or_tn/act/13/06.md

24 lines
2.1 KiB
Markdown

# General Information:
ଏଠାରେ “ସେମାନେ” ଶବ୍ଦ ପାଉଲ, ଶୀଲା ଓ ଯୋହନ ମାର୍କଙ୍କୁ ବୁଝାଏ I “ଏହି ବ୍ୟକ୍ତି” ଶବ୍ଦଟି ସେର୍ଗିୟ ପାଉଲଙ୍କୁ ବୁଝାଏ I ପ୍ରଥମ “ସେ” ଶବ୍ଦଟି ଶାସନକର୍ତ୍ତା ସେର୍ଗିୟ ପାଉଲଙ୍କୁ ବୁଝାଏ; ଦ୍ବିତୀୟ “ସେ” ଶବ୍ଦ ମାୟାବୀ ଅଲ୍ଲୀମା (ଯାହାଙ୍କୁ ବର୍ଯୀଶୁ କୁହାଯାଏ)ଙ୍କୁ ବୁଝାଏ I
# the whole island
ସେମାନେ ଦ୍ବୀପର ଏକ ପାଖରୁ ଅନ୍ୟ ପାଖ ଅତିକ୍ରମକରି ସେମାନେ ଯେଉଁ ଯେଉଁ ନଗର ଦେଇ ଯାଉଥିଲେ ସେଠାରେ ସୁସାମାଚାର ସମ୍ବାଦ କହୁଥିଲେ I
# Paphos
ଏହା କୁପ୍ର ଦ୍ବୀପର ଏକ ବଡ ନଗର ଯେଉଁଠାରେ ଶାସନ କର୍ତ୍ତା ବାସ କରୁଥିଲେ I
# they found
ଏଠାରେ “ଦେଖିଲେ”ର ଅର୍ଥ ହେଉଛି ସେମାନେ ତାହାଙ୍କୁ ଅନ୍ବେଷଣ କରି ନ ଥିଲେ କିନ୍ତୁ ସୁଯୋଗକ୍ରମେ ଭେଟିଗଲେ I ବିକଳ୍ପ ଅନୁବାଦ: “ସେମାନେ ସାକ୍ଷାତ କଲେ” କିମ୍ବା “ଭେଟିଲେ”
# a certain magician
ଜଣେ ନିର୍ଦ୍ଦିଷ୍ଟ ଲୋକ ଯେ ତନ୍ତ୍ର ମନ୍ତ୍ର ଜାଣେ କିମ୍ବା “ଜଣେ ଲୋକ ଯେ ଅଲୌକିକ ତନ୍ତ୍ର କଳା ଅଭ୍ୟାସ କରେ”
# whose name was Bar Jesus
ବର୍ଯୀଶୁର ଅର୍ଥ ହେଉଛି “ଯୀଶୁଙ୍କର ପୁତ୍ର I” ଏହି ଲୋକ ଓ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ I ସେହି ସମୟରେ ଯୀଶୁ ଏକ ସାଧାରଣ ନାମ ଥିଲା I (ଦେଖ: [[rc://*/ta/man/translate/translate-names]])