translationCore-Create-BCS_.../en_tn_58-PHM.tsv

117 lines
73 KiB
Plaintext
Raw Normal View History

2020-06-16 07:19:48 +00:00
Book Chapter Verse ID SupportReference OrigQuote Occurrence GLQuote OccurrenceNote
PHM front intro sz2w 0 # ଫିଲୀମୋନର ପରିଚୟ

## ଭାଗ ୧: ସାଧାରଣ ପରିଚୟ

### ଫିଲୀମୋନ ପୁସ୍ତକର ରୂପରେଖା

1. ପାଉଲ ଫିଲିମୋନଙ୍କୁ ଅଭିବାଦନ ଜଣାନ୍ତି (୧: ୧-୩)
2. ପାଉଲ ଅନୀସିମ ବିଷୟରେ ଫିଲୀମୋନଙ୍କୁ ଅନୁରୋଧ କରନ୍ତି (୧:୪-୨୧)
3. ଉପସଂହାର (୧:-୨୫)

### ଫିଲୀମୋନ ପୁସ୍ତକ କିଏ ଲେଖିଛନ୍ତି?

ପାଉଲ ଫିଲୀମୋନ ପୁସ୍ତକକୁ ଲେଖିଛନ୍ତି । ପାଉଲ ତାର୍ଷ ସହରର ବ୍ୟକ୍ତି  ଥିଲେ। ସେ ବାଲ୍ୟକାଳରେ ଶାଉଲ ଭାବରେ ପରିଚିତ ଥିଲେ । ଖ୍ରୀଷ୍ଟିୟାନ ହେବା ପୂର୍ବରୁ ଶାଉଲ ଜଣେ ଫାରୂଶୀ ଥିଲେ। ସେ ଖ୍ରୀଷ୍ଟିୟାନମାନଙ୍କୁ ନିର୍ଯାତନା ଦେଉଥିଲେ। ସେ ଖ୍ରୀଷ୍ଟିୟାନ ହେବା ପରେ, ସେ ରୋମୀୟ ସାମ୍ରାଜ୍ୟକୁ ଅନେକ ଥର ଭ୍ରମଣ କରି ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ଶୁଣାଇଥିଲେ।

ପାଉଲ ଏହି ପତ୍ର ଲେଖିବା ସମୟରେ ଏକ କାରାଗାରରେ ବନ୍ଦୀ ଥିଲେ।

### ଫିଲିମୋନ ପୁସ୍ତକ କେଉଁ ବିଷୟରେ ଉଲ୍ଲେଖ କରେ?

ଫିଲିମୋନ ନାମକ ଜଣେ ବ୍ୟକ୍ତିଙ୍କୁ ପାଉଲ ଏହି  ପତ୍ର ଲେଖିଥିଲେ । ଫିଲିମୋନ କଲୋସୀ ସହରରେ ରହୁଥିବା ଯୀଶୁଙ୍କଠାରେ ଜଣେ  ବିଶ୍ୱାସ ଥିଲେ। ତାଙ୍କର ଅନୀସିମ ନାମକ ଜଣେ ଦାସ ଥିଲେ। ଅନୀସିମ ଫିଲିମୋନଠାରୁ ପଳାୟନ କରିଥିଲେ ଏବଂ ସମ୍ଭବତଃ ତାଙ୍କଠାରୁ ମଧ୍ୟ କିଛି ଚୋରି କରିଥିଲେ । ଅନୀସିମ ରୋମୀୟ ପ୍ରଦେଶକୁ ଯାଇ ସେଠାରେ ଥିବା କାରାଗାରରେ ପାଉଲଙ୍କୁ ସାକ୍ଷାତ କରିଥିଲେ, ଯେଉଁଠାରେ ପାଉଲ ଅନୀସିମଙ୍କୁ ଯୀଶୁଙ୍କ ବିଷୟରେ ଶୁଣାଇଥିଲେ।

ପାଉଲ ଫିଲିମୋନଙ୍କୁ କହିଥିଲେ ଯେ ସେ ଅନୀସିମଙ୍କୁ ତାଙ୍କ ନିକଟକୁ ପଠାଉଛନ୍ତି । ରୋମୀୟ ନିୟମ ଅନୁଯାୟୀ ଅନୀସିମଙ୍କୁ ମୃତ୍ୟୁଦଣ୍ଡ ଦେବାର ଫିଲୀମୋନର ଅଧିକାର ଥିଲା । କିନ୍ତୁ ପାଉଲ କହନ୍ତି ଯେ ଫିଲୀମୋନ ଅନୀସିମକୁ ଖ୍ରୀଷ୍ଟିୟାନ ଭାଇ ଭାବରେ ଗ୍ରହଣ କରିବା ଉଚିତ୍ । ସେ ଏପରିକି ପରାମର୍ଶ ଦେଇଛନ୍ତି ଯେ ଫିଲୀମୋନ ଅନୀସିମକୁ ପାଉଲଙ୍କ ନିକଟକୁ ଫେରି ଆସି ତାଙ୍କୁ ବନ୍ଦୀରେ ସାହାଯ୍ୟ କରିବା ଉଚିତ୍।

### ଏହି ପୁସ୍ତକର ଆଖ୍ୟା କିପରି ଅନୁବାଦ କରାଯିବା ଉଚିତ?

ଅନୁବାଦକଗଣ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମ “ଫିଲୀମୋନ” ବୋଲି ଅନୁବାଦ କରିପାରନ୍ତି ।କିମ୍ବା ସେମାନେ “ଫିଲମୋନଙ୍କୁ ପାଉଲଙ୍କ ପାତ୍ର” କିମ୍ବା “ପାଉଲ ଫିଲିମୋନଙ୍କୁ ଲେଖିଥିବା ପତ୍ର” ବୋଲି ସ୍<E0ACB8>
PHM 1 1 sg4f figs-you 0 General Information:
PHM 1 1 niq3 figs-exclusive Παῦλος, δέσμιος Χριστοῦ Ἰησοῦ, καὶ Τιμόθεος, ὁ ἀδελφὸς; Φιλήμονι 1 Paul, a prisoner of Christ Jesus, and the brother Timothy to Philemon
PHM 1 1 cgs4 δέσμιος Χριστοῦ Ἰησοῦ 1 a prisoner of Christ Jesus ପାଉଲ କାରାଗାରରେ ଥିଲେ କାରଣ
ସେ ଯୀଶୁଙ୍କ ବିଷୟରେ ପ୍ରଚାର କରନ୍ତୁ

ବୋଲି ଅଧିକାରୀମାନେ ଚାହୁଁ ନଥିଲେ

ତାଙ୍କୁ ଅଟକାଇବା ଏବଂ ଦଣ୍ଡ ଦେବା ପାଇଁ ସେମାନେ ତାଙ୍କୁ ସେଠାରେ
ରଖିଥିଲେ

ଏହାର ଅର୍ଥ ନୁହେଁ ଯେ ଯୀଶୁ ପାଉଲଙ୍କୁ କାରାଗାରରେ ରଖିଥିଲେ।
ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ଜଣେ ବନ୍ଦୀ”
PHM 1 1 sv3p ὁ ἀδελφὸς 1 brother ଖ୍ରୀଷ୍ଟିୟା ବିଶ୍ୱାସରେ ଥିବା
ସମସ୍ତ ଲୋକମାନଙ୍କୁ ବୁଝାଇବା  ପାଇଁ ପାଉଲ **ଭାଇ**
ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି

ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସହ ଖ୍ରୀଷ୍ଟିୟାନ ” କିମ୍ବା
“ବିଶ୍ୱାସରେ ଆମ୍ଭମାନଙ୍କର ସାଥୀ” (ଦେଖନ୍ତୁ:
rc://en/ta/man/translate/figs-metaphor)
PHM 1 1 r3l9 figs-exclusive τῷ ἀγαπητῷ ... ἡμῶν 1 our dear friend ଏଠାରେ **ଆମ୍ଭମାନଙ୍କର** ଶବ୍ଦ
ପାଉଲ ଏବଂ ତାଙ୍କ ସହ ଥିବା ଲୋକମାନଙ୍କୁ ବୁଝାଏ

କିନ୍ତୁ ପାଠକମାନଙ୍କୁ ନୁହେଁ

ଦେଖନ୍ତୁ:
[[rc://en/ta/man/translate/figs-exclusive]])
PHM 1 1 ww3l καὶ ... συνεργῷ 1 and fellow worker

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଅଧିକ ନିର୍ଦ୍ଦିଷ୍ଟ
ଭାବରେ ଫିଲୀମୋନ ପାଉଲଙ୍କ ସହ କିପରି ସେବା କଲେ ତାହା ଉଲ୍ଲେଖ କରିପାରିବେ । ବିକଳ୍ପ  ଅନୁବାଦ: “ଯିଏ ଆମ୍ଭମାନଙ୍କ ପରି, ସୁସମାଚାର ପ୍ରଚାର
କରିବାକୁ କାର୍ଯ୍ୟ କରେ” କିମ୍ବା “ଯିଏ ଯୀଶୁଙ୍କ ସେବା କରିବା ପାଇଁ ଆମ୍ଭମାନଙ୍କ ପରି କାର୍ଯ୍ୟ
କରେ”

PHM 1 2 e8su figs-exclusive τῇ ἀδελφῇ ... τῷ συνστρατιώτῃ ἡμῶν 1 our sister ... our fellow soldier ଏଠାରେ **ଆମ୍ଭମାନଙ୍କର** ଶବ୍ଦ
ପାଉଲ ଏବଂ ତାଙ୍କ ସହ ଥିବା ଲୋକମାନଙ୍କୁ ବୁଝାଏ

କିନ୍ତୁ ପାଠକମାନଙ୍କୁ ନୁହେଁ

ଦେଖନ୍ତୁ:
[[rc://en/ta/man/translate/figs-exclusive]])
PHM 1 2 zh5c translate-names Ἀπφίᾳ, τῇ ἀδελφῇ 1 Apphia our sister
PHM 1 2 sq44 translate-names Ἀρχίππῳ 1 Archippus ଏହା ଫିଲୀମୋନ ସହ ମଣ୍ଡଳୀରେ ଥିବା
ଜଣେ ବ୍ୟକ୍ତିଙ୍କ ନାମ ଅଟେ

