or_tn/1jn/02/18.md

1.2 KiB

Connecting Statement:

ଯୋହନ ସେମାନଙ୍କ ବିଷୟରେ ସଚେତନ କରାନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଅଛନ୍ତି ।

Little children

ଅପରିପକ୍ବ ଖ୍ରୀଷ୍ଟିଆନ । ଦେଖ 1 John 2:1ରେ ତୁମେ କିପରି ଅନୁବାଦ କରିଅଛ ।

it is the last hour

“ଶେଷ ସମୟ” ବାକ୍ୟଟି ଯୀଶୁଙ୍କ ଆଗମନର ଠିକ୍ ପୁର୍ବ ସମୟକୁ ଦର୍ଶାଏ । ଅନ୍ୟ ଏକ ଅନୁବାଦରେ: “ଯୀଶୁ ଶୀଘ୍ର ଆଗମନ କରିବେ” (ଦେଖ: rc://*/ta/man/translate/figs-metonymy)

many antichrists have come

ଅନେକ ଲୋକମାନେ ଖ୍ରୀଷ୍ଟଙ୍କ ବିରୋଧରେ

have come. By this we know

ଆସିଛନ୍ତି, ଏବଂ ଏହାର କାରଣରୁ ଆମ୍ଭେମାନେ ଜାଣିଅଛୁ କିମ୍ବା “ଆସିଛନ୍ତି, ଏବଂ କାରଣ ଅନେକ ଖ୍ରୀଷ୍ଟରୀ ଆସିଲେଣି, ଆମ୍ଭେମାନେ ଜାଣୁ”