or_tn/act/13/09.md

1.1 KiB

General Information:

“ତାହାଙ୍କୁ” ଶବ୍ଦଟି ମାୟାବୀ ଅଲ୍ଲୀମାଙ୍କୁ ବୁଝାଏ, ଯାହାକୁ ବର୍ଯୀଶୁ ମଧ୍ୟ କୁହାଯାଏ (ପ୍ରେରିତ ୧୩:୬-୮)I

Connecting Statement:

ପାଫ ଦ୍ବୀପରେ ଥିବା ସମୟରେ ପାଉଲ ଅଲ୍ଲୀମା ସହିତ କଥା ହେବାକୁ ଆରମ୍ଭ କଲେ I

Saul, who is also called Paul

ଶାଉଲ ତାଙ୍କର ଯିହୂଦୀ ନାମ ଓ “ପାଉଲ” ତାଙ୍କର ରୋମୀୟ ନାମ ଥିଲା I ସେ ଜଣେ ରୋମୀୟ ଅଧିକାରୀଙ୍କ ସହିତ କଥା କହୁଥିବା ହେତୁ ଆପଣା ରୋମୀୟ ନାମ ବ୍ୟବହାର କରିଥିଲେ I “ଶାଉଲ, ଯେ ବର୍ତ୍ତମାନ ଆପଣାକୁ ପାଉଲ କହୁଛନ୍ତି” (ଦେଖ: rc://*/ta/man/translate/figs-activepassive)

stared at him intensely

ସ୍ଥିର ଦୃଷ୍ଟିରେ ତାହାଙ୍କ ପ୍ରତି ନିରୀକ୍ଷଣ କଲେ