or_tn/act/13/23.md

16 lines
932 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଉଦ୍ଧୃତିଟି ସୁସମାଚାର ପୁସ୍ତକରୁ ନିଆଯାଇଛି I
# From this man's descendants
ଦାଉଦଙ୍କ ବଂଶରୁ I ତ୍ରାଣକର୍ତ୍ତା ଦାଉଦଙ୍କ ବଂଶରୁ ଉତ୍ପନ୍ନ ହେବା ବିଷୟକୁ ଗୁରୁତ୍ବ ଦେବାପାଇଁ ଏହା ବାକ୍ୟର ଆରମ୍ଭରେ ରଖାଯାଇଛି ([ପ୍ରେରିତ ୧୩:](../13/22.md))I
# brought to Israel
ଏହା ଇଶ୍ରାୟେଲ ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଇଶ୍ରାୟେଲ ଲୋକମାନଙ୍କୁ ଦେଲେ” (ଦେଖ: [[rc://*/ta/man/translate/figs-metonymy]])
# as he promised to do
ଯେ ପ୍ରକାରେ ଈଶ୍ବର ପ୍ରତିଜ୍ଞା କରିଥିଲେ ଯେ ସେ କରିବେ