Edit 'en_tn_58-PHM.tsv' using 'tc-create-app'

This commit is contained in:
Gayatri-Digal 2022-03-17 16:18:47 +00:00
parent 440dc0d6d1
commit 484bbf9a8b
1 changed files with 12 additions and 12 deletions

View File

@ -37,18 +37,18 @@ PHM 1 14 jxi7 ἵνα μὴ ὡς κατὰ ἀνάγκην τὸ ἀγαθόν
PHM 1 14 ngg8 ἀλλὰ κατὰ ἑκούσιον 1 but from good will ଯଦି ଏହା ଆପଣଙ୍କ  ଭାଷାରେ ଅଧିକ ସ୍ପଷ୍ଟ ହୁଏ

ଆପଣ  ଏକ କ୍ରିୟା
ସହ ଗୁଣବାଚକ ବିଶେଷ୍ୟ **ବାଧ୍ୟ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ

ବିକଳ୍ପ  ଅନୁବାଦ:
“କାରଣ ମୁଁ ଚାହୁଁ ନଥିଲି ଯେ ତୁମ୍ଭେ ଏହି ଉତ୍ତମ କାର୍ଯ୍ୟ କର କାରଣ ମୁଁ ତୁମ୍ଭକୁ ଏହା କରିବାକୁ
ଆଦେଶ ଦେଇଥିଲି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
PHM 1 15 q1dr figs-activepassive τάχα γὰρ διὰ τοῦτο, ἐχωρίσθη πρὸς ὥραν, ἵνα 1 Perhaps for this he was separated from you for a time, so that
PHM 1 15 fp5v πρὸς ὥραν 1 for a time
PHM 1 16 l3e4 ὑπὲρ δοῦλον 1 better than a slave ଜଣେ କ୍ରୀତଦାସଠାରୁ ଅଧିକ ବହୁମୂଲ୍ୟ
PHM 1 16 f8tz ἀδελφὸν ἀγαπητόν 1 a beloved brother ଜଣେ ପ୍ରିୟ ଭ୍ରାତା କିମ୍ବା “ଖ୍ରୀଷ୍ଟରେ ଜଣେ ବହୁମୂଲ୍ୟ ଭ୍ରାତା”
PHM 1 16 f38v πόσῳ δὲ μᾶλλον σοὶ 1 much more so to you ସେ ତୁମ୍ଭ ପ୍ରତି ଆହୁରି ଉପକାରୀ
PHM 1 16 yub9 figs-metaphor καὶ ἐν σαρκὶ 1 in both the flesh ଉଭୟ ଜଣେ ବ୍ୟକ୍ତି ଭାବରେ I ପାଉଲ ଅନୀସିମଙ୍କୁ ଜଣେ ବିଶ୍ବସ୍ତ ସେବକ ଭାବରେ ଉଲ୍ଲେଖ କରୁଛନ୍ତି I (ଦେଖ: [[rc://or/ta/man/translate/figs-metaphor]])
PHM 1 16 scj1 ἐν Κυρίῳ 1 in the Lord ପ୍ରଭୁଙ୍କଠାରେ ଜଣେ ଭ୍ରାତା ଭାବରେ କିମ୍ବା “ଯେହେତୁ ସେ ପ୍ରଭୁଙ୍କର ଅଟେ”
PHM 1 17 e1j2 εἰ ... με ἔχεις κοινωνόν 1 if you have me as a partner ଯଦି ତୁମ୍ଭେ ମୋତେ ଖ୍ରୀଷ୍ଟଙ୍କର ଜଣେ ସହକର୍ମୀ ବୋଲି ମନେ କର
PHM 1 18 u5m1 τοῦτο ἐμοὶ ἐλλόγα 1 charge that to me କହିବାକୁ ଚାହୁଁଛି ଯେ ମୁଁ ହିଁ ତୁମ୍ଭଠାରେ ୠଣୀ ଅଟେ
PHM 1 19 wb53 ἐγὼ Παῦλος ἔγραψα τῇ ἐμῇ χειρί 1 I, Paul, write this with my own hand ମୁଁ, ପାଉଲ, ନିଜେ ଏହା ଲେଖୁଅଛି I ପାଉଲ ଏହି ଅଂଶକୁ ନିଜ ହାତରେ ଲେଖିଥିଲେ, ଯେପରି ଫିଲୀମୋନ ଜାଣିବେ ଯେ ସେହି ସବୁ ବାକ୍ୟଗୁଡିକ ପ୍ରକୃତରେ ପାଉଲଙ୍କଠାରୁ ଅଟନ୍ତି I ପାଉଲ ପ୍ରକୃତରେ ତାହାଙ୍କୁ ପରିଶୋଧ କରିବେ I
