or_tn/2co/04/02.md

3.0 KiB

we have rejected secret and shameful ways

ଏହାର ଅର୍ଥ ଏହି ଯେ ପାଉଲ ଓ ତାହାଙ୍କର ସହକର୍ମୀମାନେ “ଗୁପ୍ତ ଓ ଲଜ୍ଜାଜନକ” ବିଷୟ ସବୁ କରିବାକୁ ଅଗ୍ରାହ୍ୟ କରିଥିଲେ I ଏହାର ଅର୍ଥ ନୁହେଁ ଯେ ସେମାନେ ଅତୀତରେ ଏହି ସବୁ ବିଷୟ କରିଥିଲେ I

secret and shameful ways

“ଗୁପ୍ତ” ଶବ୍ଦଟି ଲୋକମାନେ ଗୋପନରେ କରୁଥିବା ବିଷୟ ସବୁକୁ ବୁଝାଏ I ଲଜ୍ଜାଜନକ ବିଷୟସବୁ ତାହା କରୁଥିବା ଲୋକମାନଙ୍କ ମଧ୍ୟରେ ଲଜ୍ଜାବୋଧ ଜନ୍ମାଇବା ଉଚିତ I ବିକଳ୍ପ ଅନୁବାଦ: “ଲୋକମାନେ ସେ ସବୁ ବିଷୟ ଗୁପ୍ତରେ କରନ୍ତି, କାରଣ ସେସବୁ ଲଜ୍ଜାବୋଧ ଜନ୍ମାଏ” (ଦେଖ: rc://*/ta/man/translate/figs-hendiadys)

live by craftiness

ଧୂର୍ତ୍ତତାରେ ଜୀବନ ଯାପନ କରିବା

we do not mishandle the word of God

ଏଠାରେ ଈଶ୍ବରଙ୍କ ବାକ୍ୟ ଈଶ୍ବରଙ୍କ ସମ୍ବାଦକୁ ବୁଝାଏ I ଏହି ବାକ୍ୟାଂଶଟି ଗୋଟିଏ ସକରାତ୍ମକ ଭାବନାକୁ ପ୍ରକାଶ କରିବାପାଇଁ ଦୁଇଟି ନକରାତ୍ମକ ଭାବନାକୁ ବ୍ୟବହାର କରୁଛି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଈଶ୍ବରଙ୍କ ସମ୍ବାଦକୁ ଛଳରେ ବ୍ୟବହାର କରୁନାହୁଁ” କିମ୍ବା “ଆମ୍ଭେମାନେ ଈଶ୍ବରଙ୍କ ବାକ୍ୟକୁ ଯଥାର୍ଥଭାବରେ ବ୍ୟବହାର କରୁଅଛୁ” (ଦେଖ: [[rc:///ta/man/translate/figs-doublenegatives]] ଓ [[rc:///ta/man/translate/figs-metonymy]])

we recommend ourselves to everyone's conscience

ଏହାର ଅର୍ଥ ଏହି ଯେ ସେମାନେ ସେମାନଙ୍କ କଥା ଶୁଣୁଥିବା ପ୍ରତ୍ୟେକଙ୍କ ନିମନ୍ତେ ସେମାନେ ଠିକ୍ କି ଭୁଲ୍, ଏହା ସ୍ଥିର କରିବାକୁ ଯଥେଷ୍ଟ ପ୍ରମାଣ ଯୋଗାଇଥାନ୍ତି I

in the sight of God

ଏହା ଈଶ୍ବରଙ୍କ ଉପସ୍ଥିତିକୁ ବୁଝାଏ I ପାଉଲଙ୍କର ସତ୍ୟବାଦିତାକୁ ଈଶ୍ବରଙ୍କ ବୁଝିବା ଓ ସମର୍ଥନ କରିବା ବିଷୟକୁ ଈଶ୍ବର ସେସବୁକୁ ଦେଖିବା ନିମନ୍ତେ ସମର୍ଥ ବୋଲି ଦର୍ଶାଯାଇଛି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ସମ୍ମୁଖରେ” କିମ୍ବା “ଈଶ୍ବର ସାକ୍ଷୀ ଭାବରେ” (ଦେଖ: rc://*/ta/man/translate/figs-metaphor)