ଦେଖନ୍ତୁ:
[[rc://en/ta/man/translate/translate-names]])
PHM 1 2 mnn5 figs-metaphor τῷ συνστρατιώτῃ ἡμῶν 1 our fellow soldier ପାଉଲ ଏଠାରେ ଆର୍ଖିପ୍ପ  ବିଷୟରେ କୁହନ୍ତି ଯେପରି ସେ ଏବଂ ଆର୍ଖିପ୍ପ  ଉଭୟ ସୈନ୍ୟବାହିନୀରେ ଥିଲେ

ତାଙ୍କର ଅର୍ଥ

ସୁସମାଚାର ପ୍ରଚାର କରିବା ପାଇଁ ପାଉଲ ନିଜେ କଠିନ ପରିଶ୍ରମ କରୁଥିବା
ପରି ଆର୍ଖିପ୍ପ  କଠିନ ପରିଶ୍ରମ କରନ୍ତି

ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସହ ଆତ୍ମିକ

ଯୋଦ୍ଧା” କିମ୍ବା “ଯିଏ ଆମ୍ଭମାନଙ୍କ ସହ ଆତ୍ମିକ

ଯୁଦ୍ଧ ମଧ୍ୟ କରେ” (ଦେଖନ୍ତୁ:
[[rc://or/ta/man/translate/figs-metaphor]])
PHM 1 3 r4nq χάρις ὑμῖν καὶ εἰρήνη, ἀπὸ Θεοῦ Πατρὸς ἡμῶν καὶ Κυρίου ἡμῶν Ἰησοῦ Χριστοῦ 1 May grace be to you and peace from God our Father and the Lord Jesus Christ ପତ୍ରର  ପ୍ରେରକ ଏବଂ ପ୍ରାପ୍ତକର୍ତ୍ତାଙ୍କୁ ପରିଚିତ କରାଇବା ପରେ

ପାଉଲ ଆଶୀର୍ବାଦ ଉଲ୍ଲେଖ କରନ୍ତି

ଏକ ଗଠନ ବ୍ୟବହାର କରନ୍ତୁ ଯାହାକୁ ଲୋକମାନେ ଆପଣଙ୍କ ଭାଷାରେ ଆଶୀର୍ବାଦ
ଭାବରେ ବୁଝି ପାରିବେ

ବିକଳ୍ପ ଅନୁବାଦ: “ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ
ଅନୁଗ୍ରହ ଓ ଶାନ୍ତି ଦିଅନ୍ତୁ” (ଦେଖନ୍ତୁ:
[[rc://en/ta/man/translate/translate-blessing]])
PHM 1 3 e5z8 figs-inclusive Θεοῦ Πατρὸς ἡμῶν 1 God our Father ଏଠାରେ **ଆମ୍ଭମାନଙ୍କର** ଶବ୍ଦ
ପାଉଲ

ତାଙ୍କ ସହ ଥିବା ଲୋକ ଏବଂ ପାଠକମାନଙ୍କୁ ସୂଚିତ କରେ

ଦେଖନ୍ତୁ:
[[rc://or/ta/man/translate/figs-inclusive]])
PHM 1 3 lh8a guidelines-sonofgodprinciples Πατρὸς ἡμῶν 1 our Father ଏହା ଈଶ୍ଵରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ
ଆଖ୍ୟା ଅଟେ

ଦେଖନ୍ତୁ:
[[rc://or/ta/man/translate/guidelines-sonofgodprinciples]])
PHM 1 4 kh5l figs-inclusive 0 General Information:
PHM 1 6 t54l ἡ κοινωνία τῆς πίστεώς σου 1 the fellowship of your faith ଅନୁବାଦ ହୋଇଥିବା **ସହଭାଗିତା**
ଶବ୍ଦର ଅର୍ଥ କିଛି ଅଂଶୀଦାର କିମ୍ବା ସହଭାଗୀତା ଅଟେ

ପାଉଲ ବୋଧହୁଏ ଉଭୟ ଅର୍ଥରେ ବ୍ୟବହାର କରିଛନ୍ତି

କିନ୍ତୁ ଯଦି ଆପଣଙ୍କୁ  ବାଛିବାକୁ ପଡିବ

ତେବେ ଏହାର ଅର୍ଥ ହୋଇପାରେ: (୧) ଫିଲୀମୋନ ପାଉଲ ଏବଂ ଅନ୍ୟମାନଙ୍କ
ପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି

ବିକଳ୍ପ  ଅନୁବାଦ:
“ଯେଉଁ ବିଶ୍ୱାସ ତୁମ୍ଭେ ଆମ୍ଭମାନଙ୍କ ସହ ରଖିଛ” ()  ଫିଲୀମୋନ ପାଉଲ ଏବଂ ଖ୍ରୀଷ୍ଟଙ୍କ ପାଇଁ କାର୍ଯ୍ୟ କରିବାରେ
ଅନ୍ୟମାନଙ୍କ ସହଭାଗୀ ଅଟେ

ବିକଳ୍ପ ଅନୁବାଦ: “ବିଶ୍ଵାସୀ ଭାବରେ ଆମ୍ଭମାନଙ୍କ ସହ ତୁମ୍ଭର
ଏକତ୍ର କାର୍ଯ୍ୟ କରିବାରେ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
PHM 1 6 pxw1 ἐνεργὴς γένηται ἐν ἐπιγνώσει παντὸς ἀγαθοῦ 1 be effective for the knowledge of everything good ଏହାର ଅର୍ଥ: (୧) “ଏବଂ
ପରିଣାମସ୍ବରୂପ ତୁମ୍ଭେ ପ୍ରତ୍ୟେକ ଉତ୍ତମ ବିଷୟ ଜାଣିବ” () “ଯାହାକୁ ତୁମ୍ଭେ ତୁମ୍ଭର ବିଶ୍ଵାସ
ବିଷୟରେ ପ୍ରକାଶ କର ପ୍ରତ୍ୟେକ ଉତ୍ତମ ବିଷୟ ଜାଣିବ”
ବିକଳ୍ପ ଅନୁବାଦ: “ସମସ୍ତ ବିଷୟ ଉତ୍ତମ ଭାବରେ ଜାଣିବା ଦ୍ୱାରା” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
PHM 1 6 n25e εἰς Χριστόν 1 in Christ ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଅଧିକ ସ୍ପଷ୍ଟ ଭାବରେ ଏହାକୁ ପ୍ରକାଶ କରି ପାରିବେ **ଖ୍ରୀଷ୍ଟଙ୍କ
ପାଇଁ** “ସମସ୍ତ ବିଷୟ ଉତ୍ତମ ଅଟେ”

ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ” କିମ୍ବା “ଖ୍ରୀଷ୍ଟଙ୍କ
ଲାଭ ପାଇଁ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
PHM 1 7 aq4g figs-metonymy τὰ σπλάγχνα τῶν ἁγίων ἀναπέπαυται διὰ σοῦ 1 the hearts of the saints have been refreshed by you ଏଠାରେ

ଅନ୍ତର** ସାଙ୍କେତିକ ଭାବରେ ଜଣେ ବ୍ୟକ୍ତିର ଭାବନା କିମ୍ବା ଆନ୍ତରିକତାକୁ
ସୂଚିତ କରେ

ଏଥିପାଇଁ ଆପଣଙ୍କ ଭାଷାରେ ସାଧାରଣ ରୂପକକୁ ବ୍ୟବହାର କରନ୍ତୁ

ଯେପରିକି “ହୃଦୟ” କିମ୍ବା “ମନ”

କିମ୍ବା ସରଳ ଅର୍ଥ ପ୍ରଦାନ କରନ୍ତୁ

ବିକଳ୍ପ ଅନୁବାଦ: “ସାଧୁମାନଙ୍କ ଭାବନା ଏବଂ ବିଚାର” (ଦେଖନ୍ତୁ:
[[rc://or/ta/man/translate/figs-metonymy]]
PHM 1 7 m5ip σοῦ, ἀδελφέ 1 you, brother ପାଉଲ ଫିଲୀମୋନକୁ **ଭାଇ** ବୋଲି
ଡାକିଲେ କାରଣ ସେମାନେ ଦୁହେଁ ବିଶ୍ଵାସୀ ଥିଲେ

ଏବଂ ସେ ସେମାନଙ୍କର ବନ୍ଧୁତା
ଉପରେ ଗୁରୁତ୍ୱ ଦେବାକୁ ଚାହୁଁଥିଲେ

ବିକଳ୍ପ ଅନୁବାଦ: “ତୁମ୍ଭେ

ପ୍ରିୟ ଭାଇ” କିମ୍ବା “ତୁମ୍ଭେ

ପ୍ରିୟ ବନ୍ଧୁ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
PHM 1 8 ayy1 0 Connecting Statement: ପାଉଲ ତାଙ୍କର ନିବେଦନ ଏବଂ ତାଙ୍କ
ପତ୍ରର  କାରଣ ଆରମ୍ଭ କରନ୍ତି

PHM 1 8 fd84 πολλὴν ἐν Χριστῷ παρρησίαν 1 all the boldness in Christ ଏହାର ଅର୍ଥ ହୋଇପାରେ: (୧) “ଖ୍ରୀଷ୍ଟଙ୍କ
ହେତୁ ସମସ୍ତ ଅଧିକାର” () “ଖ୍ରୀଷ୍ଟଙ୍କ ହେତୁ ସମସ୍ତ ସାହସ

PHM 1 9 l9fh διὰ τὴν ἀγάπην 1 yet because of love ଏହି ପ୍ରେମ କାହା ପାଇଁ ପାଉଲ ତାହା ଉଲ୍ଲେଖ କରନ୍ତି ନାହିଁ । ଯଦି ଆପଣ ଏଠାରେ ଏକ କ୍ରିୟା ବ୍ୟବହାର କରିବା ଆବଶ୍ୟକ କରନ୍ତି ଏବଂ କାହାକୁ କିଏ ପ୍ରେମ କରେ ତାହା ପ୍ରକାଶ କରନ୍ତି, ଏହା ସୂଚାଇପାରେ: (୧) ତାଙ୍କ ଏବଂ ଫିଲୀମୋନ ମଧ୍ୟରେ ପାରସ୍ପରିକ ପ୍ରେମ । UST ଦେଖନ୍ତୁ । () ଫିଲିମୋନଙ୍କ ନିମନ୍ତେ ପାଉଲଙ୍କ ପ୍ରେମ । ବିକଳ୍ପ ଅନୁବାଦ: “କାରଣ ମୁଁ ତୁମ୍ଭକୁ ପ୍ରେମ କରେ” (୩) ଫିଲିମୋନଙ୍କ ଆପଣା ସହକର୍ମୀମାନଙ୍କ ନିମନ୍ତେ ପ୍ରେମ ।