PHM 1 19 gn6c figs-irony ἵνα μὴ λέγω σοι 1 not to mention ମୁଁ ତୁମ୍ଭକୁ ସ୍ମରଣ କରାଇବା ଆବଶ୍ୟକ ନାହିଁ କିମ୍ବା “ତୁମ୍ଭେ ଜାଣି ସାରିଅଛ I” ପାଉଲ କହୁଛନ୍ତି ଯେ ସେ ଏହା ଫିଲୀମୋନଙ୍କୁ କହିବା ଆବଶ୍ୟକ ନାହିଁ, କିନ୍ତୁ ଯେକୌଣସି ପ୍ରକାରେ ତାହାଙ୍କୁ କହିବା ଜାରି ରଖିଛନ୍ତି I ଏହା ପାଉଲ ତାହାଙ୍କୁ କହୁଥିବା ସତ୍ୟତାକୁ ଗୁରୁତ୍ବାରୋପ କରେ I (ଦେଖ: [[rc://or/ta/man/translate/figs-irony]])
PHM 1 19 st7e figs-explicit σεαυτόν μοι προσοφείλεις 1 you owe me your own self ତୁମ୍ଭେ ନିଜେ ମୋ ନିକଟରେ ଚିରୠଣୀ ଅଟ I ପାଉଲ ସୂଚାଇ ଦେଉଛନ୍ତି ଯେ ଫିଲୀମୋନ ଏହା କହିବା ଉଚିତ ନୁହଁ ଯେ ଅନୀସିମ କିମ୍ବା ପାଉଲ ତାହାଙ୍କ ନିକଟରେ କୌଣସି ବିଷୟ ନିମନ୍ତେ ୠଣୀ ଥିଲେ, କାରଣ ଫିଲୀମୋନ ପାଉଲଙ୍କ ନିକଟରେ ଆହୁରି ଅଧିକ ୠଣୀ ଥିଲେ I ଫିଲୀମୋନ ପାଉଲଙ୍କ ନିକଟରେ ୠଣୀ ଥିବା ବିଷୟ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ମୋ ନିକଟରେ ଅଧିକ ୠଣୀ, କାରଣ ମୁଁ ତୁମ୍ଭର ଜୀବନକୁ ଉଦ୍ଧାର କରିଅଛି” କିମ୍ବା “ତୁମ୍ଭେ ମୋ ନିକଟରେ ତୁମ୍ଭ ଜୀବନର ୠଣୀ ଅଟ, କାରଣ ମୁଁ ତୁମ୍ଭକୁ ଯାହା କହିଲି, ତାହା ତୁମ୍ଭର ଜୀବନକୁ ଉଦ୍ଧାର କରିଅଛି” (ଦେଖ: [[rc://or/ta/man/translate/figs-explicit]])
PHM 1 20 j8lh figs-metaphor ἀνάπαυσόν μου τὰ σπλάγχνα ἐν Χριστῷ 1 refresh my heart in Christ ଏଠାରେ “ଆଶ୍ବାସ” ସାନ୍ତ୍ବନା ଓ ଉତ୍ସାହ ନିମନ୍ତେ ଏକ ରୂପକ ଅଟେ I ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଅନ୍ତରର ଅନୁଭୂତି, ଭାବନା ଓ ଆନ୍ତରିକ ପୁରୁଷ ନିମନ୍ତେ ଏକ ରୂପକ ଅଟେ I ପାଉଲ ତାହାଙ୍କର ହୃଦୟକୁ ଫିଲୀମୋନ ଆଶ୍ବାସ କରନ୍ତୁ ବୋଲି ଚାହୁଁଥିବା ବିଷୟକୁ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଆନୁବାଦରେ: “ଖ୍ରୀଷ୍ଟଙ୍କଠାରେ ମୋତେ ଉତ୍ସାହିତ କର” କିମ୍ବା “ଖ୍ରୀଷ୍ଟଙ୍କଠାରେ ମୋତେ ସାନ୍ତ୍ବନା ଦିଅ” କିଅବା “ଦୟାକରି ଅନୀସିମଙ୍କୁ ଗ୍ରହଣକରି ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ବାସ ଦିଅ”(ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-explicit]])
PHM 1 21 am1e figs-you 0 General Information: ଏଠାରେ “ତୁମ୍ଭର” ଓ “ତୁମ୍ଭେ” ଶବ୍ଦଗୁଡିକ ବହୁବଚନ ଅଟନ୍ତି ଓ ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-you]])
PHM 1 16 l3e4 ὑπὲρ δοῦλον 1 better than a slave ବିକଳ୍ପ ଅନୁବାଦ: “ଦାସଠାରୁ ଅଧିକ
ମୂଲ୍ୟବାନ” କିମ୍ବା “ଦାସଠାରୁ ଅଧିକ ପ୍ରିୟ”
PHM 1 16 f8tz ἀδελφὸν ἀγαπητόν 1 a beloved brother ଏଠାରେ

