରି ସବୁବେଳେ ହୋଇଥାଏ”

spoke in such a way

ଅତି ଶକ୍ତିଯୁକ୍ତଭାବରେ କହିଥିଲେ I ଏହା କହିବା ସହାୟକ ହେବ ଯେ ସେମାନେ ଯୀଶୁଙ୍କ ବିଷୟକ ସମ୍ବାଦ କହିଥିଲେ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟକ ସମ୍ବାଦ ଅତି ଶକ୍ତିଯୁକ୍ତ ଭାବରେ କହିଥିଲେ” (ଦେଖ: rc://*/ta/man/translate/figs-explicit)