1TI 1 6 j4z3 figs-metaphor τινες ἀστοχήσαντες 1 Some people have missed the mark ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ବାସ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ଲକ୍ଷ୍ୟ ସ୍ଥଳ, ଯେଉଁଠିକି ଆମ୍ଭମାନଙ୍କୁ ଲକ୍ଷ୍ୟ କରିବାକୁ ହେବ I ପାଉଲଙ୍କ କହିବାର ଅର୍ଥ ହେଉଛି ଯେ କେତେକ ଲୋକ ସେମାନଙ୍କ ବିଶ୍ବାସର ଉଦ୍ଦେଶ୍ୟକୁ ପୂରଣ କରୁନାହାନ୍ତି, ଯାହା କି ହେଉଛି ପ୍ରେମ ଏବଂ ଯାହା ବିଷୟରେ ସେ ଏବେ ୧:୫ ରେ ବୁଝାଇଛନ୍ତି I (ଦେଖ: [[rc://en/ta/man/translate/figs-metaphor]])
1TI 1 6 se38 figs-idiom ὧν ... ἐξετράπησαν 1 have turned away from these things ଏଠାରେ “ପଥଭ୍ରଷ୍ଟ” ଗୋଟିଏ ରୂଢ଼ି, ଯାହାର ଅର୍ଥ ସେମାନେ ଈଶ୍ବର ଦେଇଥିବା ଆଜ୍ଞା ମାନିବା ବନ୍ଦ କରିଦେଇଛନ୍ତି I (ଦେଖ: [[rc://en/ta/man/translate/figs-idiom]])
1TI 1 7 v28u νομοδιδάσκαλοι 1 teachers of the law ଏଠାରେ “ବ୍ୟବସ୍ଥା” ମୋଶାଙ୍କର ବ୍ୟବସ୍ଥାକୁ ବୁଝାଏ I
1TI 1 7 kz8x μὴ νοοῦντες 1 but they do not understand ଯଦିଓ ସେମାନେ ବୁଝନ୍ତି ନାହିଁ କିମ୍ବା “ଆଉ ତଥାପି ସେମାନେ ବୁଝନ୍ତି ନାହିଁ”
1TI 1 7 j2hc περὶ τίνων διαβεβαιοῦνται 1 what they so confidently affirm ଯାହା ସେମାନେ ଏତେ ଦୃଢ଼ଭାବରେ କହୁଛନ୍ତି ତାହା ସତ୍ୟ ଅଟେ
1TI 1 8 d6dz οἴδαμεν ὅτι καλὸς ὁ νόμος 1 we know that the law is good ଆମ୍ଭେମାନେ ବୁଝୁ ଯେ ବ୍ୟବସ୍ଥା ଉପକାରୀ ଅଟେ କିମ୍ବା “ଆମ୍ଭେମାନେ ବୁଝୁ ଯେ ବ୍ୟବସ୍ଥା ହିତଜନକ ଅଟେ”
1TI 1 8 r86g ἐάν τις αὐτῷ νομίμως χρῆται 1 if one uses it lawfully ଯଦି ଜଣେ ଲୋକ ଠିକ୍ ଭାବରେ ଏହା ବ୍ୟବହାର କରେ କିମ୍ବା “ଯଦି ଜଣେ ଲୋକ ଈଶ୍ବର ଚାହୁଁଥିବା ପ୍ରକାରେ ଏହା ବ୍ୟବହାର କରେ”
1TI 1 9 xs94 εἰδὼς τοῦτο 1 We know this କାରଣ ଆମ୍ଭେମାନେ ଏହା ଅନୁଭବ କରୁଅଛୁ କିମ୍ବା “ଆମ୍ଭେମାନେ ଏହା ମଧ୍ୟ ଜାଣୁ”
1TI 1 9 fq4i figs-activepassive ὅτι δικαίῳ νόμος οὐ κεῖται 1 that law is not made for a righteous man ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ ଈଶ୍ବର ଧାର୍ମିକ ଲୋକ ନିମନ୍ତେ ବ୍ୟବସ୍ଥା ସ୍ଥାପନ କରିନାହାନ୍ତି” (ଦେଖ: [[rc://en/ta/man/translate/figs-activepassive]])
