# General Information: ଉଦ୍ଧୃତିଟି ସୁସମାଚାର ପୁସ୍ତକରୁ ନିଆଯାଇଛି I # From this man's descendants ଦାଉଦଙ୍କ ବଂଶରୁ I ତ୍ରାଣକର୍ତ୍ତା ଦାଉଦଙ୍କ ବଂଶରୁ ଉତ୍ପନ୍ନ ହେବା ବିଷୟକୁ ଗୁରୁତ୍ବ ଦେବାପାଇଁ ଏହା ବାକ୍ୟର ଆରମ୍ଭରେ ରଖାଯାଇଛି ([ପ୍ରେରିତ ୧୩:୨୨](../13/22.md))I # brought to Israel ଏହା ଇଶ୍ରାୟେଲ ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଇଶ୍ରାୟେଲ ଲୋକମାନଙ୍କୁ ଦେଲେ” (ଦେଖ: [[rc://*/ta/man/translate/figs-metonymy]]) # as he promised to do ଯେ ପ୍ରକାରେ ଈଶ୍ବର ପ୍ରତିଜ୍ଞା କରିଥିଲେ ଯେ ସେ କରିବେ