ବିକଳ୍ପ ଅନୁବାଦ: “କାରଣ ମୁଁ ଜାଣେ ଯେ ତୁମ୍ଭେ  ଈଶ୍ଵରଙ୍କ ଲୋକମାନଙ୍କୁ ପ୍ରେମ କର” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
PHM 1 10 lsr6 0 General Information: **
ଅନୀସିମ ** ଜଣେ ବ୍ୟକ୍ତିର ନାମ ଅଟେ

ଦେଖନ୍ତୁ:
[[rc://en/ta/man/translate/translate-names]])
PHM 1 10 m6fw figs-metaphor τοῦ ἐμοῦ τέκνου ... Ὀνήσιμον 1 my child Onesimus
PHM 1 10 dj9h translate-names Ὀνήσιμον 1 Onesimus
PHM 1 10 mui3 figs-metaphor ὃν ἐγέννησα ἐν τοῖς δεσμοῖς 1 whom I have fathered in my chains ଏଠାରେ

ପିତା** ଏକ ରୂପକ ଅଟେ ଯାହାର ଅର୍ଥ ପାଉଲ ତାଙ୍କୁ ଖ୍ରୀଷ୍ଟଙ୍କ
ବିଷୟରେ ଶିଖାଇବା ପରେ ଅନୀସିମ ଜଣେ ବିଶ୍ଵାସୀ ହୋଇଥିଲେ

ବିକଳ୍ପ ଅନୁବାଦ: “ଯିଏ ନୂତନ ଜୀବନ ଗ୍ରହଣ କଲା ଏବଂ ଯେତେବେଳେ

ମୁଁ ତାଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେଲି ସେ ମୋର ଆତ୍ମିକ

ପୁତ୍ର ହେଲା” କିମ୍ବା “ଯିଏ ମୋ ପାଇଁ ଆତ୍ମିକ

ପୁତ୍ର ହେଲା” (ଦେଖନ୍ତୁ:
[[rc://or/ta/man/translate/figs-metaphor]])
PHM 1 10 nx1p figs-metonymy ἐν τοῖς δεσμοῖς 1 in my chains ବନ୍ଦୀମାନେ ପ୍ରାୟତ **ଶିକୁଳି**ରେ
ବନ୍ଧା ଯାଉଥିଲେ

ଯେତେବେଳେ ପାଉଲ ଅନୀସିମକୁ ଶିକ୍ଷା ଦେଇଥିଲେ ଏବଂ ଏହି
ପତ୍ରକୁ ଲେଖିଥିଲେ ସେତେବେଳେ ସେ କାରାଗାରରେ ଥିଲେ

ବିକଳ୍ପ ଅନୁବାଦ: “ଏଠାରେ କାରାଗାରରେ” (ଦେଖନ୍ତୁ:
[[rc://or/ta/man/translate/figs-metonymy]])
PHM 1 12 t1kp ὃν ἀνέπεμψά σοι 1 I have sent him back to you ପାଉଲ ବୋଧହୁଏ ଅନ୍ୟ ଜଣେ ବିଶ୍ଵାସୀଙ୍କ
ସହ ଅନୀସିମକୁ ପଠାଉଥିଲେ ଯିଏ ଏହି ପତ୍ରକୁ ନେଇଥିଲେ

PHM 1 12 h9qv figs-metonymy τοῦτ’ ἔστιν τὰ ἐμὰ σπλάγχνα 1 who is my very heart
PHM 1 13 t4xl ἵνα ὑπὲρ σοῦ μοι διακονῇ 1 so he could serve me for you ପାଉଲ ଜାଣିଥିଲେ ଯେ ଫିଲୀମୋନ
ତାଙ୍କୁ ସାହାଯ୍ୟ କରିବାକୁ ଚାହାଁନ୍ତି

ଏବଂ ତେଣୁ ସେ ପରାମର୍ଶ ଦିଅନ୍ତି
ଯେ ପାଉଲଙ୍କୁ କାରାଗାରରେ ସେବା କରିବାକୁ ସେ ଅନିସିମକୁ ଅନୁମତି ଦିଅନ୍ତୁ

ବିକଳ୍ପ  ଅନୁବାଦ:
“ଯାହାଫଳରେ

ତୁମ୍ଭେ  ଏଠାକୁ
ଆସି ପାରିବ ନାହିଁ

ସେ ମୋତେ ସାହାଯ୍ୟ କରିପାରେ” କିମ୍ବା “ଯାହାଫଳରେ ସେ ତୁମ୍ଭ ସ୍ଥାନରେ
ମୋତେ ସାହାଯ୍ୟ କରିପାରେ”
PHM 1 13 bb3t figs-metonymy ἐν τοῖς δεσμοῖς 1 while I am in chains ବନ୍ଦୀମାନେ ପ୍ରାୟତ ** ଶିକୁଳିରେ**
ବନ୍ଧା ଯାଉଥିଲେ

ଯେତେବେଳେ ପାଉଲ ଅନୀସିମଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ କହିଥିଲେ ଏବଂ
ଏହି ପତ୍ର ଲେକିଥିଲେ ସେତେବେଳେ ସେ କାରାଗାରରେ ଥିଲେ

ଦେଖନ୍ତୁ:
[[rc://or/ta/man/translate/figs-metonymy]])
PHM 1 13 iwa8 figs-explicit τοῦ εὐαγγελίου 1 for the sake of the gospel
PHM 1 14 g9wp figs-doublenegatives χωρὶς δὲ τῆς σῆς γνώμης, οὐδὲν ἠθέλησα ποιῆσαι 1 But I did not want to do anything without your consent
PHM 1 14 jxi7 ἵνα μὴ ὡς κατὰ ἀνάγκην τὸ ἀγαθόν σου ᾖ, ἀλλὰ κατὰ ἑκούσιον 1 I did not want your good deed to be from necessity but from good will
PHM 1 14 ngg8 ἀλλὰ κατὰ ἑκούσιον 1 but from good will ଯଦି ଏହା ଆପଣଙ୍କ  ଭାଷାରେ ଅଧିକ ସ୍ପଷ୍ଟ ହୁଏ

ଆପଣ  ଏକ କ୍ରିୟା
ସହ ଗୁଣବାଚକ ବିଶେଷ୍ୟ **ବାଧ୍ୟ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ

ବିକଳ୍ପ  ଅନୁବାଦ:
“କାରଣ ମୁଁ ଚାହୁଁ ନଥିଲି ଯେ ତୁମ୍ଭେ ଏହି ଉତ୍ତମ କାର୍ଯ୍ୟ କର କାରଣ ମୁଁ ତୁମ୍ଭକୁ ଏହା କରିବାକୁ
ଆଦେଶ ଦେଇଥିଲି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
PHM 1 15 q1dr figs-activepassive τάχα γὰρ διὰ τοῦτο, ἐχωρίσθη πρὸς ὥραν, ἵνα 1 Perhaps for this he was separated from you for a time, so that
PHM 1 15 fp5v πρὸς ὥραν 1 for a time
PHM 1 16 l3e4 ὑπὲρ δοῦλον 1 better than a slave ବିକଳ୍ପ ଅନୁବାଦ: “ଦାସଠାରୁ ଅଧିକ
ମୂଲ୍ୟବାନ” କିମ୍ବା “ଦାସଠାରୁ ଅଧିକ ପ୍ରିୟ”
PHM 1 16 f8tz ἀδελφὸν ἀγαπητόν 1 a beloved brother ଏଠାରେ

ଭାଇ** ଜଣେ ସହ ବିଶ୍ଵାସୀଙ୍କ ନିମନ୍ତେ ଏକ ରୂପକ ଅଟେ

ବିକଳ୍ପ ଅନୁବାଦ

ଆତ୍ମିକ  ଭାଇ” କିମ୍ବା
“ଖ୍ରୀଷ୍ଟଙ୍କଠାରେ ଭାଇ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
PHM 1 16 f38v πόσῳ δὲ μᾶλλον σοὶ 1 much more so to you
PHM 1 16 yub9 figs-metaphor καὶ ἐν σαρκὶ 1 in both the flesh
PHM 1 16 scj1 ἐν Κυρίῳ 1 in the Lord ବିକଳ୍ପ ଅନୁବାଦ: “ଯୀଶୁଙ୍କ ମାଧ୍ୟମରେ
ଭାଇଚାରାର ସହଭାଗୀତା” କିମ୍ବା “ପ୍ରଭୁଙ୍କଠାରେ ବିଶ୍ଵାସୀମାନଙ୍କ ସହଭାଗୀତାରେ”
PHM 1 17 e1j2 εἰ ... με ἔχεις κοινωνόν 1 if you have me as a partner ପାଉଲ ଏପରି ଭାବରେ ଲେଖୁଛନ୍ତି
ଯାହା ମନେହୁଏ ଯେପରି ଫିଲୀମୋନ ପାଉଲଙ୍କୁ ତାଙ୍କ ସହଭାଗୀ ବୋଲି ଭାବନ୍ତି ନାହିଁ

କିନ୍ତୁ ସେ ଜାଣନ୍ତି ଯେ ଫିଲୀମୋନ ପାଉଲଙ୍କୁ ତାଙ୍କର ସହଭାଗୀ
ବୋଲି ଭାବିବେ

ଫିଲିମୋନଙ୍କୁ ଗୋଟିଏ ବିଷୟରେ ସହମତ ହେବାକୁ ଏହା ଏକ ଉପାୟ (ଯେ
ପାଉଲ ଜଣେ ସାଥୀ) ଯାହା ଦ୍ଵାରା  ସେ ଅନ୍ୟ ବିଷୟରେ
(ଅନିସିମକୁ ଗ୍ରହଣ କରିବାକୁ) ରାଜି ହେବେ

ଯଦି ଆପଣଙ୍କ ଭାଷା କୌଣସି ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ତାହା ଅନିଶ୍ଚିତତା
ଦର୍ଶାଏ ନାହିଁ

ଏବଂ ଯଦି ଆପଣଙ୍କ ପାଠକମାନେ ଭୁଲ ବୁଝିପାରନ୍ତି ଏବଂ ଭାବନ୍ତି
ଯେ ପାଉଲ ଯାହା କହୁଛନ୍ତି ତାହା ନିଶ୍ଚିତ ନୁହେଁ

ତେବେ ଆପଣ  ତାଙ୍କ
ବାକ୍ୟକୁ ଏକ ଦୃଢ଼ ବିବୃତ୍ତି ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭେ ମୋତେ ସହଭାଗୀ ବୋଲି ମନେ
କର” (ଦେଖନ୍ତୁ:
[[rc://en/ta/man/translate/grammar-connect-condition-fact]])
PHM 1 18 u5m1 τοῦτο ἐμοὶ ἐλλόγα 1 charge that to me
PHM 1 19 wb53 ἐγὼ Παῦλος ἔγραψα τῇ ἐμῇ χειρί 1 I, Paul, write this with my own hand ପାଉଲ ଏହି ବାକ୍ୟକୁ **ନିଜ ହସ୍ତରେ**
ଲେଖିଥିଲେ ଯାହାଫଳରେ ଫିଲିମୋନ ଜାଣିବେ ଯେ ଏହି ବାକ୍ୟଗୁଡ଼ିକ ପ୍ରକୃତରେ ପାଉଲଙ୍କଠାରୁ ଆସିଛି ଏବଂ
ପାଉଲ ତାଙ୍କୁ ପ୍ରକୃତରେ ପରିଶୋଧ କରିବେ

ସେ ଏଠାରେ ଅତୀତ କାଳକୁ ବ୍ୟବହାର କରିଥିଲେ କାରଣ ଫିଲୀମୋନ ପତ୍ରକୁ
ପାଠ କରିବାବେଳେ ଲେଖିବାର କାର୍ଯ୍ୟ ଅତୀତ କାଳରେ ଉଲ୍ଲେଖ ଥିବ

ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ କାଳକୁ ବ୍ୟବହାର କରନ୍ତୁ

ବିକଳ୍ପ ଅନୁବାଦ: “ମୁଁ

ପାଉଲ

ଏହା ସ୍ଵହସ୍ତରେ ଲେଖିଲି

PHM 1 19 gn6c figs-irony ἵνα μὴ λέγω σοι 1 not to mention ପାଉଲ କହିଛନ୍ତି ଯେ ସେ ଏହା କହିବା
ସମୟରେ ଫିଲିମୋନଙ୍କୁ କିଛି କହିବେ ନାହିଁ

ପାଉଲ ଯାହା କହୁଛନ୍ତି ତାହାର ସତ୍ୟକୁ ଗୁରୁତ୍ୱ ଦେବା ପାଇଁ ଏହା
ଏକ ନମ୍ର ଉପାୟ ଅଟେ

ଯଦି ଆପଣଙ୍କ  ଭାଷା
ଏହିପରି ଉପମା ବ୍ୟବହାର କରେ ନାହିଁ

ତେବେ ଏକ ଅଧିକ ସ୍ୱାଭାବିକ ଅଭିବ୍ୟକ୍ତି
ବ୍ୟବହାର କରନ୍ତୁ

ବିକଳ୍ପ  ଅନୁବାଦ:

“ମୁଁ ତୁମ୍ଭକୁ ସ୍ମରଣ କରାଇବାର ଆବଶ୍ୟକତା ନାହିଁ” କିମ୍ବା “ତୁମ୍ଭେ ପୂର୍ବରୁ ଜାଣିଛ” (ଦେଖନ୍ତୁ:
[[rc://or/ta/man/translate/figs-irony]])
PHM 1 19 st7e figs-explicit σεαυτόν μοι προσοφείλεις 1 you owe me your own self ପାଉଲ ସୂଚାଇ ଦେଉଥିଲେ ଯେ ଅନିସିମ
କିମ୍ବା ପାଉଲ ଫିଲିମୋନଙ୍କ ନିକଟରେ ଯାହା ଋଣ କରିଥିଲେ

ତାହା ଫିଲିମୋନଙ୍କ ପାଉଲଙ୍କଠାରୁ ଅଧିକ ପରିମାଣରେ ବାତିଲ ହୋଇଯାଇଥିଲା

ଯାହା ଫିଲିମୋନଙ୍କ ନିଜ ଜୀବନ ଥିଲା

ଫିଲୀମୋନ ପାଉଲଙ୍କୁ ତାଙ୍କ ଜୀବନର ଋଣ କରିବାର କାରଣ ସ୍ପଷ୍ଟ କରାଯାଇପାରେ

ବିକଳ୍ପ  ଅନୁବାଦ: “ତୁମ୍ଭେ  ମୋତେ ତୁମ୍ଭର  ନିଜ ଜୀବନର ଋଣୀ ଅଟ” କିମ୍ବା “ତୁମ୍ଭେ ମୋହର ଅଧିକ ଋଣୀ
ହୋଇଅଛ କାରଣ ମୁଁ ତୁମ୍ଭର  ଜୀବନକୁ ଉଦ୍ଧାର କଲି”
କିମ୍ବା “ତୁମ୍ଭେ  ମୋତେ ତୁମ୍ଭର  ଜୀବନର ଋଣୀ ଅଟ କାରଣ ମୁଁ ତୁମ୍ଭକୁ ଯୀଶୁଙ୍କ ବିଷୟରେ ଜଣାଈଥିଲି”

(ଦେଖନ୍ତୁ:
[[rc://or/ta/man/translate/figs-explicit]])
PHM 1 20 j8lh figs-metaphor ἀνάπαυσόν μου τὰ σπλάγχνα ἐν Χριστῷ 1 refresh my heart in Christ ଏଠାରେ **ସତେଜ** ଆରାମ କିମ୍ବା
ଉତ୍ସାହ ପାଇଁ ଏକ ରୂପକ ଅଟେ

ବିକଳ୍ପ ଅନୁବାଦ: “ମୋତେ ଉତ୍ସାହିତ କର” କିମ୍ବା “ମୋତେ ସାନ୍ତ୍ୱନା

ଦିଅ” (ଦେଖନ୍ତୁ:
[[rc://or/ta/man/translate/figs-metaphor]]
PHM 1 21 am1e figs-you 0 General Information:
PHM 1 21 xpn6 0 Connecting Statement:
PHM 1 21 g6fx πεποιθὼς τῇ ὑπακοῇ σου 1 Confident about your obedience
PHM 1 22 bx62 ἅμα 1 At the same time ଅନୁବାଦ ହୋଇଥିବା **ଏକ ସମୟରେ**
ବାକ୍ୟାଂଶ ସୂଚିତ କରେ ଯେ ଫିଲୀମୋନ ପାଉଲଙ୍କ ପାଇଁ ଅନ୍ୟ କିଛି କରନ୍ତୁ ଯେବେ ସେ ପ୍ରଥମ କାର୍ଯ୍ୟ
କରନ୍ତି

ଏକ ଉପଯୁକ୍ତ ସଂଯୋଗ ଶବ୍ଦ ବା ବାକ୍ୟାଂଶ ସହ ଆପଣ ଆପଣଙ୍କ ଅନୁବାଦରେ
ଏହାକୁ ସ୍ପଷ୍ଟ କରି ପାରିବେ

ବିକଳ୍ପ  ଅନୁବାଦ:
“ତାହା କରିବାବେଳେ” କିମ୍ବା “ଏହା ସହ” (ଦେଖନ୍ତୁ:
[[rc://en/ta/man/translate/grammar-connect-time-simultaneous]])
PHM 1 22 akw1 καὶ ἑτοίμαζέ μοι ξενίαν 1 prepare a guest room for me
PHM 1 22 ctr4 χαρισθήσομαι ὑμῖν 1 I will be given back to you ବିକଳ୍ପ ଅନୁବାଦ: “ଯେଉଁମାନେ
ମୋତେ କାରାଗାରରେ ରଖୁଛନ୍ତି

ସେମାନେ ମୋତେ ମୁକ୍ତ କରିବେ ଯାହା
ଦ୍ଵାରା ମୁଁ ତୁମ୍ଭ ନିକଟକୁ  ଯିବି।”
PHM 1 23 x2d8 translate-names Ἐπαφρᾶς 1 Epaphras **
ଏପାଫ୍ରା** ଜଣେ ବ୍ୟକ୍ତିଙ୍କ ନାମ ଥିଲା ଯିଏ ପାଉଲଙ୍କ ସହ ବିଶ୍ଵାସୀ
ଏବଂ ବନ୍ଦୀ ଥିଲେ

ଦେଖନ୍ତୁ:
[[rc://or/ta/man/translate/translate-names]])
PHM 1 23 khx1 ὁ συναιχμάλωτός μου ἐν Χριστῷ Ἰησοῦ 1 my fellow prisoner in Christ Jesus
PHM 1 24 si6p Μᾶρκος, Ἀρίσταρχος, Δημᾶς, Λουκᾶς, οἱ συνεργοί μου 1 So do Mark, Aristarchus, Demas, and Luke, my fellow workers
PHM 1 24 i5gc translate-names Μᾶρκος, Ἀρίσταρχος, Δημᾶς, Λουκᾶς 1 Mark ... Aristarchus ... Demas ... Luke ଏଗୁଡ଼ିକ ପୁରୁଷମାନଙ୍କର ନାମ
ଅଟେ

ଦେଖନ୍ତୁ:
[[rc://or/ta/man/translate/translate-names]])
PHM 1 24 gf6e οἱ συνεργοί μου 1 my fellow workers ବିକଳ୍ପ ଅନୁବାଦ: “ଯେଉଁମାନେ
ମୋ ସହ କାମ କରନ୍ତି” କିମ୍ବା “ଯେ ସମସ୍ତେ ମୋ ସହ କାମ କରନ୍ତି

PHM 1 25 gq7p figs-you ἡ χάρις τοῦ Κυρίου ἡμῶν, Ἰησοῦ Χριστοῦ, μετὰ τοῦ πνεύματος ὑμῶν 1 May the grace of our Lord Jesus Christ be with your spirit
PHM 1 1 ne8k figs-123person Παῦλος 1 ଆପଣଙ୍କ ଭାଷାର ଏକ ପତ୍ରର  ଲେଖକଙ୍କୁ ପରିଚିତ କରିବାର ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ

ଏହାକୁ ଏଠାରେ ବ୍ୟବହାର କରନ୍ତୁ

ବିକଳ୍ପ ଅନୁବାଦ: “ମୋ ଠାରୁ

ପାଉଲ” କିମ୍ବା “ମୁଁ

ପାଉଲ” (ଦେଖନ୍ତୁ:
rc://en/ta/man/translate/figs-123person)
PHM 1 1 y9zu figs-exclusive ὁ ἀδελφὸς 1 ଏଠାରେ