1TI 1 9 dl5l figs-gendernotations δικαίῳ 1 a righteous man ଏଠାରେ “ଲୋକ” ଉଭୟ ପୁରୁଷ ଓ ସ୍ତ୍ରୀଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଜଣେ ଧାର୍ମିକ ବ୍ୟକ୍ତି” କିମ୍ବା “ଜଣେ ଉତ୍ତମ ବ୍ୟକ୍ତି” (ଦେଖ: [[rc://en/ta/man/translate/figs-gendernotations]])
1TI 1 9 ci94 figs-activepassive κεῖται 1 It is made ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ବ୍ୟବସ୍ଥା ସ୍ଥାପନ କଲେ” (ଦେଖ: [[rc://en/ta/man/translate/figs-activepassive]])
1TI 2 2 g4va figs-doublet ἤρεμον καὶ ἡσύχιον βίον 1 a peaceful and quiet life ଏଠାରେ “ଶାନ୍ତି” ଓ “ନିର୍ବିଘ୍ନ”ର ଅର୍ଥ ସମାନ ଅଟେ I ପାଉଲ ଚାହାନ୍ତି ଯେ ସମସ୍ତ ବିଶ୍ବାସୀମାନେ ଅଧିକାରୀମାନଙ୍କଠାରୁ କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ଶାନ୍ତିରେ ଜୀବନ ଯାପନ କରନ୍ତୁ I (ଦେଖ: [[rc://en/ta/man/translate/figs-doublet]])
1TI 2 2 pb58 ἐν πάσῃ εὐσεβείᾳ καὶ σεμνότητι 1 in all godliness and dignity ତାହା ଈଶ୍ବରଙ୍କୁ ସମ୍ଭ୍ରମ କରେ ଓ ଅନ୍ୟଲୋକମାନେ ସମ୍ମାନ ଦିଅନ୍ତି
1TI 2 4 i3ze figs-activepassive ὃς πάντας ἀνθρώπους θέλει σωθῆναι, καὶ εἰς ἐπίγνωσιν ἀληθείας ἐλθεῖν 1 He desires all people to be saved and to come to the knowledge of the truth ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସମସ୍ତଲୋକଙ୍କୁ ପରିତ୍ରାଣ କରିବାକୁ ଓ ସେମାନେ ସତ୍ୟ ଜ୍ଞାନ ନିକଟକୁ ଆସନ୍ତୁ ବୋଲି ଚାହାନ୍ତି I (ଦେଖ: [[rc://en/ta/man/translate/figs-activepassive]])
1TI 2 4 n26m figs-metaphor εἰς ἐπίγνωσιν ἀληθείας ἐλθεῖν 1 to come to the knowledge of the truth ପାଉଲ ଈଶ୍ବରଙ୍କ ବିଷୟରେ ସତ୍ୟତା ଶିକ୍ଷାକରିବା ସମ୍ବନ୍ଧରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ସ୍ଥାନ, ଯେଉଁଠିକି ଲୋକମାନଙ୍କୁ ଅଣାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ସତ୍ୟ, ତାହା ଜାଣିବା ଓ ଗ୍ରହଣ କରିବା ନିମନ୍ତେ” (ଦେଖ: [[rc://en/ta/man/translate/figs-metaphor]])
