or_tn/1pe/05/04.md

1.4 KiB

Then when the Chief Shepherd is revealed

ପିତର ଯୀଶୁଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ଜଣେ ପାଳକ, ଯାହାଙ୍କର ଅନ୍ୟ ସମସ୍ତ ପାଳକମାନଙ୍କ ଉପରେ ଅଧିକାର ଅଛି I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ପ୍ରଧାନ ପାଳକ ଯୀଶୁ ପ୍ରକାଶିତ ହେବେ” କିମ୍ବା “ଯେତେବେଳେ ଈଶ୍ବର ପ୍ରଧାନ ପାଳକ ଯୀଶୁଙ୍କୁ ପ୍ରକାଶ କରିବେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])

an unfading crown of glory

ଏଠାରେ “ମୁକୁଟ” ଶବ୍ଦଟି ଜଣେ ବିଜୟର ଚିହ୍ନ ସ୍ବରୂପ ପାଉଥିବା ପୁରସ୍କାରକୁ ବୁଝାଏ I “ଅମ୍ଲାନ” ଶବ୍ଦର ଅର୍ଥ ହେଉଛି ଯେ ଅନନ୍ତ କାଳୀନ I ବିକଳ୍ପ ଅନୁବାଦ: “ଏକ ଗୌରବମୟ ପୁରସ୍କାର, ଯାହା ଅନନ୍ତକାଳସ୍ଥାୟୀ ଅଟେ” (ଦେଖ: rc://*/ta/man/translate/figs-metaphor)

of glory

ଗୌରବମୟ