ଆମ୍ଭମାନଙ୍କର** ଶବ୍ଦଟି ମୂଳ ପାଣ୍ଡୁଲିପିରେ ନାହିଁ

କିନ୍ତୁ ଇଂରାଜୀ  ଭାଷା ପାଇଁ ଆବଶ୍ୟକ ଥିଲା

ଏକ ସମ୍ପର୍କ ଶବ୍ଦକୁ ସୂଚାଇଥାଏ

ଏହି ପରିପ୍ରେକ୍ଷୀରେ

ଆମ୍ଭମାନଙ୍କର** ତୀମଥିଙ୍କୁ ପାଉଲ ଏବଂ ପାଠକମାନଙ୍କୁ ଖ୍ରୀଷ୍ଟଙ୍କ
ଭାଇ ଭାବରେ ପରିଚିତ କରାଏ

ଯଦି ଆପଣଙ୍କର ଭାଷା ଏହା ଆବଶ୍ୟକ କରେ

ଆପଣ ମଧ୍ୟ ତାହା କରିପାରିବେ

ଯଦି ନୁହେଁ

ଆପଣ ମୂଳ ଶବ୍ଦକୁ ଅନୁସରଣ କରିପାରିବେ

ଯାହା

ଭାଇ” ଉଲ୍ଲେଖ କରେ

ଦେଖନ୍ତୁ:
[[rc://en/ta/man/translate/figs-exclusive]])
PHM 1 1 gvmy translate-names Φιλήμονι 1 ଏହା ଜଣେ ବ୍ୟକ୍ତିର ନାମ ଅଟେ

ଦେଖନ୍ତୁ:
[[rc://en/ta/man/translate/translate-names]])
PHM 1 1 q84z figs-explicit Φιλήμονι 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ୱାଭାବିକ ହେବ

ତେବେ ଏହି ପତ୍ରରେ ପାଉଲ ସିଧାସଳଖ ପାଉଲ ଫିଲୀମୋନଙ୍କ ସହ କଥା
ହେଉଛନ୍ତି ବୋଲି ଆପଣ
UST
ପରି ସୂଚନା ଅନ୍ତର୍ଭୂକ୍ତ କରିପାରିବେ

ଦେଖନ୍ତୁ:
[[rc://en/ta/man/translate/figs-explicit]])
PHM 1 2 b37l translate-names Ἀπφίᾳ 1 ଏହା ଜଣେ ସ୍ତ୍ରୀଲୋକଙ୍କ ନାମ ଅଟେ । (ଦେଖନ୍ତୁ:
[[rc://en/ta/man/translate/translate-names]])
PHM 1 2 bb1s figs-exclusive τῇ ἀδελφῇ 1 ଏଠାରେ

ଆମ୍ଭମାନଙ୍କର** ଶବ୍ଦଟି ମୂଳ ଭାଷାରେ ନାହିଁ

କିନ୍ତୁ ଇଂରାଜୀ ପାଇଁ ଆବଶ୍ୟକ ଥିଲା

ଯାହା ଜଣେ ବ୍ୟକ୍ତି କାହା ସହ ଜଡିତ ତାହା ସୂଚାଇଥାଏ

ଏହି ପରିପ୍ରେକ୍ଷୀରେ

ଆମ୍ଭମାନଙ୍କର** ଆପ୍ପିୟାଙ୍କୁ ପାଉଲ ଏବଂ ପାଠକମାନଙ୍କ ସହ ଖ୍ରୀଷ୍ଟଙ୍କ
ଭଉଣୀ ଭାବରେ ସମ୍ବନ୍ଧିତ କରାଏ

ଯଦି ଆପଣଙ୍କର ଭାଷା ଏହା ଆବଶ୍ୟକ କରେ

ଆପଣ ମଧ୍ୟ ତାହା କରିପାରିବେ

ଯଦି ନୁହେଁ

ଆପଣ ମୂଳ ଭାଷା ପରି କରିପାରିବେ

ଯାହାକି “ଭଉଣୀ” ବୋଲି ଉଲ୍ଲେଖ କରେ

ଦେଖନ୍ତୁ:
[[rc://en/ta/man/translate/figs-exclusive]])
PHM 1 2 hhpc figs-metaphor τῇ ἀδελφῇ 1 ଜଣେ ଖ୍ରୀଷ୍ଟିୟ ମହିଳାଙ୍କୁ ବୁଝାଇବାକୁ
ପାଉଲ ସାଙ୍କେତିକ ଭାବରେ **ଭଉଣୀ** ଶବ୍ଦ ବ୍ୟବହାର କରନ୍ତି

ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସହ ଖ୍ରୀଷ୍ଟିୟାନ ” କିମ୍ବା
“ଆମ୍ଭମାନଙ୍କର ଆତ୍ମିକ  ଭଉଣୀ” (ଦେଖନ୍ତୁ:
rc://en/ta/man/translate/figs-metaphor)
PHM 1 2 kyzo Ἀπφίᾳ…Ἀρχίππῳ…τῇ…ἐκκλησίᾳ 1 ଏହି ପତ୍ରରେ ମୁଖ୍ୟତଃ

ଫିଲୀମୋନଙ୍କୁ ସମ୍ବୋଧିତ କରାଯାଇଛି

ପାଉଲ ଫିଲୀମୋନଙ୍କୁ ଲେଖୁଥିବା ସମାନ ସ୍ତରରେ ପାଉଲଙ୍କୁ **ଆପ୍ପିୟା**

ଆର୍ଖିପ୍ପ**

ଏବଂ **ମଣ୍ଡଳୀ ** କୁ ଲେଖିବାକୁ
ପରାମର୍ଶ ଦେବା ବିଭ୍ରାନ୍ତିକର ହୋଇପାରେ

PHM 1 2 uof9 καὶ τῇ κατ’ οἶκόν σου ἐκκλησίᾳ 1 ଆପ୍ପିୟା ଏବଂ ଆର୍ଖିପ୍ପ  ବୋଧହୁଏ ମଣ୍ଡଳୀର ସଦସ୍ୟ ଥିଲେ ଯିଏ  ଫିଲୀମୋନ ଘରେ ସାକ୍ଷାତ ହୋଇଥିଲା

ଯଦି ସେମାନଙ୍କୁ ପୃଥକ ଭାବରେ ଉଲ୍ଲେଖ କରିବା ସେମାନେ ମଣ୍ଡଳୀର
ଅଂଶ ନୁହଁନ୍ତି ବୋଲି ଅର୍ଥ ପ୍ରକାଶ କରେ

ତେବେ ଆପଣ “ଅନ୍ୟ” ପରି ଏକ ଶବ୍ଦ
ଅନ୍ତର୍ଭୁକ୍ତ କରିପାରିବେ

ବିକଳ୍ପ ଅନୁବାଦ: “ତୁମ୍ଭ ଗୃହ ମଣ୍ଡଳୀର ଅନ୍ୟ ସଦସ୍ୟମାନଙ୍କୁ”
PHM 1 3 iv7e figs-abstractnouns χάρις ὑμῖν καὶ εἰρήνη, ἀπὸ Θεοῦ Πατρὸς ἡμῶν καὶ Κυρίου ἡμῶν Ἰησοῦ Χριστοῦ. 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ “ଦୟାଳୁ” ଏବଂ “ଶାନ୍ତିପୂର୍ଣ୍ଣ” ଭଳି ବିଶେଷଣ ସହ ଗୁଣବାଚକ
ବିଶେଷ୍ୟ **ଅନୁଗ୍ରହ** ଏବଂ **ଶାନ୍ତି** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ

ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ପିତା ଈଶ୍ଵର  ଏବଂ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭ ପ୍ରତି
ଦୟାଳୁ ହୁଅନ୍ତୁ ଏବଂ ତୁମ୍ଭକୁ ଶାନ୍ତି ପ୍ରଦାନ କରନ୍ତୁ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
PHM 1 3 qglx figs-yousingular ὑμῖν 1 ଏଠାରେ **ତୁମ୍ଭେ** ବହୁବଚନ ଅଟେ

୧- ପଦରେ ନାମ ଉଲ୍ଲେଖ ଥିବା ସମସ୍ତ ପ୍ରାପ୍ତକର୍ତ୍ତାମାନଙ୍କୁ
ବୁଝାଏ

ଦେଖନ୍ତୁ:
[[rc://en/ta/man/translate/figs-yousingular]])
PHM 1 4 puh8 figs-yousingular σου 1 ଏଠାରେ

ଶବ୍ଦ **ତୁମ୍ଭେମାନେ** ଏକକ ଅଟେ ଏବଂ ଫିଲୀମୋନକୁ ବୁଝାଏ

ଦେଖନ୍ତୁ:
[[rc://en/ta/man/translate/figs-yousingular]])
PHM 1 5 l3i2 figs-abstractnouns ἀκούων σου τὴν ἀγάπην καὶ τὴν πίστιν, ἣν ἔχεις πρὸς τὸν Κύριον Ἰησοῦν, καὶ εἰς πάντας τοὺς ἁγίους 1 figs-abstractnouns ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଏହା ବଦଳରେ କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ପ୍ରେମ**
ଏବଂ **ବିଶ୍ୱାସ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ

ବିକଳ୍ପ  ଅନୁବାଦ:
“ପ୍ରଭୁ ଯୀଶୁ ଏବଂ ସମସ୍ତ ସାଧୁମାନଙ୍କୁ ତୁମ୍ଭେମାନେ କେତେ ପ୍ରେମ କର ଏବଂ ବିଶ୍ଵାସ  କରୁଅଛ ଶୁଣି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
PHM 1 5 ojcu writing-poetry ἀκούων σου τὴν ἀγάπην καὶ τὴν πίστιν, ἣν ἔχεις πρὸς τὸν Κύριον Ἰησοῦν, καὶ εἰς πάντας τοὺς ἁγίους 1 writing-poetry ପାଉଲ ଏଠାରେ ଏକ କବିତା ପରି ସଂରଚନା
ବ୍ୟବହାର କରୁଛନ୍ତି ଯେଉଁଥିରେ ପ୍ରଥମ ଏବଂ ଶେଷ ଅଂଶଗୁଡ଼ିକ ସମ୍ବନ୍ଧିତ ଏବଂ ଦ୍ୱିତୀୟ ଏବଂ ତୃତୀୟ
ଅଂଶଗୁଡ଼ିକ ସମ୍ବନ୍ଧିତ ଅଟେ

