or_tn/act/13/09.md

16 lines
1.1 KiB
Markdown

# General Information:
“ତାହାଙ୍କୁ” ଶବ୍ଦଟି ମାୟାବୀ ଅଲ୍ଲୀମାଙ୍କୁ ବୁଝାଏ, ଯାହାକୁ ବର୍ଯୀଶୁ ମଧ୍ୟ କୁହାଯାଏ ([ପ୍ରେରିତ ୧୩:୬-୮](./06.md))I
# Connecting Statement:
ପାଫ ଦ୍ବୀପରେ ଥିବା ସମୟରେ ପାଉଲ ଅଲ୍ଲୀମା ସହିତ କଥା ହେବାକୁ ଆରମ୍ଭ କଲେ I
# Saul, who is also called Paul
ଶାଉଲ ତାଙ୍କର ଯିହୂଦୀ ନାମ ଓ “ପାଉଲ” ତାଙ୍କର ରୋମୀୟ ନାମ ଥିଲା I ସେ ଜଣେ ରୋମୀୟ ଅଧିକାରୀଙ୍କ ସହିତ କଥା କହୁଥିବା ହେତୁ ଆପଣା ରୋମୀୟ ନାମ ବ୍ୟବହାର କରିଥିଲେ I “ଶାଉଲ, ଯେ ବର୍ତ୍ତମାନ ଆପଣାକୁ ପାଉଲ କହୁଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# stared at him intensely
ସ୍ଥିର ଦୃଷ୍ଟିରେ ତାହାଙ୍କ ପ୍ରତି ନିରୀକ୍ଷଣ କଲେ