ଭାଇ** ଜଣେ ସହ ବିଶ୍ଵାସୀଙ୍କ ନିମନ୍ତେ ଏକ ରୂପକ ଅଟେ

ବିକଳ୍ପ ଅନୁବାଦ

ଆତ୍ମିକ  ଭାଇ” କିମ୍ବା
“ଖ୍ରୀଷ୍ଟଙ୍କଠାରେ ଭାଇ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
PHM 1 16 f38v πόσῳ δὲ μᾶλλον σοὶ 1 much more so to you
PHM 1 16 yub9 figs-metaphor καὶ ἐν σαρκὶ 1 in both the flesh
PHM 1 16 scj1 ἐν Κυρίῳ 1 in the Lord ବିକଳ୍ପ ଅନୁବାଦ: “ଯୀଶୁଙ୍କ ମାଧ୍ୟମରେ
ଭାଇଚାରାର ସହଭାଗୀତା” କିମ୍ବା “ପ୍ରଭୁଙ୍କଠାରେ ବିଶ୍ଵାସୀମାନଙ୍କ ସହଭାଗୀତାରେ”
PHM 1 17 e1j2 εἰ ... με ἔχεις κοινωνόν 1 if you have me as a partner ପାଉଲ ଏପରି ଭାବରେ ଲେଖୁଛନ୍ତି
ଯାହା ମନେହୁଏ ଯେପରି ଫିଲୀମୋନ ପାଉଲଙ୍କୁ ତାଙ୍କ ସହଭାଗୀ ବୋଲି ଭାବନ୍ତି ନାହିଁ

କିନ୍ତୁ ସେ ଜାଣନ୍ତି ଯେ ଫିଲୀମୋନ ପାଉଲଙ୍କୁ ତାଙ୍କର ସହଭାଗୀ
ବୋଲି ଭାବିବେ

ଫିଲିମୋନଙ୍କୁ ଗୋଟିଏ ବିଷୟରେ ସହମତ ହେବାକୁ ଏହା ଏକ ଉପାୟ (ଯେ
ପାଉଲ ଜଣେ ସାଥୀ) ଯାହା ଦ୍ଵାରା  ସେ ଅନ୍ୟ ବିଷୟରେ
(ଅନିସିମକୁ ଗ୍ରହଣ କରିବାକୁ) ରାଜି ହେବେ

ଯଦି ଆପଣଙ୍କ ଭାଷା କୌଣସି ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ତାହା ଅନିଶ୍ଚିତତା
ଦର୍ଶାଏ ନାହିଁ

ଏବଂ ଯଦି ଆପଣଙ୍କ ପାଠକମାନେ ଭୁଲ ବୁଝିପାରନ୍ତି ଏବଂ ଭାବନ୍ତି
ଯେ ପାଉଲ ଯାହା କହୁଛନ୍ତି ତାହା ନିଶ୍ଚିତ ନୁହେଁ

ତେବେ ଆପଣ  ତାଙ୍କ
ବାକ୍ୟକୁ ଏକ ଦୃଢ଼ ବିବୃତ୍ତି ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭେ ମୋତେ ସହଭାଗୀ ବୋଲି ମନେ
କର” (ଦେଖନ୍ତୁ:
[[rc://en/ta/man/translate/grammar-connect-condition-fact]])
PHM 1 18 u5m1 τοῦτο ἐμοὶ ἐλλόγα 1 charge that to me
PHM 1 19 wb53 ἐγὼ Παῦλος ἔγραψα τῇ ἐμῇ χειρί 1 I, Paul, write this with my own hand ପାଉଲ ଏହି ବାକ୍ୟକୁ **ନିଜ ହସ୍ତରେ**
ଲେଖିଥିଲେ ଯାହାଫଳରେ ଫିଲିମୋନ ଜାଣିବେ ଯେ ଏହି ବାକ୍ୟଗୁଡ଼ିକ ପ୍ରକୃତରେ ପାଉଲଙ୍କଠାରୁ ଆସିଛି ଏବଂ
ପାଉଲ ତାଙ୍କୁ ପ୍ରକୃତରେ ପରିଶୋଧ କରିବେ

