914 B
914 B
General Information:
ଇକନିୟରେ ପାଉଲ ଓ ବର୍ଣ୍ଣବ୍ବାଙ୍କ ବିବରଣୀ ଜାରି ରହିଛି I
It came about in Iconium that
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଇକନିୟରେ ଏପରି ଘଟିଲା ଯେ” ୨) “ଇକନିୟରେ ଯେପରି ସବୁବେଳେ ହୋଇଥାଏ”
spoke in such a way
ଅତି ଶକ୍ତିଯୁକ୍ତଭାବରେ କହିଥିଲେ I ଏହା କହିବା ସହାୟକ ହେବ ଯେ ସେମାନେ ଯୀଶୁଙ୍କ ବିଷୟକ ସମ୍ବାଦ କହିଥିଲେ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟକ ସମ୍ବାଦ ଅତି ଶକ୍ତିଯୁକ୍ତ ଭାବରେ କହିଥିଲେ” (ଦେଖ: rc://*/ta/man/translate/figs-explicit)