or_tn/1pe/05/05.md

16 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ପିତର ନିର୍ଦ୍ଦିଷ୍ଟ ଭାବରେ ଯୁବା ଲୋକମାନଙ୍କୁ ଉପଦେଶ ଦେଇ ସବୁ ବିଶ୍ବାସୀମାନଙ୍କୁ ଉପଦେଶ ଦେବା ଜାରିରଖୁଛନ୍ତି I
# In the same way
ଏହା [୧ ପିତର ୫:୧](../05/01.md) ରୁ [୧ ପିତର ୫:୪](../05/04.md)ରେ ପିତର ବର୍ଣ୍ଣନା କରିଥିବା ଅନୁସାରେ ପ୍ରାଚୀନମାନେ କି ପ୍ରକାରେ ପ୍ରଧାନ ପାଳକଙ୍କ ବଶୀଭୂତ ହେବା ଆବଶ୍ୟକ, ସେ ବିଷୟକୁ ଫେରି ବୁଝାଏ I
# All of you
ଏହା କେବଳ ଯୁବା ଲୋକମାନଙ୍କୁ ନୁହେଁ, ମାତ୍ର ସବୁ ବିଶ୍ବାସୀମାନଙ୍କୁ ବୁଝାଏ I
# clothe yourselves with humility
ପିତର ନମ୍ରତାର ନୈତିକ ଗୁଣ ପାଇବା ବିଷୟକୁ ଖଣ୍ଡେ ବସ୍ତ୍ର ପରିଧାନ କରିବା ସଦୃଶ ବୋଲି କହୁଛନ୍ତି I ବିକଳ୍ପ ଅନୁବାଦ: “ପରସ୍ପର ପ୍ରତି ନମ୍ରତାସହ ବ୍ୟବହାର କର” କିମ୍ବା “ନମ୍ରତା ସହିତ କର୍ମ କର” (ଦେଖ: [[rc://*/ta/man/translate/figs-metaphor]])