or_tn/2co/12/11.md

2.5 KiB
Raw Permalink Blame History

Connecting Statement:

ପାଉଲ କରିନ୍ଥର ବିଶ୍ବାସୀମାନଙ୍କୁ ଜଣେ ପ୍ରେରିତର ପ୍ରକୃତ ଲକ୍ଷଣ ଓ ସେମାନଙ୍କ ସମ୍ମୁଖରେ ତାହାଙ୍କ ନମ୍ରତା ବିଷୟରେ କହି ସେମାନଙ୍କୁ ଦୃଢ଼ କରିବା ସକାଶେ ମନେ ପକାଇ ଦେଉଛନ୍ତି I

I have become a fool

ମୁଁ ନିର୍ବୋଧ ପରି କାର୍ଯ୍ୟ କରୁଛି

You forced me to this

ତୁମ୍ଭେମାନେ ମୋତେ ଏହି ପ୍ରକାରେ କହିବାକୁ ବାଧ୍ୟ କଲ

I should have been praised by you

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୋହର ପ୍ରଶଂସା କରିବା ତୁମ୍ଭମାନଙ୍କର ଉଚିତ ଥିଲା” (ଦେଖ: rc://*/ta/man/translate/figs-activepassive)

praised

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ପ୍ରଶଂସା” ( କରିନ୍ଥୀୟ ୩:୧)କିମ୍ବା ) “ଆଦର” ( କରିନ୍ଥୀୟ ୪:)I

For I was not at all inferior to

ନକରାତ୍ମକ ଭାବ ବ୍ୟବହାର କରି ପାଉଲ ଦୃଢ଼ ଭାବରେ କହୁଛନ୍ତି ଯେ ସେ ନ୍ୟୁନତର ବୋଲି ଯେଉଁ କରିନ୍ଥୀୟମାନେ ଭାବୁଛନ୍ତି, ତାହା ଭୁଲ୍ ଅଟେ I ବିକଳ୍ପ ଅନୁବାଦ: “କାରଣ ମୁଁ ମଧ୍ୟ ସେପରି ଭଲ” (ଦେଖ: rc://*/ta/man/translate/figs-litotes)

super-apostles

ସେହି ଶିକ୍ଷକମାନେ ଲୋକେ ଯେପରି କହୁଛନ୍ତି, ତାଠାରୁ ବି ଗୁରୁତ୍ବହୀନ ବୋଲି ଦେଖାଇବାକୁ ପାଉଲ ଏଠାରେ ବ୍ୟଙ୍ଗୋକ୍ତି ବ୍ୟବହାର କରୁଛନ୍ତି I ଦେଖ ତୁମେ ଏହାକୁ କିପରି କରିନ୍ଥୀୟ ୧୧:୫ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ସେହି ଶିକ୍ଷକମାନେ. ଯେଉଁମାନଙ୍କୁ ଅନ୍ୟ କାହାରି ଠାରୁ ଉତ୍ତମ ବୋଲି କେତେକ ଭାବୁଛନ୍ତି” (ଦେଖ: rc://*/ta/man/translate/figs-irony)