or_tn/act/13/23.md

932 B
Raw Permalink Blame History

General Information:

ଉଦ୍ଧୃତିଟି ସୁସମାଚାର ପୁସ୍ତକରୁ ନିଆଯାଇଛି I

From this man's descendants

ଦାଉଦଙ୍କ ବଂଶରୁ I ତ୍ରାଣକର୍ତ୍ତା ଦାଉଦଙ୍କ ବଂଶରୁ ଉତ୍ପନ୍ନ ହେବା ବିଷୟକୁ ଗୁରୁତ୍ବ ଦେବାପାଇଁ ଏହା ବାକ୍ୟର ଆରମ୍ଭରେ ରଖାଯାଇଛି (ପ୍ରେରିତ ୧୩:)I

brought to Israel

ଏହା ଇଶ୍ରାୟେଲ ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଇଶ୍ରାୟେଲ ଲୋକମାନଙ୍କୁ ଦେଲେ” (ଦେଖ: rc://*/ta/man/translate/figs-metonymy)

as he promised to do

ଯେ ପ୍ରକାରେ ଈଶ୍ବର ପ୍ରତିଜ୍ଞା କରିଥିଲେ ଯେ ସେ କରିବେ