or_tn/1jn/02/18.md

20 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୋହନ ସେମାନଙ୍କ ବିଷୟରେ ସଚେତନ କରାନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଅଛନ୍ତି ।
# Little children
ଅପରିପକ୍ବ ଖ୍ରୀଷ୍ଟିଆନ । ଦେଖ [1 John 2:1](../02/01.md)ରେ ତୁମେ କିପରି ଅନୁବାଦ କରିଅଛ ।
# it is the last hour
“ଶେଷ ସମୟ” ବାକ୍ୟଟି ଯୀଶୁଙ୍କ ଆଗମନର ଠିକ୍ ପୁର୍ବ ସମୟକୁ ଦର୍ଶାଏ । ଅନ୍ୟ ଏକ ଅନୁବାଦରେ: “ଯୀଶୁ ଶୀଘ୍ର ଆଗମନ କରିବେ” (ଦେଖ: [[rc://*/ta/man/translate/figs-metonymy]])
# many antichrists have come
ଅନେକ ଲୋକମାନେ ଖ୍ରୀଷ୍ଟଙ୍କ ବିରୋଧରେ
# have come. By this we know
ଆସିଛନ୍ତି, ଏବଂ ଏହାର କାରଣରୁ ଆମ୍ଭେମାନେ ଜାଣିଅଛୁ କିମ୍ବା “ଆସିଛନ୍ତି, ଏବଂ କାରଣ ଅନେକ ଖ୍ରୀଷ୍ଟରୀ ଆସିଲେଣି, ଆମ୍ଭେମାନେ ଜାଣୁ”