1TI 2 5 t666 εἷς ... μεσίτης Θεοῦ καὶ ἀνθρώπων 1 one mediator for God and man ଜଣେ ମଧ୍ୟସ୍ଥି ହେଉଛନ୍ତି ଏପରି ଏକ ବ୍ୟକ୍ତି, ଯେ କି ପରସ୍ପର ସହିତ ଏକମତ ହୋଇପାରୁ ନ ଥିବା ଦୁଇ ପକ୍ଷ ମଧ୍ୟରେ ଏକ ଶାନ୍ତିପୂର୍ଣ୍ଣ ରାଜିନାମା ଆଣିବାରେ ସାହାଯ୍ୟ କରନ୍ତି I ଏଠାରେ ଯୀଶୁ ପାପୀମାନଙ୍କୁ ଈଶ୍ବରଙ୍କ ସହିତ ଏକ ଶାନ୍ତିପୂର୍ଣ୍ଣ ସମ୍ପର୍କରେ ପ୍ରବେଶ କରିବା ନିମନ୍ତେ ସାହାଯ୍ୟ କରନ୍ତି I
1TI 2 6 u8r1 δοὺς ἑαυτὸν 1 gave himself ଆପଣା ଇଚ୍ଛାରେ ମୃତ୍ୟୁଭୋଗ କଲେ
1TI 2 6 vz12 ἀντίλυτρον 1 as a ransom ମୁକ୍ତିର ମୂଲ୍ୟ ସ୍ବରୂପେ କିମ୍ବା “ମୁକ୍ତି ପ୍ରାପ୍ତି ନିମନ୍ତେ ପ୍ରାୟଶ୍ଚିତ୍ତ ସ୍ବରୂପେ”
1TI 2 6 fm1c figs-explicit τὸ μαρτύριον καιροῖς ἰδίοις 1 as the testimony at the right time "ଈଶ୍ବର ସମସ୍ତଲୋକମାନଙ୍କୁ ପରିତ୍ରାଣ କରିବାକୁ ଚାହାନ୍ତି ବୋଲି ରହିଥିବା ସାକ୍ଷ୍ୟକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: ""ଈଶ୍ବର ଯେ ସମସ୍ତଲୋକମାନଙ୍କୁ ପରିତ୍ରାଣ କରିବାକୁ ଚାହାନ୍ତି ଏହା ଉପଯୁକ୍ତ ସମୟରେ ଏକ ପ୍ରମାଣ ଅଟେ” (ଦେଖ: [[rc://en/ta/man/translate/figs-explicit]])"
1TI 2 6 fq7r καιροῖς ἰδίοις 1 at the right time ଏହାର ଅର୍ଥ ହେଉଛି ଯେ ଏହା ଈଶ୍ବର ମନୋନୀତ କରିଥିବା ଉପଯୁକ୍ତ ସମୟ I
1TI 2 7 qxv9 εἰς ὃ 1 For this purpose ସେଥିସକାଶେ କିମ୍ବା “ଏହି କାରଣରୁ”
1TI 2 7 iz4y figs-activepassive ἐτέθην ἐγὼ κῆρυξ καὶ ἀπόστολος. 1 I myself, was made a herald and an apostle ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ମୋତେ, ପାଉଲଙ୍କୁ ଜଣେ ପ୍ରଚାରକ ଓ ପ୍ରେରିତ କରିଅଛନ୍ତି” (ଦେଖ: [[rc://en/ta/man/translate/figs-activepassive]])