ତେଣୁ

ଏହାର ଅର୍ଥ: “ପ୍ରଭୁ ଯୀଶୁଙ୍କଠାରେ
ଥିବା ବିଶ୍ଵାସ ଏବଂ ସମସ୍ତ ସାଧୁମାନଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟରେ ଶୁଣି

ପାଉଲ ସଠିକ ଭାବରେ କଲସୀୟ ୧:୪

ରେ କହିଥିଲେ

ଦେଖନ୍ତୁ:
[[rc://en/ta/man/translate/writing-poetry]])
PHM 1 5 pf1y figs-yousingular σου…ἔχεις 1 ଏଠାରେ

ତୁମ୍ଭର** ଏବଂ **ତୁମ୍ଭେ** ଶବ୍ଦଗୁଡ଼ିକ ଏକକ ଅଟେ ଏବଂ ଫିଲୀମୋନକୁ
ବୁଝାଏ

ଦେଖନ୍ତୁ:
[[rc://en/ta/man/translate/figs-yousingular]])
PHM 1 6 mfrp figs-explicit ὅπως 1 ଏଠାରେ

ଯାହା** ପ୍ରାର୍ଥନାର ବିଷୟବସ୍ତୁକୁ ଉପସ୍ଥାପନ କରେ ଯାହା ପାଉଲ
ପଦ ୪ ରେ ଉଲ୍ଲେଖ କରିଛନ୍ତି

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏଠାରେ ପ୍ରାର୍ଥନାର ଧାରଣାକୁ ପୁନରାବୃତ୍ତି କରିପାରିବେ

ବିକଳ୍ପ ଅନୁବାଦ: “ମୁଁ ପ୍ରାର୍ଥନା
କରେ ଯେ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
PHM 1 6 hcwp figs-abstractnouns ἡ κοινωνία τῆς πίστεώς σου, ἐνεργὴς γένηται ἐν ἐπιγνώσει παντὸς ἀγαθοῦ τοῦ ἐν ἡμῖν εἰς Χριστόν. 1 ଯଦି ଏହା ଆପଣଙ୍କ  ଭାଷାରେ ଅଧିକ ସ୍ପଷ୍ଟ ହୁଏ

ତେବେ ଆପଣ  “ବିଶ୍ୱାସ”
କିମ୍ବା “ଭରସା” ଭଳି କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ବିଶ୍ୱାସ** ପଛରେ ଥିବା ଧାରଣାକୁ ପ୍ରକାଶ
କରିପାରିବେ ଏବଂ ଗୁଣବାଚକ ବିଶେଷ୍ୟ **ଜ୍ଞାନ** ପରି ଏକ କ୍ରିୟା ସହ

ଜାଣ” କିମ୍ବା “ଶିଖ” କୁ ବ୍ୟବହାର କରି ପାରିବେ

ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭେ ଆମ୍ଭମାନଙ୍କ ସହ ଖ୍ରୀଷ୍ଟଙ୍କ
ଉପରେ ବିଶ୍ଵାସ କରୁଅଛ

ତୁମ୍ଭେ  ଖ୍ରୀଷ୍ଟଙ୍କ
ସେବା କରିବାରେ ଅଧିକ ଉନ୍ନତ ହୋଇପାରିବ

ଯେହେତୁ ତୁମ୍ଭେ  ତାଙ୍କ ପାଇଁ ବ୍ୟବହାର କରିବାକୁ ଦେଇଥିବା ସମସ୍ତ ଉତ୍ତମ
ବିଷୟ ବିଷୟରେ ତୁମ୍ଭେ  ଜାଣିଅଛ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
PHM 1 7 vyc7 figs-abstractnouns χαρὰν γὰρ πολλὴν ἔσχον καὶ παράκλησιν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଅଧିକ ସ୍ପଷ୍ଟ ଭାବରେ ଏହାକୁ ପ୍ରକାଶ କରି ପାରିବେ **ଖ୍ରୀଷ୍ଟଙ୍କ
ପାଇଁ** “ସମସ୍ତ ବିଷୟ ଉତ୍ତମ ଅଟେ”

ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ” କିମ୍ବା “ଖ୍ରୀଷ୍ଟଙ୍କ
ଲାଭ ପାଇଁ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
PHM 1 7 xlp6 figs-abstractnouns ἐπὶ τῇ ἀγάπῃ σου 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଏକ କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ପ୍ରେମ** ପଛରେ
ଥିବା ଧାରଣାକୁ ପ୍ରକାଶ କରିପାରିବେ

ବିକଳ୍ପ ଅନୁବାଦ: “କାରଣ ତୁମ୍ଭେ ଲୋକମାନଙ୍କୁ ପ୍ରେମ କର” (ଦେଖନ୍ତୁ:

[[rc://en/ta/man/translate/figs-abstractnouns]])
PHM 1 7 shpv figs-activepassive τὰ σπλάγχνα τῶν ἁγίων ἀναπέπαυται διὰ σοῦ 1 the inward parts of the saints are being refreshed by you ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ
କରା ଯାଇପାରେ

ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସାଧୁମାନଙ୍କ ଅନ୍ତରକୁ ସତେଜ କରିଅଛ”
(ଦେଖନ୍ତୁ:
[[rc://en/ta/man/translate/figs-activepassive]])
PHM 1 7 z0ne figs-metaphor τὰ σπλάγχνα τῶν ἁγίων ἀναπέπαυται διὰ σοῦ 1 ଏଠାରେ

ସତେଜ କରିବା** ସାଙ୍କେତିକ ଭାବରେ ଉତ୍ସାହ କିମ୍ବା ଆରାମର ଅନୁଭବକୁ
ବୁଝାଏ

ବିକଳ୍ପ ଅନୁବାଦ: “ତୁମ୍ଭେ  ସାଧୁମାନଙ୍କୁ ଉତ୍ସାହିତ କରିଅଛ” କିମ୍ବା “ତୁମ୍ଭେ  ବିଶ୍ୱାସୀମାନଙ୍କୁ ସାହାଯ୍ୟ କରିଅଛ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
PHM 1 8 x3nc grammar-connect-logic-result διό 1 ଏଠାରେ **ତେଣୁ** ଶବ୍ଦ ପାଉଲ
ଯାହା ୪

୭ ପଦରେ କହିଛନ୍ତି ତାହା ସେ କହିବାକୁ ଯାଉଛନ୍ତି ବୋଲି ବୁଝାଏ

ଏକ ସଂଯୋଗକାରୀ ଶବ୍ଦ କିମ୍ବା
ଅନ୍ୟ ଏକ ଉପାୟ ବ୍ୟବହାର କରନ୍ତୁ ଯାହାକି ଏହି ସମ୍ପର୍କକୁ ବୁଝାଇବାକୁ ଆପଣଙ୍କ ଭାଷା ବ୍ୟବହାର କରେ

ବିକଳ୍ପ ଅନୁବାଦ: “ଏହି କାରଣରୁ”
(ଦେଖନ୍ତୁ:
[[rc://en/ta/man/translate/grammar-connect-logic-result]])
PHM 1 9 sb31 δέσμιος Χριστοῦ Ἰησοῦ 1 ପାଉଲ କାରାଗାରରେ ଥିଲେ କାରଣ
ସେ ଯୀଶୁଙ୍କ ବିଷୟରେ ପ୍ରଚାର କରନ୍ତୁ ବୋଲି ଅଧିକାରୀମାନେ ଚାହୁଁ ନଥିଲେ

ତାଙ୍କୁ ଅଟକାଇବା ଏବଂ ଦଣ୍ଡ ଦେବା ପାଇଁ ସେମାନେ ତାଙ୍କୁ ସେଠାରେ
ରଖିଥିଲେ

ଏହାର ଅର୍ଥ ନୁହେଁ ଯେ ଯୀଶୁ ପାଉଲଙ୍କୁ କାରାଗାରରେ ରଖିଥିଲେ।
ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ଜଣେ ବନ୍ଦୀ”
PHM 1 10 hnhz figs-explicit Ὀνήσιμον 1 **
ଅନୀସିମ

ର ଅର୍ଥ “ଲାଭଜନକ” କିମ୍ବା “ଉପଯୋଗୀ”
ଅଟେ

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ

ଆପଣ ଏହି ସୂଚନାକୁ ପାଠ୍ୟରେ କିମ୍ବା ଏକ ପାଦଟୀକାରେ ଅନ୍ତର୍ଭୁକ୍ତ
କରିପାରିବେ

ଦେଖନ୍ତୁ:
[[rc://en/ta/man/translate/figs-explicit]])
PHM 1 12 fdwn figs-metaphor τὰ ἐμὰ σπλάγχνα 1 my inward parts **ଏହା ମୋହର ହୃଦୟ ସ୍ୱରୂପ**
ବାକ୍ୟାଂଶ କାହା ବିଷୟରେ ଗଭୀର ଭାବନା ପାଇଁ ଏକ ରୂପକ ଅଟେ

ପାଉଲ ଅନୀସିମ ବିଷୟରେ ଏହା କହୁଥିଲେ

ବିକଳ୍ପ ଅନୁବାଦ: “ସେ ଜଣେ ସେହି ବ୍ୟକ୍ତି ଅଟେ ଯାହାକୁ ମୁଁ ଅତି
ପ୍ରେମ କରେ” କିମ୍ବା “ଏହି ବ୍ୟକ୍ତି ମୋ ପାଇଁ ଅତ୍ୟନ୍ତ ଖାସ୍ ଅଟେ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
PHM 1 12 yn1d figs-metonymy τὰ ἐμὰ σπλάγχνα 1 ଏଠାରେ

ହୃଦୟର ଅଂଶ** ଜଣେ ବ୍ୟକ୍ତିର ଭାବନାର ସ୍ଥାନ ପାଇଁ ସାଙ୍କେତିକ
ଅଟେ

ଯଦି ଆପଣଙ୍କର ଭାଷାର ସମାନ ବାକ୍ୟାଂଶ ଅଛି

ତେବେ ଏହାକୁ ବ୍ୟବହାର କରନ୍ତୁ

ଯଦି ନୁହେଁ

ସରଳ ଭାଷା ବ୍ୟବହାର କରନ୍ତୁ

ବିକଳ୍ପ ଅନୁବାଦ: “ମୋର ହୃଦୟ” କିମ୍ବା “ମୋର ମନ” କିମ୍ବା “ମୋର
ଗଭୀର ଭାବନା” (ଦେଖନ୍ତୁ:
[[rc://en/ta/man/translate/figs-metonymy]])
PHM 1 13 vver figs-explicit ἐν τοῖς δεσμοῖς τοῦ εὐαγγελίου 1 ପାଉଲ କାରାଗାରରେ ଥିଲେ କାରଣ
ସେ ସର୍ବସାଧାରଣରେ **ସୁସମାଚାର** ପ୍ରଚାର କରିଥିଲେ

ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରାଯାଇପାରେ

ବିକଳ୍ପ  ଅନୁବାଦ:
“ସେମାନେ ମୋତେ କାରାଗାରରେ ରଖିଲେ କାରଣ ମୁଁ ସୁସମାଚାର ପ୍ରଚାର କରେ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
PHM 1 14 fg6l figs-abstractnouns ἀλλὰ κατὰ ἑκούσιον. 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଏକ କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ଇଚ୍ଛା

ର ଧାରଣାକୁ ପ୍ରକାଶ କରିପାରିବେ

ବିକଳ୍ପ  ଅନୁବାଦ:
“କିନ୍ତୁ ତୁମ୍ଭେ  ଏହା କରିବାକୁ ଚାହୁଁଛ” କିମ୍ବା
“କିନ୍ତୁ ତୁମ୍ଭେ  ମୁକ୍ତ ଭାବରେ ଉଚିତ କାର୍ଯ୍ୟ କରିବାକୁ
ବାଛିଛ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
PHM 1 15 tcrd figs-activepassive τάχα γὰρ διὰ τοῦτο, ἐχωρίσθη πρὸς ὥραν, ἵνα 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରି ପାରିବେ

ବିକଳ୍ପ  ଅନୁବାଦ:
“ବୋଧହୁଏ ଯେଉଁ କାରଣରୁ ଈଶ୍ଵର  ଅନେସିମକୁ ତୁମ୍ଭଠାରୁ
କିଛି ସମୟ ପାଇଁ ଦୂରକଲେ ତାହା ହେଲା” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
PHM 1 15 bx4q figs-idiom πρὸς ὥραν 1 ଏଠାରେ

**ଏକ ଘଣ୍ଟା ପାଇଁ** ବାକ୍ୟାଂଶ ଏକ ରୂପକ ଅଟେ ଯାହା “ଅଳ୍ପ ସମୟ
ପାଇଁ” ବୁଝାଏ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏକ ସମାନ ରୂପକ ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା
ବ୍ୟବହାର କରିପାରିବେ

ବିକଳ୍ପ ଅନୁବାଦ: “ଏହି ସ୍ୱଳ୍ପ ସମୟ ପାଇଁ” (ଦେଖନ୍ତୁ:
[[rc://en/ta/man/translate/figs-idiom]])
PHM 1 16 dg1w οὐκέτι ὡς δοῦλον 1 ଏହାର ଅର୍ଥ ନୁହେଁ ଯେ ଅନୀସିମ
ଫିଲିମୋନର ଆଉ ଦାସ ହେବେ ନାହିଁ

ଏହାକୁ ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ କରିବାକୁ

ଆପଣ  “କେବଳ” ଭଳି
ଶବ୍ଦ ବ୍ୟବହାର କରିପାରିବେ

ବିକଳ୍ପ ଅନୁବାଦ: “କେବଳ ଦାସ ଭାବରେ ନୁହେଁ”
PHM 1 16 bynb ὑπὲρ δοῦλον 1 ବିକଳ୍ପ ଅନୁବାଦ: “ଦାସଠାରୁ ଅଧିକ
ମୂଲ୍ୟବାନ”
PHM 1 16 qxi0 ἀγαπητόν 1 ବିକଳ୍ପ ଅନୁବାଦ: “ପ୍ରିୟ” କିମ୍ବା
“ମୂଲ୍ୟବାନ”
PHM 1 17 e0es grammar-connect-logic-result οὖν 1 **
ତେଣୁ** ଅର୍ଥାତ୍ ଏହି ଶବ୍ଦ ପୂର୍ବରୁ ଯାହା ଉଲ୍ଲେଖ ତାହା ଏହା
ପରେ ଆସିବାର କାରଣ ଅଟେ

ଏହା ହୋଇପାରେ ଯେ ପାଉଲ ପୂର୍ବରୁ ଉଲ୍ଲେଖ ଥିବା ବିଷୟରେ ଯାହା
ଇଚ୍ଛା କରନ୍ତି

ତାହା କାରଣ ବୋଲି ଏହି ଶବ୍ଦଟି ସୂଚିତ କରେ, ପାଉଲ ବର୍ତ୍ତମାନ
ପତ୍ରର  ମୁଖ୍ୟ ବିଷୟକୁ ଆସନ୍ତି

ଏହି ପରିବର୍ତ୍ତନକୁ ସୂଚାଇବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ
ପଦ୍ଧତି ବ୍ୟବହାର କରନ୍ତୁ

ବିକଳ୍ପ ଅନୁବାଦ: “ଏହି ସବୁ ବିଷୟ ହେତୁ” (ଦେଖନ୍ତୁ:
[[rc://en/ta/man/translate/grammar-connect-logic-result]])
PHM 1 17 d56r figs-ellipsis προσλαβοῦ αὐτὸν ὡς ἐμέ. 1 ପାଉଲ ଏଠାରେ କେତେକ ଶବ୍ଦ ଉଲ୍ଲେଖ
କରନ୍ତି ନାହିଁ ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ

ବିକଳ୍ପ  ଅନୁବାଦ:
“ତୁମ୍ଭେ ଯେପରି ମୋତେ ଗ୍ରହଣ କରିବ ସେପରି ତାକୁ ଗ୍ରହଣ କର”

ଦେଖନ୍ତୁ:
[[rc://en/ta/man/translate/figs-ellipsis]])
PHM 1 18 nq4j grammar-connect-condition-fact εἰ δέ τι ἠδίκησέν σε ἢ ὀφείλει 1 ଅନୀସିମ ପଳାଇ ଫିଲିମୋନଙ୍କ ପ୍ରତି
ଭୁଲ କରିଥିଲା ଏବଂ ସେ ବୋଧହୁଏ ଫିଲୀମୋନର କିଛି ସମ୍ପତ୍ତି ମଧ୍ୟ ଚୋରି କରିଥିଲା

କିନ୍ତୁ ପାଉଲ ନମ୍ର ହେବା ପାଇଁ ଏହି ବିଷୟଗୁଡ଼ିକୁ ଅନିଶ୍ଚିତ
ବୋଲି କହୁଛନ୍ତି

ଯଦି ଆପଣଙ୍କର ଭାଷା ଏହିପରି ଏକ ସର୍ତ୍ତମୂଳକ ବାକ୍ୟ ବ୍ୟବହାର
କରେ ନାହିଁ

ତେବେ ଏହାକୁ ଦର୍ଶାଇବାକୁ ଏକ ଅଧିକ ସ୍ୱାଭାବିକ ଉପାୟ ବ୍ୟବହାର
କରନ୍ତୁ

ବିକଳ୍ପ  ଅନୁବାଦ:
“କିନ୍ତୁ ସେ ଯାହା କିଛି ନେଇଛି କିମ୍ବା ସେ ତୁମ୍ଭ ପ୍ରତି ଯାହା ଭୁଲ କରିଛି” (ଦେଖନ୍ତୁ:
[[rc://en/ta/man/translate/grammar-connect-condition-fact]])
PHM 1 18 w4ys εἰ δέ τι ἠδίκησέν σε ἢ ὀφείλει 1 ଏହି ଦୁଇଟି ବାକ୍ୟାଂଶର ଅର୍ଥ
ସମାନ ବିଷୟକୁ ପ୍ରକାଶ କରେ

ଯଦିଓ **ତୁମ୍ଭ ପ୍ରତି ଅନ୍ୟାୟ
କରିଛି** **ଋଣୀ ହୋଇଥାଏ** ଠାରୁ ଅଧିକ ସାଧାରଣ ଅଟେ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ  ହେବ

ତେବେ ଆପଣ ଅଧିକ ସାଧାରଣ ବାକ୍ୟାଂଶକୁ
ଦ୍ୱିତୀୟରେ ଉଲ୍ଲେଖ କରି ପାରିବେ

ବିକଳ୍ପ ଅନୁବାଦ: “କିନ୍ତୁ ଯଦି ସେ ତୁମ୍ଭର କିଛି ଋଣୀ
ହୋଇଥାଏ କିମ୍ବା କୌଣସି ପ୍ରକାରେ ତୁମ୍ଭର  ଅନ୍ୟାୟ
କରିଛି”
PHM 1 18 j3ou τοῦτο ἐμοὶ ἐλλόγα. 1 ବିକଳ୍ପ  ଅନୁବାଦ: “ମୁଁ ତୁମ୍ଭ ପରିଶୋଧ କରିବାର ଦାୟିତ୍ଵ

ଗ୍ରହଣ କରିବି” କିମ୍ବା “ମୁଁ ହିଁ ତୁମ୍ଭର ଋଣୀ ବୋଲି ମନେ କର”
PHM 1 20 mw03 figs-metaphor ἀδελφέ 1 ଏଠାରେ

ଭାଇ ** ଜଣେ ସହ ବିଶ୍ଵାସୀଙ୍କ ପାଇଁ ଏକ ରୂପକ ଅଟେ

ବିକଳ୍ପ ଅନୁବାଦ: “ଆତ୍ମିକ ଭାଇ” କିମ୍ବା “ଖ୍ରୀଷ୍ଟଙ୍କଠାରେ ଭାଇ”
(ଦେଖନ୍ତୁ:
[[rc://en/ta/man/translate/figs-metaphor]])
PHM 1 20 cqd0 figs-metaphor ἐν Κυρίῳ 1 ପଦ ୧୬ ରେ କିପରି ଆପଣ **ପ୍ରଭୁଙ୍କଠାରେ**
ଅନୁବାଦ କରିଛନ୍ତି ଦେଖନ୍ତୁ

ଏହି ରୂପକ ଯୀଶୁଙ୍କଠାରେ ବିଶ୍ଵାସୀ
ହେବା **ଖ୍ରୀଷ୍ଟଙ୍କ** ରେ ସମାନ ହେବା ବୋଲି ବୁଝାଏ

ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେ  ପ୍ରଭୁଙ୍କ ସେବା କର” କିମ୍ବା “କାରଣ ଆମ୍ଭେମାନେ ପ୍ରଭୁଙ୍କ
ସହ ବିଶ୍ଵାସୀ ଅଟୁ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
PHM 1 20 xp0b figs-explicit ἀνάπαυσόν μου τὰ σπλάγχνα ἐν Χριστῷ 1 refresh my inward parts in Christ ପାଉଲ କିପରି ଫିଲିମୋନଙ୍କୁ ସତେଜ
କରିବାକୁ ଚାହୁଁଥିଲେ ତାହା ସ୍ପଷ୍ଟ କରାଯାଇପାରେ