ସେ ଏଠାରେ ଅତୀତ କାଳକୁ ବ୍ୟବହାର କରିଥିଲେ କାରଣ ଫିଲୀମୋନ ପତ୍ରକୁ
ପାଠ କରିବାବେଳେ ଲେଖିବାର କାର୍ଯ୍ୟ ଅତୀତ କାଳରେ ଉଲ୍ଲେଖ ଥିବ

ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ କାଳକୁ ବ୍ୟବହାର କରନ୍ତୁ

ବିକଳ୍ପ ଅନୁବାଦ: “ମୁଁ

ପାଉଲ

ଏହା ସ୍ଵହସ୍ତରେ ଲେଖିଲି

PHM 1 19 gn6c figs-irony ἵνα μὴ λέγω σοι 1 not to mention ପାଉଲ କହିଛନ୍ତି ଯେ ସେ ଏହା କହିବା
ସମୟରେ ଫିଲିମୋନଙ୍କୁ କିଛି କହିବେ ନାହିଁ

ପାଉଲ ଯାହା କହୁଛନ୍ତି ତାହାର ସତ୍ୟକୁ ଗୁରୁତ୍ୱ ଦେବା ପାଇଁ ଏହା
ଏକ ନମ୍ର ଉପାୟ ଅଟେ

ଯଦି ଆପଣଙ୍କ  ଭାଷା
ଏହିପରି ଉପମା ବ୍ୟବହାର କରେ ନାହିଁ

ତେବେ ଏକ ଅଧିକ ସ୍ୱାଭାବିକ ଅଭିବ୍ୟକ୍ତି
ବ୍ୟବହାର କରନ୍ତୁ

ବିକଳ୍ପ  ଅନୁବାଦ:

“ମୁଁ ତୁମ୍ଭକୁ ସ୍ମରଣ କରାଇବାର ଆବଶ୍ୟକତା ନାହିଁ” କିମ୍ବା “ତୁମ୍ଭେ ପୂର୍ବରୁ ଜାଣିଛ” (ଦେଖନ୍ତୁ:
[[rc://or/ta/man/translate/figs-irony]])
PHM 1 19 st7e figs-explicit σεαυτόν μοι προσοφείλεις 1 you owe me your own self ପାଉଲ ସୂଚାଇ ଦେଉଥିଲେ ଯେ ଅନିସିମ
କିମ୍ବା ପାଉଲ ଫିଲିମୋନଙ୍କ ନିକଟରେ ଯାହା ଋଣ କରିଥିଲେ

ତାହା ଫିଲିମୋନଙ୍କ ପାଉଲଙ୍କଠାରୁ ଅଧିକ ପରିମାଣରେ ବାତିଲ ହୋଇଯାଇଥିଲା

ଯାହା ଫିଲିମୋନଙ୍କ ନିଜ ଜୀବନ ଥିଲା

ଫିଲୀମୋନ ପାଉଲଙ୍କୁ ତାଙ୍କ ଜୀବନର ଋଣ କରିବାର କାରଣ ସ୍ପଷ୍ଟ କରାଯାଇପାରେ

ବିକଳ୍ପ  ଅନୁବାଦ: “ତୁମ୍ଭେ  ମୋତେ ତୁମ୍ଭର  ନିଜ ଜୀବନର ଋଣୀ ଅଟ” କିମ୍ବା “ତୁମ୍ଭେ ମୋହର ଅଧିକ ଋଣୀ
ହୋଇଅଛ କାରଣ ମୁଁ ତୁମ୍ଭର  ଜୀବନକୁ ଉଦ୍ଧାର କଲି”
କିମ୍ବା “ତୁମ୍ଭେ  ମୋତେ ତୁମ୍ଭର  ଜୀବନର ଋଣୀ ଅଟ କାରଣ ମୁଁ ତୁମ୍ଭକୁ ଯୀଶୁଙ୍କ ବିଷୟରେ ଜଣାଈଥିଲି”

(ଦେଖନ୍ତୁ:
[[rc://or/ta/man/translate/figs-explicit]])
PHM 1 20 j8lh figs-metaphor ἀνάπαυσόν μου τὰ σπλάγχνα ἐν Χριστῷ 1 refresh my heart in Christ ଏଠାରେ **ସତେଜ** ଆରାମ କିମ୍ବା
ଉତ୍ସାହ ପାଇଁ ଏକ ରୂପକ ଅଟେ