1TI 2 7 h18q figs-hendiadys διδάσκαλος ἐθνῶν ἐν πίστει καὶ ἀληθείᾳ 1 I am a teacher of the Gentiles in faith and truth "ମୁଁ ବିଜାତିମାନଙ୍କୁ ବିଶ୍ବାସ ଓ ସତ୍ୟ ସମ୍ବନ୍ଧୀୟ ଶିକ୍ଷା ଦେଉଅଛି I ଏଠାରେ ପାଉଲ ହୁଏତ “ବିଶ୍ବାସ” ଓ “ସତ୍ୟ”କୁ ବ୍ୟବହାର କରି ଗୋଟିଏ ଚିନ୍ତାଧାରା ପ୍ରକାଶ କରୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ ବିଜାତିମାନଙ୍କୁ ସତ୍ୟ ବିଶ୍ବାସ ସମ୍ବନ୍ଧରେ ଶିକ୍ଷା ଦେଉଅଛି” (ଦେଖ: [[rc://en/ta/man/translate/figs-hendiadys]])
1TI 3 2 qnq9 δεῖ ... εἶναι ... νηφάλιον, σώφρονα, κόσμιον, φιλόξενον 1 He must be moderate, sensible, orderly, and hospitable ସେ ମିତଭୋଗୀ, ସୁବୁଦ୍ଧି, ସଦାଚାରୀ ଓ ଆତିଥ୍ୟ ପ୍ରିୟ ହେବା ଆବଶ୍ୟକ I
1TI 3 3 c2c7 μὴ πάροινον, μὴ πλήκτην, ἀλλὰ ἐπιεικῆ, ἄμαχον 1 He must not be addicted to wine, not a brawler, but instead, gentle, peaceful ସେ ମଦ୍ୟପାୟୀ, ବିବାଦପ୍ରିୟ କି ତର୍କପ୍ରିୟ ନ ହୋଇ ମୃଦୁଶୀଳ ଓ ଶାନ୍ତିପ୍ରିୟ ହେବା ଆବଶ୍ୟକ I
1TI 3 3 pc2g ἀφιλάργυρον 1 a lover of money ଅର୍ଥଲୋଭୀ
1TI 3 4 a8gu προϊστάμενον 1 He should manage ସେ ନେତୃତ୍ବ ନେବା ଆବଶ୍ୟକ କିମ୍ବା “ସେ ଯତ୍ନ ନେବା ଆବଶ୍ୟକ”
1TI 3 11 xyc9 γυναῖκας ὡσαύτως 1 Women in the same way ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସ୍ତ୍ରୀମାନେ” ସେବକମାନଙ୍କ ସ୍ତ୍ରୀମାନଙ୍କୁ ବୁଝାଏ କିମ୍ବା ୨) “ସ୍ତ୍ରୀମାନେ” ମହିଳା ସେବିକାମାନଙ୍କୁ ବୁଝାଏ I
1TI 3 15 z9z8 ἐὰν δὲ βραδύνω 1 But if I delay କିନ୍ତୁ ଯଦି ମୁଁ ସେଠାକୁ ଶୀଘ୍ର ଯାଇ ପାରିବି ନାହିଁ କିମ୍ବା “କିନ୍ତୁ ଯଦି ମୋତେ ସେଠାରେ ଶୀଘ୍ର ପହଞ୍ଚିବାପାଇଁ କୌଣସି ବିଷୟ ଅଟକାଏ”
1TI 3 15 p9u4 figs-metaphor ἵνα εἰδῇς πῶς δεῖ ἐν οἴκῳ Θεοῦ ἀναστρέφεσθαι 1 so that you may know how to behave in the household of God ପାଉଲ ବିଶ୍ବାସୀମାନଙ୍କ ଦଳ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପରିବାର I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପାଉଲ କେବଳ ମଣ୍ଡଳୀରେ ତୀମଥିଙ୍କ ବ୍ୟବହାରକୁ ଉଲ୍ଲେଖ କରୁଛନ୍ତି I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେ ଈଶ୍ବରଙ୍କ ପରିବାରର ଜଣେ ସଦସ୍ୟଭାବରେ କିପରି ଆଚରଣ କରିବାକୁ ହୁଏ, ଜାଣିପାରିବ” କିମ୍ବା ୨) ପାଉଲ ସାଧାରଣଭାବରେ ସମସ୍ତ ବିଶ୍ବାସୀମାନଙ୍କ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ଯେପରି ତୁମେ ସମସ୍ତେ ଜାଣିପାରିବ ଯେ ଈଶ୍ବରଙ୍କ ପରିବାରର ସଦସ୍ୟଭାବରେ କିପରି ଆଚରଣ କରିବାକୁ ହୁଏ” (ଦେଖ: [[rc://en/ta/man/translate/figs-metaphor]])
1TI 3 15 wzk3 figs-distinguish οἴκῳ Θεοῦ ... ἥτις ἐστὶν ἐκκλησία Θεοῦ ζῶντος 1 household of God, which is the church of the living God ଈଶ୍ବରଙ୍କ ଗୃହ ଅର୍ଥାତ୍ ମଣ୍ଡଳୀ ଓ ଯାହା ମଣ୍ଡଳୀ ନୁହେଁ, ତହିଁ ମଧ୍ୟରେ ଥିବା ପାର୍ଥକ୍ୟକୁ ନ ଦର୍ଶାଇ ଏହି ବାକ୍ୟାଂଶଟି ଆମ୍ଭମାନଙ୍କୁ “ଈଶ୍ବରଙ୍କ ଗୃହ” ବିଷୟରେ ସୂଚନା ଦିଏ I ଏହାକୁ ଗୋଟିଏ ନୂଆ ବାକ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଗୃହ I ଯେଉଁମାନେ ଈଶ୍ବରଙ୍କ ପରିବାରର ଅଟନ୍ତି, ସେମାନେ ଜୀବିତ ଈଶ୍ବରଙ୍କ ବିଶ୍ବାସୀମାନଙ୍କ ସମ୍ପ୍ରଦାୟର ଅଟନ୍ତି” (ଦେଖ: [[rc://en/ta/man/translate/figs-distinguish]])
1TI 3 15 cd5r figs-metaphor ἥτις ἐστὶν ἐκκλησία Θεοῦ ζῶντος στῦλος καὶ ἑδραίωμα τῆς ἀληθείας 1 which is the church of the living God, the pillar and support of the truth ଖ୍ରୀଷ୍ଟଙ୍କ ବିଷୟକ ସତ୍ୟ ପ୍ରତି ସାକ୍ଷ୍ୟ ବହନ କରୁଥିବା ବିଶ୍ବାସୀମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଗୋଟିଏ ସ୍ତମ୍ଭ ଓ ଭିତ୍ତିମୂଳ ସ୍ବରୂପେ ଗୃହକୁ ଧରିରଖିଛନ୍ତି I ଏହାକୁ ଗୋଟିଏ ନୂଆ ବାକ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଜୀବିତ ଈଶ୍ବରଙ୍କ ମଣ୍ଡଳୀ I ଆଉ, ଈଶ୍ବରଙ୍କ ସତ୍ୟକୁ ପାଳନକରି ଓ ଶିକ୍ଷାଦେଇ, ଗୋଟିଏ ସ୍ତମ୍ଭ ଓ ଭିତ୍ତିମୂଳ ଯେପରି ଗୃହକୁ ଧରିରଖେ, ସେପରି ଏହି ସଦସ୍ୟମାନେ ସତ୍ୟକୁ ଧରିରଖନ୍ତି I (ଦେଖ: [[rc://en/ta/man/translate/figs-metaphor]])
1TI 3 15 sg64 Θεοῦ ζῶντος 1 the living God ଯେପରି USTରେ ଲେଖାଅଛି, ସେପରି ଏଠାରେ ଏହି ଭାବଟି ବୋଧହୁଏ ଈଶ୍ବରଙ୍କ ବିଷୟରେ କହୁଛି ଯେ ସେ ସମସ୍ତଙ୍କୁ ଜୀବନ ଦିଅନ୍ତି I
1TI 3 16 ak8w ὁμολογουμένως 1 We all agree କେହି ଅଗ୍ରାହ୍ୟ କରିପାରିବେ ନାହିଁ
