Edit 'en_tn_58-PHM.tsv' using 'tc-create-app'

This commit is contained in:
Gayatri-Digal 2022-03-17 16:36:57 +00:00
parent 2e235ac76f
commit ead58946aa
1 changed files with 2 additions and 0 deletions

View File

@ -87,3 +87,5 @@ PHM 1 10 hnhz figs-explicit Ὀνήσιμον 1 **
ଅନୀସିମ

PHM 1 12 fdwn figs-metaphor τὰ ἐμὰ σπλάγχνα 1 my inward parts **ଏହା ମୋହର ହୃଦୟ ସ୍ୱରୂପ**
ବାକ୍ୟାଂଶ କାହା ବିଷୟରେ ଗଭୀର ଭାବନା ପାଇଁ ଏକ ରୂପକ ଅଟେ

ପାଉଲ ଅନୀସିମ ବିଷୟରେ ଏହା କହୁଥିଲେ

ବିକଳ୍ପ ଅନୁବାଦ: “ସେ ଜଣେ ସେହି ବ୍ୟକ୍ତି ଅଟେ ଯାହାକୁ ମୁଁ ଅତି
ପ୍ରେମ କରେ” କିମ୍ବା “ଏହି ବ୍ୟକ୍ତି ମୋ ପାଇଁ ଅତ୍ୟନ୍ତ ଖାସ୍ ଅଟେ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
PHM 1 12 yn1d figs-metonymy τὰ ἐμὰ σπλάγχνα 1 ଏଠାରେ

ହୃଦୟର ଅଂଶ** ଜଣେ ବ୍ୟକ୍ତିର ଭାବନାର ସ୍ଥାନ ପାଇଁ ସାଙ୍କେତିକ
ଅଟେ

ଯଦି ଆପଣଙ୍କର ଭାଷାର ସମାନ ବାକ୍ୟାଂଶ ଅଛି

ତେବେ ଏହାକୁ ବ୍ୟବହାର କରନ୍ତୁ

ଯଦି ନୁହେଁ

ସରଳ ଭାଷା ବ୍ୟବହାର କରନ୍ତୁ

ବିକଳ୍ପ ଅନୁବାଦ: “ମୋର ହୃଦୟ” କିମ୍ବା “ମୋର ମନ” କିମ୍ବା “ମୋର
ଗଭୀର ଭାବନା” (ଦେଖନ୍ତୁ:
[[rc://en/ta/man/translate/figs-metonymy]])
PHM 1 13 vver figs-explicit ἐν τοῖς δεσμοῖς τοῦ εὐαγγελίου 1 ପାଉଲ କାରାଗାରରେ ଥିଲେ କାରଣ
ସେ ସର୍ବସାଧାରଣରେ **ସୁସମାଚାର** ପ୍ରଚାର କରିଥିଲେ

ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରାଯାଇପାରେ

ବିକଳ୍ପ  ଅନୁବାଦ:
“ସେମାନେ ମୋତେ କାରାଗାରରେ ରଖିଲେ କାରଣ ମୁଁ ସୁସମାଚାର ପ୍ରଚାର କରେ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
PHM 1 14 fg6l figs-abstractnouns ἀλλὰ κατὰ ἑκούσιον. 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଏକ କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ଇଚ୍ଛା

ର ଧାରଣାକୁ ପ୍ରକାଶ କରିପାରିବେ

ବିକଳ୍ପ  ଅନୁବାଦ:
“କିନ୍ତୁ ତୁମ୍ଭେ  ଏହା କରିବାକୁ ଚାହୁଁଛ” କିମ୍ବା
“କିନ୍ତୁ ତୁମ୍ଭେ  ମୁକ୍ତ ଭାବରେ ଉଚିତ କାର୍ଯ୍ୟ କରିବାକୁ
ବାଛିଛ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
PHM 1 15 tcrd figs-activepassive τάχα γὰρ διὰ τοῦτο, ἐχωρίσθη πρὸς ὥραν, ἵνα 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରି ପାରିବେ