ବିକଳ୍ପ ଅନୁବାଦ: “ଅନେସିମକୁ ଦୟାକରି ଗ୍ରହଣ କରି ଖ୍ରୀଷ୍ଟଙ୍କଠାରେ
ମୋର ଅନ୍ତରକୁ ସତେଜ କର” (ଦେଖନ୍ତୁ:
[[rc://en/ta/man/translate/figs-explicit]])
PHM 1 20 kmpp figs-metonymy ἀνάπαυσόν μου τὰ σπλάγχνα 1 refresh my inward parts ଏଠାରେ

ଅନ୍ତରକୁ** ଜଣେ ବ୍ୟକ୍ତିର ଭାବନା

ଚିନ୍ତାଧାରା

କିମ୍ବା ପ୍ରାଣକୁ ବୁଝାଏ

ବିକଳ୍ପ ଅନୁବାଦ: “ମୋତେ ଉତ୍ସାହିତ କର” କିମ୍ବା “ମୋତେ ସାନ୍ତ୍ୱନା
ଦିଅ” (ଦେଖନ୍ତୁ:
[[rc://en/ta/man/translate/figs-metonymy]])
PHM 1 21 azje figs-abstractnouns πεποιθὼς τῇ ὑπακοῇ σου 1 refresh my inward parts ଯଦି ଏହା ଆପଣଙ୍କ  ଭାଷାରେ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ବିଶ୍ୱାସ** ଏବଂ
**ଆଜ୍ଞା** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ

ବିକଳ୍ପ ଅନୁବାଦ: “କାରଣ ମୁଁ ନିଶ୍ଚିତ ଯେ ତୁମ୍ଭେ ଆଜ୍ଞାକାରୀ
ହେବ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
PHM 1 21 lxxi ἔγραψά σοι 1 refresh my inward parts ପାଉଲ ଅତୀତ କାଳକୁ ଏଠାରେ ବ୍ୟବହାର
କରନ୍ତି କାରଣ ଫିଲିମୋନ ଏହି ପତ୍ରକୁ  ପାଠ କରିବାବେଳେ
ଲେଖନ ଅତୀତ କାଳରେ ଥିବ

ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ଥିବା କାଳକୁ ବ୍ୟବହାର କରନ୍ତୁ

ବିକଳ୍ପ ଅନୁବାଦ: “ମୁଁ ତୁମ୍ଭକୁ
ଲେଖେ”
PHM 1 22 xpn6 checking/headings 0 Connecting Statement: ଏଠାରେ ପାଉଲ ତାଙ୍କ ପତ୍ରକୁ ଶେଷ
କରି ଫିଲୀମୋନଙ୍କୁ ଚୂଡ଼ାନ୍ତ ନିର୍ଦ୍ଦେଶ ପ୍ରଦାନ କରନ୍ତି ଏବଂ ଫିଲୀମୋନ ଏବଂ ଫିଲୀମୋନଙ୍କ
ଗୃହରେ ମଣ୍ଡଳୀ  ଏକତ୍ର ହେଉଥିବା ବିଶ୍ଵାସୀମାନଙ୍କ
ଉପରେ ଆଶୀର୍ବାଦ କାମନା କରନ୍ତି

ଯଦି ଆପଣ ପ୍ରସଙ୍ଗର ନାମ ବ୍ୟବହାର କରୁଛନ୍ତି

ତେବେ ଆପଣ ଏହାକୁ

ପଦ ପୂର୍ବରୁ ଏଠାରେ ଉଲ୍ଲେଖ କରି ପାରିବେ

ପ୍ରସ୍ତାବିତ ପ୍ରସଙ୍ଗର ନାମ: “ଅନ୍ତିମ ନିର୍ଦ୍ଦେଶ ଏବଂ ଆଶୀର୍ବାଦ”
(ଦେଖନ୍ତୁ:
[[rc://en/ta/man/checking/headings]])
PHM 1 22 mzr0 ἑτοίμαζέ μοι ξενίαν 1 I will be given back to you ଅନୁବାଦିତ ଶବ୍ଦ ** ଅତିଥିଶାଳା**
ଯେକୌଣସି ଆତିଥ୍ୟକୁ ଦର୍ଶାଏ ଯାହା ଅତିଥିଙ୍କ ପାଇଁ ପ୍ରଦାନ କରାଯାଇଥାଏ

ତେଣୁ କେଉଁ ପ୍ରକାରର ସ୍ଥାନ ନିର୍ଦ୍ଦିଷ୍ଟ ନୁହେଁ

ବିକଳ୍ପ ଅନୁବାଦ: “ମୋ ପାଇଁ ତୁମ୍ଭ ଗୃହରେ ଏକ ସ୍ଥାନ ମଧ୍ୟ ପ୍ରସ୍ତୁତ
କର

PHM 1 22 lnw9 διὰ τῶν προσευχῶν ὑμῶν 1 I will be given back to you

ବିକଳ୍ପ ଅନୁବାଦ: “ଈଶ୍ଵର  ତୁମ୍ଭର  ପ୍ରାର୍ଥନାର ଉତ୍ତର ଦେବେ”

PHM 1 22 p2u0 figs-activepassive χαρισθήσομαι ὑμῖν. 1 I will be given back to you ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରି ପାରିବେ

ବିକଳ୍ପ ଅନୁବାଦ: “ଈଶ୍ଵର  ମୋତେ ତୁମ୍ଭ ନିକଟକୁ ଫେରାଇ ଆଣିବେ” କିମ୍ବା “ଯେଉଁମାନେ
ମୋତେ କାରାଗାରରେ ରଖନ୍ତି ସେମାନେ ମୋତେ ମୁକ୍ତ କରିବେ ଯାହା ଦ୍ଵାରା ମୁଁ ତୁମ୍ଭ ନିକଟକୁ ଆସିବି।”
(ଦେଖନ୍ତୁ:
[[rc://en/ta/man/translate/figs-activepassive]])
PHM 1 22 o06s figs-you ὑμῶν…ὑμῖν 1 I will be given back to you ଏଠାରେ **ତୁମ୍ଭର** ଏବଂ **ତୁମ୍ଭେ**
ଶବ୍ଦଗୁଡ଼ିକ ବହୁବଚନ ଅଟେ

ଫିଲୀମୋନ ଏବଂ ତାଙ୍କ ଗୃହରେ ସାକ୍ଷାତ
କରିଥିବା ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ

ଦେଖନ୍ତୁ:
[[rc://en/ta/man/translate/figs-you]])
PHM 1 23 f0b6 ἐν Χριστῷ Ἰησοῦ 1 Epaphras ଏଠାରେ

ଖ୍ରୀଷ୍ଟ ଯୀଶୁଙ୍କଠାରେ** ବାକ୍ୟାଂଶର ଅର୍ଥ “ପ୍ରଭୁଙ୍କଠାରେ”
ଏବଂ ରେ “ଖ୍ରୀଷ୍ଟଙ୍କଠାରେ”

ଆପଣ ସେଗୁଡ଼ିକୁ କିପରି ଅନୁବାଦ କରିଛନ୍ତି ସେଠାରେ ଦେଖନ୍ତୁ

ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ସେବା କରୁଥିବାରୁ ମୋ ସହିତ
ଯିଏ ଅଛନ୍ତି”
PHM 1 24 uc6n figs-ellipsis Μᾶρκος, Ἀρίσταρχος, Δημᾶς, Λουκᾶς 1 Mark…Aristarchus…Demas…Luke ପାଉଲ ଏଠାରେ କେତେକ ଶବ୍ଦ
ଉଲ୍ଲେଖ କରନ୍ତି ନାହିଁ ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟ ଆବଶ୍ୟକ
କରିପାରେ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ

ବିକଳ୍ପ ଅନୁବାଦ: “ମୋର ସହକର୍ମୀ ମାର୍କ

ଆରିସ୍ତାର୍ଖ

ଦୀମା ଓ ଲୂକ” କିମ୍ବା “ମାର୍କ

ଆରିସ୍ତାର୍ଖ

ଦୀମା ଓ ଲୂକ

ମୋର ସହକର୍ମୀମାନେ ମଧ୍ୟ ତୁମ୍ଭକୁ ଅଭିବାଦନ ଜଣାନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-ellipsis]])
PHM 1 25 apvl figs-synecdoche μετὰ τοῦ πνεύματος ὑμῶν 1 be with your spirit **ତୁମ୍ଭର  ଆତ୍ମା​​** ଶବ୍ଦଗୁଡ଼ିକ ଏକ ଉପଲକ୍ଷ୍ୟ ଅଳଙ୍କାର ଅଟେ ଏବଂ
ନିଜେ ଲୋକମାନଙ୍କୁ ପ୍ରତିନିଧିତ୍ୱ କରେ

ପାଉଲ ଫିଲୀମୋନ ଏବଂ ତାଙ୍କ ଗୃହରେ ସାକ୍ଷାତ କରୁଥିବା ସମସ୍ତଙ୍କୁ
ବୁଝାଉଛନ୍ତି

ଦେଖନ୍ତୁ:
[[rc://en/ta/man/translate/figs-synecdoche]])
PHM 1 25 e35h figs-abstractnouns ἡ χάρις τοῦ Κυρίου ἡμῶν, Ἰησοῦ Χριστοῦ 1 be with your spirit ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଏକ ବିଶେଷଣ ବା କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ଅନୁଗ୍ରହ**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ

ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭ
ପ୍ରତି ଦୟାଳୁ ହୁଅନ୍ତୁ” କିମ୍ବା “ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭ ପ୍ରତି ଦୟାଳୁ ହୁଅନ୍ତୁ”
(ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
PHM 1 25 jou6 figs-you ὑμῶν 1 be with your spirit ଏଠାରେ **ତୁମ୍ଭର** ଶବ୍ଦ ବହୁବଚନ
ଅଟେ ଏବଂ ଫିଲୀମୋନ ଏବଂ ତାଙ୍କ ଗୃହରେ ସାକ୍ଷାତ କରୁଥିବା ସମସ୍ତଙ୍କୁ ବୁଝାଏ

ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର  ଆତ୍ମା” (ଦେଖନ୍ତୁ:
[[rc://en/ta/man/translate/figs-you]])