# like a large sheet ପଶୁମାନଙ୍କୁ ଧରି ରଖିଥିବା ପାତ୍ରଟି ଏକ ଚାରି କୋଣ ବିଶିଷ୍ଟ ଲୁଗାର ବଡ ଚାଦର ପରି ଦେଖାଯାଉଥିଲା I [ପ୍ରେରିତ ୧୦:୧୧](../10/11.md) ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I # by its four corners ଏହାର ଚାରି କୋଣ ଧରି ଝୁଲି ଥାଇ କିମ୍ବା “ଏହାର ଚାରି କୋଣ ଅନ୍ୟ ଅଂଶଠାରୁ ଉପରେ ଥାଇ I” [ପ୍ରେରିତ ୧୦:୧୧](../10/11.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I