or_tn/1pe/05/05.md

1.4 KiB

General Information:

ପିତର ନିର୍ଦ୍ଦିଷ୍ଟ ଭାବରେ ଯୁବା ଲୋକମାନଙ୍କୁ ଉପଦେଶ ଦେଇ ସବୁ ବିଶ୍ବାସୀମାନଙ୍କୁ ଉପଦେଶ ଦେବା ଜାରିରଖୁଛନ୍ତି I

In the same way

ଏହା ୧ ପିତର ୫:୧ ରୁ ୧ ପିତର ୫:୪ରେ ପିତର ବର୍ଣ୍ଣନା କରିଥିବା ଅନୁସାରେ ପ୍ରାଚୀନମାନେ କି ପ୍ରକାରେ ପ୍ରଧାନ ପାଳକଙ୍କ ବଶୀଭୂତ ହେବା ଆବଶ୍ୟକ, ସେ ବିଷୟକୁ ଫେରି ବୁଝାଏ I

All of you

ଏହା କେବଳ ଯୁବା ଲୋକମାନଙ୍କୁ ନୁହେଁ, ମାତ୍ର ସବୁ ବିଶ୍ବାସୀମାନଙ୍କୁ ବୁଝାଏ I

clothe yourselves with humility

ପିତର ନମ୍ରତାର ନୈତିକ ଗୁଣ ପାଇବା ବିଷୟକୁ ଖଣ୍ଡେ ବସ୍ତ୍ର ପରିଧାନ କରିବା ସଦୃଶ ବୋଲି କହୁଛନ୍ତି I ବିକଳ୍ପ ଅନୁବାଦ: “ପରସ୍ପର ପ୍ରତି ନମ୍ରତାସହ ବ୍ୟବହାର କର” କିମ୍ବା “ନମ୍ରତା ସହିତ କର୍ମ କର” (ଦେଖ: rc://*/ta/man/translate/figs-metaphor)