# the wrongdoer ଯେ କି ସେହି ମନ୍ଦ କାର୍ଯ୍ୟ କଲେ # your good will toward us should be made known to you in the sight of God ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଜାଣିବ ଯେ ଆମ୍ଭମାନଙ୍କ ପ୍ରତି ତୁମ୍ଭମାନଙ୍କର ଉତ୍ତମ ଇଚ୍ଛା ଛଳନାମୁକ୍ତ ଅଟେ” (ଦେଖ: [[rc://*/ta/man/translate/figs-activepassive]]) # in the sight of God ଏହା ଈଶ୍ବରଙ୍କ ଉପସ୍ଥିତିକୁ ବୁଝାଏ I ପାଉଲଙ୍କର ସତ୍ୟବାଦିତାକୁ ଈଶ୍ବର ବୁଝିବା ଓ ସମର୍ଥନ କରିବା ବିଷୟକୁ ଈଶ୍ବର ସେସବୁକୁ ଦେଖିବା ନିମନ୍ତେ ସମର୍ଥ ବୋଲି ଦର୍ଶାଯାଇଛି I ଦେଖ ତୁମେ ଏହାକୁ କିପରି [୨ କରିନ୍ଥୀୟ ୪:୨](../04/02.md)ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ସମ୍ମୁଖରେ” କିମ୍ବା “ଈଶ୍ବର ସାକ୍ଷୀ ଭାବରେ” (ଦେଖ: [[rc://*/ta/man/translate/figs-metaphor]])