or_tn/2co/07/12.md

1.3 KiB
Raw Permalink Blame History

the wrongdoer

ଯେ କି ସେହି ମନ୍ଦ କାର୍ଯ୍ୟ କଲେ

your good will toward us should be made known to you in the sight of God

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଜାଣିବ ଯେ ଆମ୍ଭମାନଙ୍କ ପ୍ରତି ତୁମ୍ଭମାନଙ୍କର ଉତ୍ତମ ଇଚ୍ଛା ଛଳନାମୁକ୍ତ ଅଟେ” (ଦେଖ: rc://*/ta/man/translate/figs-activepassive)

in the sight of God

ଏହା ଈଶ୍ବରଙ୍କ ଉପସ୍ଥିତିକୁ ବୁଝାଏ I ପାଉଲଙ୍କର ସତ୍ୟବାଦିତାକୁ ଈଶ୍ବର ବୁଝିବା ଓ ସମର୍ଥନ କରିବା ବିଷୟକୁ ଈଶ୍ବର ସେସବୁକୁ ଦେଖିବା ନିମନ୍ତେ ସମର୍ଥ ବୋଲି ଦର୍ଶାଯାଇଛି I ଦେଖ ତୁମେ ଏହାକୁ କିପରି କରିନ୍ଥୀୟ ୪:ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ସମ୍ମୁଖରେ” କିମ୍ବା “ଈଶ୍ବର ସାକ୍ଷୀ ଭାବରେ” (ଦେଖ: rc://*/ta/man/translate/figs-metaphor)