ବିକଳ୍ପ ଅନୁବାଦ: “ମୋତେ ଉତ୍ସାହିତ କର” କିମ୍ବା “ମୋତେ ସାନ୍ତ୍ୱନା

ଦିଅ” (ଦେଖନ୍ତୁ:
[[rc://or/ta/man/translate/figs-metaphor]]
PHM 1 21 am1e figs-you 0 General Information:
PHM 1 21 xpn6 0 Connecting Statement: ପାଉଲ ଆପଣା ପତ୍ରକୁ ସମାପ୍ତ କରି ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ମଣ୍ଡଳୀର ବିଶ୍ବାସୀମାନଙ୍କୁ ଆଶୀର୍ବାଦ କରୁଛନ୍ତି I
PHM 1 21 g6fx πεποιθὼς τῇ ὑπακοῇ σου 1 Confident about your obedience କାରଣ ମୁଁ ନିଶ୍ଚିତ ଯେ ମୁଁ ଯାହା ବିନତି କରୁଅଛି, ତାହା ତୁମ୍ଭେ କରିବ
PHM 1 22 bx62 ἅμα 1 At the same time ଆହୁରି ମଧ୍ୟ

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
37 PHM 1 14 ngg8 ἀλλὰ κατὰ ἑκούσιον 1 but from good will ଯଦି ଏହା ଆପଣଙ୍କ  ଭାଷାରେ ଅଧିକ ସ୍ପଷ୍ଟ ହୁଏ

ଆପଣ  ଏକ କ୍ରିୟା
ସହ ଗୁଣବାଚକ ବିଶେଷ୍ୟ **ବାଧ୍ୟ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ

ବିକଳ୍ପ  ଅନୁବାଦ:
“କାରଣ ମୁଁ ଚାହୁଁ ନଥିଲି ଯେ ତୁମ୍ଭେ ଏହି ଉତ୍ତମ କାର୍ଯ୍ୟ କର କାରଣ ମୁଁ ତୁମ୍ଭକୁ ଏହା କରିବାକୁ
ଆଦେଶ ଦେଇଥିଲି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
38 PHM 1 15 q1dr figs-activepassive τάχα γὰρ διὰ τοῦτο, ἐχωρίσθη πρὸς ὥραν, ἵνα 1 Perhaps for this he was separated from you for a time, so that
39 PHM 1 15 fp5v πρὸς ὥραν 1 for a time
40 PHM 1 16 l3e4 ὑπὲρ δοῦλον 1 better than a slave ଜଣେ କ୍ରୀତଦାସଠାରୁ ଅଧିକ ବହୁମୂଲ୍ୟ ବିକଳ୍ପ ଅନୁବାଦ: “ଦାସଠାରୁ ଅଧିକ
ମୂଲ୍ୟବାନ” କିମ୍ବା “ଦାସଠାରୁ ଅଧିକ ପ୍ରିୟ”
41 PHM 1 16 f8tz ἀδελφὸν ἀγαπητόν 1 a beloved brother ଜଣେ ପ୍ରିୟ ଭ୍ରାତା କିମ୍ବା “ଖ୍ରୀଷ୍ଟରେ ଜଣେ ବହୁମୂଲ୍ୟ ଭ୍ରାତା” ଏଠାରେ

ଭାଇ** ଜଣେ ସହ ବିଶ୍ଵାସୀଙ୍କ ନିମନ୍ତେ ଏକ ରୂପକ ଅଟେ

ବିକଳ୍ପ ଅନୁବାଦ

ଆତ୍ମିକ  ଭାଇ” କିମ୍ବା
“ଖ୍ରୀଷ୍ଟଙ୍କଠାରେ ଭାଇ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
42 PHM 1 16 f38v πόσῳ δὲ μᾶλλον σοὶ 1 much more so to you ସେ ତୁମ୍ଭ ପ୍ରତି ଆହୁରି ଉପକାରୀ
43 PHM 1 16 yub9 figs-metaphor καὶ ἐν σαρκὶ 1 in both the flesh ଉଭୟ ଜଣେ ବ୍ୟକ୍ତି ଭାବରେ I ପାଉଲ ଅନୀସିମଙ୍କୁ ଜଣେ ବିଶ୍ବସ୍ତ ସେବକ ଭାବରେ ଉଲ୍ଲେଖ କରୁଛନ୍ତି I (ଦେଖ: [[rc://or/ta/man/translate/figs-metaphor]])
44 PHM 1 16 scj1 ἐν Κυρίῳ 1 in the Lord ପ୍ରଭୁଙ୍କଠାରେ ଜଣେ ଭ୍ରାତା ଭାବରେ କିମ୍ବା “ଯେହେତୁ ସେ ପ୍ରଭୁଙ୍କର ଅଟେ” ବିକଳ୍ପ ଅନୁବାଦ: “ଯୀଶୁଙ୍କ ମାଧ୍ୟମରେ
ଭାଇଚାରାର ସହଭାଗୀତା” କିମ୍ବା “ପ୍ରଭୁଙ୍କଠାରେ ବିଶ୍ଵାସୀମାନଙ୍କ ସହଭାଗୀତାରେ”
45 PHM 1 17 e1j2 εἰ ... με ἔχεις κοινωνόν 1 if you have me as a partner ଯଦି ତୁମ୍ଭେ ମୋତେ ଖ୍ରୀଷ୍ଟଙ୍କର ଜଣେ ସହକର୍ମୀ ବୋଲି ମନେ କର ପାଉଲ ଏପରି ଭାବରେ ଲେଖୁଛନ୍ତି
ଯାହା ମନେହୁଏ ଯେପରି ଫିଲୀମୋନ ପାଉଲଙ୍କୁ ତାଙ୍କ ସହଭାଗୀ ବୋଲି ଭାବନ୍ତି ନାହିଁ

