or_tn/1pe/05/01.md

724 B

General Information:

ପିତର ନିର୍ଦ୍ଦିଷ୍ଟ ଭାବରେ ପ୍ରାଚୀନ ହୋଇଥିବା ପୁରୁଷମାନଙ୍କୁ କହୁଛନ୍ତି I

the glory that will be revealed

ଏହା ଖ୍ରୀଷ୍ଟଙ୍କ ଦ୍ବିତୀୟ ଆଗମନ ବିଷୟରେ ଏକ ସମ୍ବନ୍ଧ-ପଦ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ପ୍ରକାଶ କରୁଥିବା ଖ୍ରୀଷ୍ଟଙ୍କ ଗୌରବ” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-metonymy]])