# Connecting Statement: ପାଉଲ କରିନ୍ଥର ବିଶ୍ବାସୀମାନଙ୍କୁ ଜଣେ ପ୍ରେରିତର ପ୍ରକୃତ ଲକ୍ଷଣ ଓ ସେମାନଙ୍କ ସମ୍ମୁଖରେ ତାହାଙ୍କ ନମ୍ରତା ବିଷୟରେ କହି ସେମାନଙ୍କୁ ଦୃଢ଼ କରିବା ସକାଶେ ମନେ ପକାଇ ଦେଉଛନ୍ତି I # I have become a fool ମୁଁ ନିର୍ବୋଧ ପରି କାର୍ଯ୍ୟ କରୁଛି # You forced me to this ତୁମ୍ଭେମାନେ ମୋତେ ଏହି ପ୍ରକାରେ କହିବାକୁ ବାଧ୍ୟ କଲ # I should have been praised by you ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୋହର ପ୍ରଶଂସା କରିବା ତୁମ୍ଭମାନଙ୍କର ଉଚିତ ଥିଲା” (ଦେଖ: [[rc://*/ta/man/translate/figs-activepassive]]) # praised ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ପ୍ରଶଂସା” ([୨ କରିନ୍ଥୀୟ ୩:୧](../03/01.md))କିମ୍ବା ୨) “ଆଦର” ([୨ କରିନ୍ଥୀୟ ୪:୨](../04/02.md))I # For I was not at all inferior to ନକରାତ୍ମକ ଭାବ ବ୍ୟବହାର କରି ପାଉଲ ଦୃଢ଼ ଭାବରେ କହୁଛନ୍ତି ଯେ ସେ ନ୍ୟୁନତର ବୋଲି ଯେଉଁ କରିନ୍ଥୀୟମାନେ ଭାବୁଛନ୍ତି, ତାହା ଭୁଲ୍ ଅଟେ I ବିକଳ୍ପ ଅନୁବାଦ: “କାରଣ ମୁଁ ମଧ୍ୟ ସେପରି ଭଲ” (ଦେଖ: [[rc://*/ta/man/translate/figs-litotes]]) # super-apostles ସେହି ଶିକ୍ଷକମାନେ ଲୋକେ ଯେପରି କହୁଛନ୍ତି, ତାଠାରୁ ବି ଗୁରୁତ୍ବହୀନ ବୋଲି ଦେଖାଇବାକୁ ପାଉଲ ଏଠାରେ ବ୍ୟଙ୍ଗୋକ୍ତି ବ୍ୟବହାର କରୁଛନ୍ତି I ଦେଖ ତୁମେ ଏହାକୁ କିପରି [୨ କରିନ୍ଥୀୟ ୧୧:୫](../11/05.md)ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ସେହି ଶିକ୍ଷକମାନେ. ଯେଉଁମାନଙ୍କୁ ଅନ୍ୟ କାହାରି ଠାରୁ ଉତ୍ତମ ବୋଲି କେତେକ ଭାବୁଛନ୍ତି” (ଦେଖ: [[rc://*/ta/man/translate/figs-irony]])