or_tn/2co/12/11.md

28 lines
2.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ କରିନ୍ଥର ବିଶ୍ବାସୀମାନଙ୍କୁ ଜଣେ ପ୍ରେରିତର ପ୍ରକୃତ ଲକ୍ଷଣ ଓ ସେମାନଙ୍କ ସମ୍ମୁଖରେ ତାହାଙ୍କ ନମ୍ରତା ବିଷୟରେ କହି ସେମାନଙ୍କୁ ଦୃଢ଼ କରିବା ସକାଶେ ମନେ ପକାଇ ଦେଉଛନ୍ତି I
# I have become a fool
ମୁଁ ନିର୍ବୋଧ ପରି କାର୍ଯ୍ୟ କରୁଛି
# You forced me to this
ତୁମ୍ଭେମାନେ ମୋତେ ଏହି ପ୍ରକାରେ କହିବାକୁ ବାଧ୍ୟ କଲ
# I should have been praised by you
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୋହର ପ୍ରଶଂସା କରିବା ତୁମ୍ଭମାନଙ୍କର ଉଚିତ ଥିଲା” (ଦେଖ: [[rc://*/ta/man/translate/figs-activepassive]])
# praised
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ପ୍ରଶଂସା” ([ କରିନ୍ଥୀୟ ୩:୧](../03/01.md))କିମ୍ବା ) “ଆଦର” ([ କରିନ୍ଥୀୟ ୪:](../04/02.md))I
# For I was not at all inferior to
ନକରାତ୍ମକ ଭାବ ବ୍ୟବହାର କରି ପାଉଲ ଦୃଢ଼ ଭାବରେ କହୁଛନ୍ତି ଯେ ସେ ନ୍ୟୁନତର ବୋଲି ଯେଉଁ କରିନ୍ଥୀୟମାନେ ଭାବୁଛନ୍ତି, ତାହା ଭୁଲ୍ ଅଟେ I ବିକଳ୍ପ ଅନୁବାଦ: “କାରଣ ମୁଁ ମଧ୍ୟ ସେପରି ଭଲ” (ଦେଖ: [[rc://*/ta/man/translate/figs-litotes]])
# super-apostles
ସେହି ଶିକ୍ଷକମାନେ ଲୋକେ ଯେପରି କହୁଛନ୍ତି, ତାଠାରୁ ବି ଗୁରୁତ୍ବହୀନ ବୋଲି ଦେଖାଇବାକୁ ପାଉଲ ଏଠାରେ ବ୍ୟଙ୍ଗୋକ୍ତି ବ୍ୟବହାର କରୁଛନ୍ତି I ଦେଖ ତୁମେ ଏହାକୁ କିପରି [ କରିନ୍ଥୀୟ ୧୧:୫](../11/05.md)ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ସେହି ଶିକ୍ଷକମାନେ. ଯେଉଁମାନଙ୍କୁ ଅନ୍ୟ କାହାରି ଠାରୁ ଉତ୍ତମ ବୋଲି କେତେକ ଭାବୁଛନ୍ତି” (ଦେଖ: [[rc://*/ta/man/translate/figs-irony]])