କିନ୍ତୁ ସେ ଜାଣନ୍ତି ଯେ ଫିଲୀମୋନ ପାଉଲଙ୍କୁ ତାଙ୍କର ସହଭାଗୀ
ବୋଲି ଭାବିବେ

ଫିଲିମୋନଙ୍କୁ ଗୋଟିଏ ବିଷୟରେ ସହମତ ହେବାକୁ ଏହା ଏକ ଉପାୟ (ଯେ
ପାଉଲ ଜଣେ ସାଥୀ) ଯାହା ଦ୍ଵାରା  ସେ ଅନ୍ୟ ବିଷୟରେ
(ଅନିସିମକୁ ଗ୍ରହଣ କରିବାକୁ) ରାଜି ହେବେ

ଯଦି ଆପଣଙ୍କ ଭାଷା କୌଣସି ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ତାହା ଅନିଶ୍ଚିତତା
ଦର୍ଶାଏ ନାହିଁ

ଏବଂ ଯଦି ଆପଣଙ୍କ ପାଠକମାନେ ଭୁଲ ବୁଝିପାରନ୍ତି ଏବଂ ଭାବନ୍ତି
ଯେ ପାଉଲ ଯାହା କହୁଛନ୍ତି ତାହା ନିଶ୍ଚିତ ନୁହେଁ

ତେବେ ଆପଣ  ତାଙ୍କ
ବାକ୍ୟକୁ ଏକ ଦୃଢ଼ ବିବୃତ୍ତି ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭେ ମୋତେ ସହଭାଗୀ ବୋଲି ମନେ
କର” (ଦେଖନ୍ତୁ:
[[rc://en/ta/man/translate/grammar-connect-condition-fact]])
46 PHM 1 18 u5m1 τοῦτο ἐμοὶ ἐλλόγα 1 charge that to me କହିବାକୁ ଚାହୁଁଛି ଯେ ମୁଁ ହିଁ ତୁମ୍ଭଠାରେ ୠଣୀ ଅଟେ
47 PHM 1 19 wb53 ἐγὼ Παῦλος ἔγραψα τῇ ἐμῇ χειρί 1 I, Paul, write this with my own hand ମୁଁ, ପାଉଲ, ନିଜେ ଏହା ଲେଖୁଅଛି I ପାଉଲ ଏହି ଅଂଶକୁ ନିଜ ହାତରେ ଲେଖିଥିଲେ, ଯେପରି ଫିଲୀମୋନ ଜାଣିବେ ଯେ ସେହି ସବୁ ବାକ୍ୟଗୁଡିକ ପ୍ରକୃତରେ ପାଉଲଙ୍କଠାରୁ ଅଟନ୍ତି I ପାଉଲ ପ୍ରକୃତରେ ତାହାଙ୍କୁ ପରିଶୋଧ କରିବେ I ପାଉଲ ଏହି ବାକ୍ୟକୁ **ନିଜ ହସ୍ତରେ**
ଲେଖିଥିଲେ ଯାହାଫଳରେ ଫିଲିମୋନ ଜାଣିବେ ଯେ ଏହି ବାକ୍ୟଗୁଡ଼ିକ ପ୍ରକୃତରେ ପାଉଲଙ୍କଠାରୁ ଆସିଛି ଏବଂ
ପାଉଲ ତାଙ୍କୁ ପ୍ରକୃତରେ ପରିଶୋଧ କରିବେ

ସେ ଏଠାରେ ଅତୀତ କାଳକୁ ବ୍ୟବହାର କରିଥିଲେ କାରଣ ଫିଲୀମୋନ ପତ୍ରକୁ
ପାଠ କରିବାବେଳେ ଲେଖିବାର କାର୍ଯ୍ୟ ଅତୀତ କାଳରେ ଉଲ୍ଲେଖ ଥିବ

ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ କାଳକୁ ବ୍ୟବହାର କରନ୍ତୁ

ବିକଳ୍ପ ଅନୁବାଦ: “ମୁଁ

ପାଉଲ

ଏହା ସ୍ଵହସ୍ତରେ ଲେଖିଲି

48 PHM 1 19 gn6c figs-irony ἵνα μὴ λέγω σοι 1 not to mention ମୁଁ ତୁମ୍ଭକୁ ସ୍ମରଣ କରାଇବା ଆବଶ୍ୟକ ନାହିଁ କିମ୍ବା “ତୁମ୍ଭେ ଜାଣି ସାରିଅଛ I” ପାଉଲ କହୁଛନ୍ତି ଯେ ସେ ଏହା ଫିଲୀମୋନଙ୍କୁ କହିବା ଆବଶ୍ୟକ ନାହିଁ, କିନ୍ତୁ ଯେକୌଣସି ପ୍ରକାରେ ତାହାଙ୍କୁ କହିବା ଜାରି ରଖିଛନ୍ତି I ଏହା ପାଉଲ ତାହାଙ୍କୁ କହୁଥିବା ସତ୍ୟତାକୁ ଗୁରୁତ୍ବାରୋପ କରେ I (ଦେଖ: [[rc://or/ta/man/translate/figs-irony]]) ପାଉଲ କହିଛନ୍ତି ଯେ ସେ ଏହା କହିବା
ସମୟରେ ଫିଲିମୋନଙ୍କୁ କିଛି କହିବେ ନାହିଁ

ପାଉଲ ଯାହା କହୁଛନ୍ତି ତାହାର ସତ୍ୟକୁ ଗୁରୁତ୍ୱ ଦେବା ପାଇଁ ଏହା
ଏକ ନମ୍ର ଉପାୟ ଅଟେ

ଯଦି ଆପଣଙ୍କ  ଭାଷା
ଏହିପରି ଉପମା ବ୍ୟବହାର କରେ ନାହିଁ

ତେବେ ଏକ ଅଧିକ ସ୍ୱାଭାବିକ ଅଭିବ୍ୟକ୍ତି
ବ୍ୟବହାର କରନ୍ତୁ

ବିକଳ୍ପ  ଅନୁବାଦ:

“ମୁଁ ତୁମ୍ଭକୁ ସ୍ମରଣ କରାଇବାର ଆବଶ୍ୟକତା ନାହିଁ” କିମ୍ବା “ତୁମ୍ଭେ ପୂର୍ବରୁ ଜାଣିଛ” (ଦେଖନ୍ତୁ:
[[rc://or/ta/man/translate/figs-irony]])
49 PHM 1 19 st7e figs-explicit σεαυτόν μοι προσοφείλεις 1 you owe me your own self ତୁମ୍ଭେ ନିଜେ ମୋ ନିକଟରେ ଚିରୠଣୀ ଅଟ I ପାଉଲ ସୂଚାଇ ଦେଉଛନ୍ତି ଯେ ଫିଲୀମୋନ ଏହା କହିବା ଉଚିତ ନୁହଁ ଯେ ଅନୀସିମ କିମ୍ବା ପାଉଲ ତାହାଙ୍କ ନିକଟରେ କୌଣସି ବିଷୟ ନିମନ୍ତେ ୠଣୀ ଥିଲେ, କାରଣ ଫିଲୀମୋନ ପାଉଲଙ୍କ ନିକଟରେ ଆହୁରି ଅଧିକ ୠଣୀ ଥିଲେ I ଫିଲୀମୋନ ପାଉଲଙ୍କ ନିକଟରେ ୠଣୀ ଥିବା ବିଷୟ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ମୋ ନିକଟରେ ଅଧିକ ୠଣୀ, କାରଣ ମୁଁ ତୁମ୍ଭର ଜୀବନକୁ ଉଦ୍ଧାର କରିଅଛି” କିମ୍ବା “ତୁମ୍ଭେ ମୋ ନିକଟରେ ତୁମ୍ଭ ଜୀବନର ୠଣୀ ଅଟ, କାରଣ ମୁଁ ତୁମ୍ଭକୁ ଯାହା କହିଲି, ତାହା ତୁମ୍ଭର ଜୀବନକୁ ଉଦ୍ଧାର କରିଅଛି” (ଦେଖ: [[rc://or/ta/man/translate/figs-explicit]]) ପାଉଲ ସୂଚାଇ ଦେଉଥିଲେ ଯେ ଅନିସିମ
କିମ୍ବା ପାଉଲ ଫିଲିମୋନଙ୍କ ନିକଟରେ ଯାହା ଋଣ କରିଥିଲେ

