or_tn/2co/07/12.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# the wrongdoer
ଯେ କି ସେହି ମନ୍ଦ କାର୍ଯ୍ୟ କଲେ
# your good will toward us should be made known to you in the sight of God
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଜାଣିବ ଯେ ଆମ୍ଭମାନଙ୍କ ପ୍ରତି ତୁମ୍ଭମାନଙ୍କର ଉତ୍ତମ ଇଚ୍ଛା ଛଳନାମୁକ୍ତ ଅଟେ” (ଦେଖ: [[rc://*/ta/man/translate/figs-activepassive]])
# in the sight of God
ଏହା ଈଶ୍ବରଙ୍କ ଉପସ୍ଥିତିକୁ ବୁଝାଏ I ପାଉଲଙ୍କର ସତ୍ୟବାଦିତାକୁ ଈଶ୍ବର ବୁଝିବା ଓ ସମର୍ଥନ କରିବା ବିଷୟକୁ ଈଶ୍ବର ସେସବୁକୁ ଦେଖିବା ନିମନ୍ତେ ସମର୍ଥ ବୋଲି ଦର୍ଶାଯାଇଛି I ଦେଖ ତୁମେ ଏହାକୁ କିପରି [ କରିନ୍ଥୀୟ ୪:](../04/02.md)ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ସମ୍ମୁଖରେ” କିମ୍ବା “ଈଶ୍ବର ସାକ୍ଷୀ ଭାବରେ” (ଦେଖ: [[rc://*/ta/man/translate/figs-metaphor]])