ବିକଳ୍ପ  ଅନୁବାଦ:
“ବୋଧହୁଏ ଯେଉଁ କାରଣରୁ ଈଶ୍ଵର  ଅନେସିମକୁ ତୁମ୍ଭଠାରୁ
କିଛି ସମୟ ପାଇଁ ଦୂରକଲେ ତାହା ହେଲା” (ଦେଖନ୍ତୁ:
[[rc://en/ta/man/translate/figs-activepassive]])

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
87 PHM 1 12 fdwn figs-metaphor τὰ ἐμὰ σπλάγχνα 1 my inward parts **ଏହା ମୋହର ହୃଦୟ ସ୍ୱରୂପ**
ବାକ୍ୟାଂଶ କାହା ବିଷୟରେ ଗଭୀର ଭାବନା ପାଇଁ ଏକ ରୂପକ ଅଟେ

ପାଉଲ ଅନୀସିମ ବିଷୟରେ ଏହା କହୁଥିଲେ

ବିକଳ୍ପ ଅନୁବାଦ: “ସେ ଜଣେ ସେହି ବ୍ୟକ୍ତି ଅଟେ ଯାହାକୁ ମୁଁ ଅତି
ପ୍ରେମ କରେ” କିମ୍ବା “ଏହି ବ୍ୟକ୍ତି ମୋ ପାଇଁ ଅତ୍ୟନ୍ତ ଖାସ୍ ଅଟେ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
88 PHM 1 12 yn1d figs-metonymy τὰ ἐμὰ σπλάγχνα 1 ଏଠାରେ

ହୃଦୟର ଅଂଶ** ଜଣେ ବ୍ୟକ୍ତିର ଭାବନାର ସ୍ଥାନ ପାଇଁ ସାଙ୍କେତିକ
ଅଟେ

ଯଦି ଆପଣଙ୍କର ଭାଷାର ସମାନ ବାକ୍ୟାଂଶ ଅଛି

ତେବେ ଏହାକୁ ବ୍ୟବହାର କରନ୍ତୁ

ଯଦି ନୁହେଁ

ସରଳ ଭାଷା ବ୍ୟବହାର କରନ୍ତୁ

ବିକଳ୍ପ ଅନୁବାଦ: “ମୋର ହୃଦୟ” କିମ୍ବା “ମୋର ମନ” କିମ୍ବା “ମୋର
ଗଭୀର ଭାବନା” (ଦେଖନ୍ତୁ:
[[rc://en/ta/man/translate/figs-metonymy]])
89 PHM 1 13 vver figs-explicit ἐν τοῖς δεσμοῖς τοῦ εὐαγγελίου 1 ପାଉଲ କାରାଗାରରେ ଥିଲେ କାରଣ
ସେ ସର୍ବସାଧାରଣରେ **ସୁସମାଚାର** ପ୍ରଚାର କରିଥିଲେ

ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରାଯାଇପାରେ

ବିକଳ୍ପ  ଅନୁବାଦ:
“ସେମାନେ ମୋତେ କାରାଗାରରେ ରଖିଲେ କାରଣ ମୁଁ ସୁସମାଚାର ପ୍ରଚାର କରେ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
90 PHM 1 14 fg6l figs-abstractnouns ἀλλὰ κατὰ ἑκούσιον. 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଏକ କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ଇଚ୍ଛା

ର ଧାରଣାକୁ ପ୍ରକାଶ କରିପାରିବେ

ବିକଳ୍ପ  ଅନୁବାଦ:
“କିନ୍ତୁ ତୁମ୍ଭେ  ଏହା କରିବାକୁ ଚାହୁଁଛ” କିମ୍ବା
“କିନ୍ତୁ ତୁମ୍ଭେ  ମୁକ୍ତ ଭାବରେ ଉଚିତ କାର୍ଯ୍ୟ କରିବାକୁ
ବାଛିଛ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
91 PHM 1 15 tcrd figs-activepassive τάχα γὰρ διὰ τοῦτο, ἐχωρίσθη πρὸς ὥραν, ἵνα 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