or_tn/act/11/05.md

762 B

like a large sheet

ପଶୁମାନଙ୍କୁ ଧରି ରଖିଥିବା ପାତ୍ରଟି ଏକ ଚାରି କୋଣ ବିଶିଷ୍ଟ ଲୁଗାର ବଡ ଚାଦର ପରି ଦେଖାଯାଉଥିଲା I ପ୍ରେରିତ ୧୦:୧୧ ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

by its four corners

ଏହାର ଚାରି କୋଣ ଧରି ଝୁଲି ଥାଇ କିମ୍ବା “ଏହାର ଚାରି କୋଣ ଅନ୍ୟ ଅଂଶଠାରୁ ଉପରେ ଥାଇ I” ପ୍ରେରିତ ୧୦:୧୧ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I