or_tn/1jn/02/01.md

2.5 KiB

General Information:

ଏଠାରେ “ଆମ୍ଭେମାନେ” ଏବଂ “ଆମ୍ଭମାନଙ୍କର” ଶବ୍ଦସମୁହ ଯୋହନ ଏବଂ ସମସ୍ତ ବିଶ୍ବାସୀମାନଙ୍କୁ ସୂଚିତ କରେ । “ତାହାଙ୍କୁ” ଏବଂ “ତାହାଙ୍କର” ଶବ୍ଦସମୁହ ପିତା ଈଶ୍ବରଙ୍କୁ ବା ଯୀଶୁଙ୍କୁ ସୂଚିତ କରେ । (ଦେଖ: rc://*/ta/man/translate/figs-inclusive)

Connecting Statement:

ଯୋହନ ସହଭାଗିତା ବିଷୟରେ ଲେଖୁଅଛନ୍ତି ଯାହା ଦର୍ଶାଏ ଯେ ଏହା ସମ୍ଭବ ପର ଅଟେ କାରଣ ଯୀଶୁ ପିତା ଏବଂ ବିଶ୍ବାସୀମାନଙ୍କ ମଧ୍ୟରେ ଅଛନ୍ତି ।

Children

ଯୋହନ ଜଣେ ପ୍ରାଚୀନ ଏବଂ ସେମାନଙ୍କ ଅଧକ୍ଷ ଥିଲେ । ସେ ସେମାନଙ୍କ ନିମନ୍ତେ ତାହାଙ୍କ ପ୍ରେମକୁ ଦେଖାଇବା ନିମନ୍ତେ ଏହି ପ୍ରକାଶନକୁ ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟରେ ମୋର ପ୍ରିୟ ସନ୍ତାନଗଣ” ବା “ତୁମ୍ଭେମାନେ ମୋର ପ୍ରିୟ ସନ୍ତାନମାନଙ୍କ ସଦୃଶ ଅଟ” (ଦେଖ:rc://*/ta/man/translate/figs-metaphor)

I am writing these things

ମୁଁ ଏହି ପତ୍ର ଲେଖୁଅଛି

But if anyone sins

କିନ୍ତୁ ଯେକେହି ପାପ କରେ. ଏହା ଏହି ପ୍ରକାରରେ ଘଟିବା ଉଚିତ ।

we have an advocate with the Father, Jesus Christ, the one who is righteous

ଏଠାରେ “ସପକ୍ଷବାଦୀ” ଶବ୍ଦ ଯୀଶୁଙ୍କ ନିମନ୍ତେ ଦର୍ଶାଏ । ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ନିକଟରେ ଯୀଶୁଖ୍ରୀଷ୍ଟ ଅଛନ୍ତି, ଯେ ଧାର୍ମିକ ଅଟନ୍ତି, ଯେ ପିତାଙ୍କ ସହିତ କଥାବାର୍ତ୍ତା କରନ୍ତି ଏବଂ ଆମ୍ଭେମାନଙ୍କର ପାପକୁ କ୍ଷମା କରିବା ନିମନ୍ତେ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତି” (ଦେଖ:rc://*/ta/man/translate/figs-explicit)