16 lines
932 B
Markdown
16 lines
932 B
Markdown
# General Information:
|
||
|
||
ଉଦ୍ଧୃତିଟି ସୁସମାଚାର ପୁସ୍ତକରୁ ନିଆଯାଇଛି I
|
||
|
||
# From this man's descendants
|
||
|
||
ଦାଉଦଙ୍କ ବଂଶରୁ I ତ୍ରାଣକର୍ତ୍ତା ଦାଉଦଙ୍କ ବଂଶରୁ ଉତ୍ପନ୍ନ ହେବା ବିଷୟକୁ ଗୁରୁତ୍ବ ଦେବାପାଇଁ ଏହା ବାକ୍ୟର ଆରମ୍ଭରେ ରଖାଯାଇଛି ([ପ୍ରେରିତ ୧୩:୨୨](../13/22.md))I
|
||
|
||
# brought to Israel
|
||
|
||
ଏହା ଇଶ୍ରାୟେଲ ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଇଶ୍ରାୟେଲ ଲୋକମାନଙ୍କୁ ଦେଲେ” (ଦେଖ: [[rc://*/ta/man/translate/figs-metonymy]])
|
||
|
||
# as he promised to do
|
||
|
||
ଯେ ପ୍ରକାରେ ଈଶ୍ବର ପ୍ରତିଜ୍ଞା କରିଥିଲେ ଯେ ସେ କରିବେ
|