ତାହା ଫିଲିମୋନଙ୍କ ପାଉଲଙ୍କଠାରୁ ଅଧିକ ପରିମାଣରେ ବାତିଲ ହୋଇଯାଇଥିଲା

ଯାହା ଫିଲିମୋନଙ୍କ ନିଜ ଜୀବନ ଥିଲା

ଫିଲୀମୋନ ପାଉଲଙ୍କୁ ତାଙ୍କ ଜୀବନର ଋଣ କରିବାର କାରଣ ସ୍ପଷ୍ଟ କରାଯାଇପାରେ

ବିକଳ୍ପ  ଅନୁବାଦ: “ତୁମ୍ଭେ  ମୋତେ ତୁମ୍ଭର  ନିଜ ଜୀବନର ଋଣୀ ଅଟ” କିମ୍ବା “ତୁମ୍ଭେ ମୋହର ଅଧିକ ଋଣୀ
ହୋଇଅଛ କାରଣ ମୁଁ ତୁମ୍ଭର  ଜୀବନକୁ ଉଦ୍ଧାର କଲି”
କିମ୍ବା “ତୁମ୍ଭେ  ମୋତେ ତୁମ୍ଭର  ଜୀବନର ଋଣୀ ଅଟ କାରଣ ମୁଁ ତୁମ୍ଭକୁ ଯୀଶୁଙ୍କ ବିଷୟରେ ଜଣାଈଥିଲି”

(ଦେଖନ୍ତୁ:
[[rc://or/ta/man/translate/figs-explicit]])
50 PHM 1 20 j8lh figs-metaphor ἀνάπαυσόν μου τὰ σπλάγχνα ἐν Χριστῷ 1 refresh my heart in Christ ଏଠାରେ “ଆଶ୍ବାସ” ସାନ୍ତ୍ବନା ଓ ଉତ୍ସାହ ନିମନ୍ତେ ଏକ ରୂପକ ଅଟେ I ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଅନ୍ତରର ଅନୁଭୂତି, ଭାବନା ଓ ଆନ୍ତରିକ ପୁରୁଷ ନିମନ୍ତେ ଏକ ରୂପକ ଅଟେ I ପାଉଲ ତାହାଙ୍କର ହୃଦୟକୁ ଫିଲୀମୋନ ଆଶ୍ବାସ କରନ୍ତୁ ବୋଲି ଚାହୁଁଥିବା ବିଷୟକୁ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଆନୁବାଦରେ: “ଖ୍ରୀଷ୍ଟଙ୍କଠାରେ ମୋତେ ଉତ୍ସାହିତ କର” କିମ୍ବା “ଖ୍ରୀଷ୍ଟଙ୍କଠାରେ ମୋତେ ସାନ୍ତ୍ବନା ଦିଅ” କିଅବା “ଦୟାକରି ଅନୀସିମଙ୍କୁ ଗ୍ରହଣକରି ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ବାସ ଦିଅ”(ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-explicit]]) ଏଠାରେ **ସତେଜ** ଆରାମ କିମ୍ବା
ଉତ୍ସାହ ପାଇଁ ଏକ ରୂପକ ଅଟେ

ବିକଳ୍ପ ଅନୁବାଦ: “ମୋତେ ଉତ୍ସାହିତ କର” କିମ୍ବା “ମୋତେ ସାନ୍ତ୍ୱନା

ଦିଅ” (ଦେଖନ୍ତୁ:
[[rc://or/ta/man/translate/figs-metaphor]]
51 PHM 1 21 am1e figs-you 0 General Information: ଏଠାରେ “ତୁମ୍ଭର” ଓ “ତୁମ୍ଭେ” ଶବ୍ଦଗୁଡିକ ବହୁବଚନ ଅଟନ୍ତି ଓ ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-you]])
52 PHM 1 21 xpn6 0 Connecting Statement: ପାଉଲ ଆପଣା ପତ୍ରକୁ ସମାପ୍ତ କରି ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ମଣ୍ଡଳୀର ବିଶ୍ବାସୀମାନଙ୍କୁ ଆଶୀର୍ବାଦ କରୁଛନ୍ତି I
53 PHM 1 21 g6fx πεποιθὼς τῇ ὑπακοῇ σου 1 Confident about your obedience କାରଣ ମୁଁ ନିଶ୍ଚିତ ଯେ ମୁଁ ଯାହା ବିନତି କରୁଅଛି, ତାହା ତୁମ୍ଭେ କରିବ
54 PHM 1 22 bx62 ἅμα 1 At the same time ଆହୁରି ମଧ୍ୟ