or_tn/1pe/05/01.md

8 lines
724 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ପିତର ନିର୍ଦ୍ଦିଷ୍ଟ ଭାବରେ ପ୍ରାଚୀନ ହୋଇଥିବା ପୁରୁଷମାନଙ୍କୁ କହୁଛନ୍ତି I
# the glory that will be revealed
ଏହା ଖ୍ରୀଷ୍ଟଙ୍କ ଦ୍ବିତୀୟ ଆଗମନ ବିଷୟରେ ଏକ ସମ୍ବନ୍ଧ-ପଦ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ପ୍ରକାଶ କରୁଥିବା ଖ୍ରୀଷ୍ଟଙ୍କ ଗୌରବ” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-metonymy]])