or_tn/act/10/11.md

663 B

he saw the sky open

ଏହା ପିତରଙ୍କ ଦର୍ଶନର ଆରମ୍ଭ ଥିଲା I ଏହା ଏକ ନୂଆ ବାକ୍ୟ ହୋଇପାରେ I

something like a large sheet ... four corners

ପଶୁମାନଙ୍କୁ ଧରି ରଖିଥିବା ପାତ୍ରଟି ଏକ ଚାରି କୋଣ ବିଶିଷ୍ଟ ଲୁଗାର ବଡ ଚାଦର ପରି ଦେଖାଯାଉଥିଲା I

let down by its four corners

ଏହାର ଚାରି କୋଣ ଧରି ଝୁଲି ଥାଇ କିମ୍ବା “ଏହାର ଚାରି କୋଣ ଅନ୍ୟ ଅଂଶ ଠାରୁ ଉପରେ ଥାଇ”