or_tn/act/11/05.md

8 lines
762 B
Markdown
Raw Permalink Normal View History

2020-11-19 00:15:53 +00:00
# like a large sheet
ପଶୁମାନଙ୍କୁ ଧରି ରଖିଥିବା ପାତ୍ରଟି ଏକ ଚାରି କୋଣ ବିଶିଷ୍ଟ ଲୁଗାର ବଡ ଚାଦର ପରି ଦେଖାଯାଉଥିଲା I [ପ୍ରେରିତ ୧୦:୧୧](../10/11.md) ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I
# by its four corners
ଏହାର ଚାରି କୋଣ ଧରି ଝୁଲି ଥାଇ କିମ୍ବା “ଏହାର ଚାରି କୋଣ ଅନ୍ୟ ଅଂଶଠାରୁ ଉପରେ ଥାଇ I” [ପ୍ରେରିତ ୧୦:୧୧](../10/11.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I