or_tn/act/13/06.md

2.1 KiB

General Information:

ଏଠାରେ “ସେମାନେ” ଶବ୍ଦ ପାଉଲ, ଶୀଲା ଓ ଯୋହନ ମାର୍କଙ୍କୁ ବୁଝାଏ I “ଏହି ବ୍ୟକ୍ତି” ଶବ୍ଦଟି ସେର୍ଗିୟ ପାଉଲଙ୍କୁ ବୁଝାଏ I ପ୍ରଥମ “ସେ” ଶବ୍ଦଟି ଶାସନକର୍ତ୍ତା ସେର୍ଗିୟ ପାଉଲଙ୍କୁ ବୁଝାଏ; ଦ୍ବିତୀୟ “ସେ” ଶବ୍ଦ ମାୟାବୀ ଅଲ୍ଲୀମା (ଯାହାଙ୍କୁ ବର୍ଯୀଶୁ କୁହାଯାଏ)ଙ୍କୁ ବୁଝାଏ I

the whole island

ସେମାନେ ଦ୍ବୀପର ଏକ ପାଖରୁ ଅନ୍ୟ ପାଖ ଅତିକ୍ରମକରି ସେମାନେ ଯେଉଁ ଯେଉଁ ନଗର ଦେଇ ଯାଉଥିଲେ ସେଠାରେ ସୁସାମାଚାର ସମ୍ବାଦ କହୁଥିଲେ I

Paphos

ଏହା କୁପ୍ର ଦ୍ବୀପର ଏକ ବଡ ନଗର ଯେଉଁଠାରେ ଶାସନ କର୍ତ୍ତା ବାସ କରୁଥିଲେ I

they found

ଏଠାରେ “ଦେଖିଲେ”ର ଅର୍ଥ ହେଉଛି ସେମାନେ ତାହାଙ୍କୁ ଅନ୍ବେଷଣ କରି ନ ଥିଲେ କିନ୍ତୁ ସୁଯୋଗକ୍ରମେ ଭେଟିଗଲେ I ବିକଳ୍ପ ଅନୁବାଦ: “ସେମାନେ ସାକ୍ଷାତ କଲେ” କିମ୍ବା “ଭେଟିଲେ”

a certain magician

ଜଣେ ନିର୍ଦ୍ଦିଷ୍ଟ ଲୋକ ଯେ ତନ୍ତ୍ର ମନ୍ତ୍ର ଜାଣେ କିମ୍ବା “ଜଣେ ଲୋକ ଯେ ଅଲୌକିକ ତନ୍ତ୍ର କଳା ଅଭ୍ୟାସ କରେ”

whose name was Bar Jesus

ବର୍ଯୀଶୁର ଅର୍ଥ ହେଉଛି “ଯୀଶୁଙ୍କର ପୁତ୍ର I” ଏହି ଲୋକ ଓ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ I ସେହି ସମୟରେ ଯୀଶୁ ଏକ ସାଧାରଣ ନାମ ଥିଲା I (ଦେଖ: rc://*/ta/man/translate/translate-names)