# General Information: “ତାହାଙ୍କୁ” ଶବ୍ଦଟି ମାୟାବୀ ଅଲ୍ଲୀମାଙ୍କୁ ବୁଝାଏ, ଯାହାକୁ ବର୍ଯୀଶୁ ମଧ୍ୟ କୁହାଯାଏ ([ପ୍ରେରିତ ୧୩:୬-୮](./06.md))I # Connecting Statement: ପାଫ ଦ୍ବୀପରେ ଥିବା ସମୟରେ ପାଉଲ ଅଲ୍ଲୀମା ସହିତ କଥା ହେବାକୁ ଆରମ୍ଭ କଲେ I # Saul, who is also called Paul ଶାଉଲ ତାଙ୍କର ଯିହୂଦୀ ନାମ ଓ “ପାଉଲ” ତାଙ୍କର ରୋମୀୟ ନାମ ଥିଲା I ସେ ଜଣେ ରୋମୀୟ ଅଧିକାରୀଙ୍କ ସହିତ କଥା କହୁଥିବା ହେତୁ ଆପଣା ରୋମୀୟ ନାମ ବ୍ୟବହାର କରିଥିଲେ I “ଶାଉଲ, ଯେ ବର୍ତ୍ତମାନ ଆପଣାକୁ ପାଉଲ କହୁଛନ୍ତି” (ଦେଖ: [[rc://*/ta/man/translate/figs-activepassive]]) # stared at him intensely ସ୍ଥିର ଦୃଷ୍ଟିରେ ତାହାଙ୍କ ପ୍ରତି ନିରୀକ୍ଷଣ କଲେ