# Connecting Statement: ଯୋହନ ସେମାନଙ୍କ ବିଷୟରେ ସଚେତନ କରାନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଅଛନ୍ତି । # Little children ଅପରିପକ୍ବ ଖ୍ରୀଷ୍ଟିଆନ । ଦେଖ [1 John 2:1](../02/01.md)ରେ ତୁମେ କିପରି ଅନୁବାଦ କରିଅଛ । # it is the last hour “ଶେଷ ସମୟ” ବାକ୍ୟଟି ଯୀଶୁଙ୍କ ଆଗମନର ଠିକ୍ ପୁର୍ବ ସମୟକୁ ଦର୍ଶାଏ । ଅନ୍ୟ ଏକ ଅନୁବାଦରେ: “ଯୀଶୁ ଶୀଘ୍ର ଆଗମନ କରିବେ” (ଦେଖ: [[rc://*/ta/man/translate/figs-metonymy]]) # many antichrists have come ଅନେକ ଲୋକମାନେ ଖ୍ରୀଷ୍ଟଙ୍କ ବିରୋଧରେ # have come. By this we know ଆସିଛନ୍ତି, ଏବଂ ଏହାର କାରଣରୁ ଆମ୍ଭେମାନେ ଜାଣିଅଛୁ କିମ୍ବା “ଆସିଛନ୍ତି, ଏବଂ କାରଣ ଅନେକ ଖ୍ରୀଷ୍ଟରୀ ଆସିଲେଣି, ଆମ୍ଭେମାନେ ଜାଣୁ”