1TI 3 16 w473 μέγα ἐστὶν τὸ τῆς εὐσεβείας μυστήριον 1 that the mystery of godliness is great ଈଶ୍ବର ପ୍ରକାଶ କରିଥିବା ସତ୍ୟ ମହାନ୍ ଅଟେ
1TI 3 16 y8sp writing-poetry ὃς ἐφανερώθη ... ἀνελήμφθη ἐν δόξῃ 1 He appeared ... up in glory ଏହା ଅଧିକ ସମ୍ଭବ ଯେ ପାଉଲ ଗୋଟିଏ ଗୀତ ବା ପଦ୍ୟକୁ ଉଦ୍ଧୃତ କରୁଛନ୍ତି I ଯଦି ତୁମ ଭାଷାରେ ଏହା ଗୋଟିଏ ପଦ୍ୟ ଭଳି ସୂଚାଉଛି, ତେବେ ତୁମେ ତାହା ଏଠାରେ ବ୍ୟବହାର କରିପାର I ଯଦି ନାହିଁ, ଏହାକୁ ତୁମେ ପଦ୍ୟଭାବରେ ନ କରି ସାଧାରଣ ଗଦ୍ୟଭାବରେ ଅନୁବାଦ କରି ପାରିବ I (ଦେଖ: [[rc://en/ta/man/translate/writing-poetry]])
1TI 3 16 m4xi ὃς ἐφανερώθη 1 He appeared ଏଠାରେ “ସେ” ଦ୍ବନ୍ଦମୂଳକ ଅଟେ I ଏହା “ଈଶ୍ବର” କିମ୍ବା “ଖ୍ରୀଷ୍ଟ”ଙ୍କୁ ବୁଝାଇପାରେ I ଏହାକୁ “ସେ” ବୋଲି ଅନୁବାଦ କରିବା ସବୁଠାରୁ ଭଲ ହୋଇପାରେ I ଯଦି ତୁମେ ଅଧିକ ନିର୍ଦ୍ଦିଷ୍ଟ ହେବାକୁ ଚାହୁଁଛ, ତେବେ ତୁମେ ଏହାକୁ “ଖ୍ରୀଷ୍ଟ, ଯେ କି ଈଶ୍ବର” ବା “ଖ୍ରୀଷ୍ଟ” ବୋଲି ଅନୁବାଦ କରିପାରିବ I
1TI 3 16 rqp6 figs-metonymy ἐν σαρκί 1 in the flesh ପାଉଲ ଏଠାରେ “ଦେହବନ୍ତ” ବ୍ୟବହାର କରି ଜଣେ ମନୁଷ୍ୟକୁ ବୁଝାଉଛନ୍ତି I ବିକଳ୍ପ ଅନୁବାଦ: “ଜଣେ ପ୍ରକୃତ ମନୁଷ୍ୟଭାବରେ” (ଦେଖ: [[rc://en/ta/man/translate/figs-metonymy]])
1TI 3 16 gm36 figs-activepassive ἐδικαιώθη ἐν Πνεύματι 1 was vindicated by the Spirit ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା ପ୍ରମାଣିତ କଲେ ଯେ ସେ ଯାହା ବୋଲି ଆପଣାକୁ କହିଥିଲେ, ସେ ତାହା ଅଟନ୍ତି” (ଦେଖ: [[rc://en/ta/man/translate/figs-activepassive]])
1TI 3 16 fn1k figs-activepassive ὤφθη ἀγγέλοις 1 was seen by angels ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଦୂତମାନେ ତାହାଙ୍କୁ ଦେଖିଲେ” (ଦେଖ: [[rc://en/ta/man/translate/figs-activepassive]])
1TI 3 16 c3wx figs-activepassive ἐκηρύχθη ἐν ἔθνεσιν 1 was proclaimed among nations ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅନେକ ଜାତିର ଲୋକମାନେ ଅନ୍ୟମାନଙ୍କୁ ତାହାଙ୍କ ବିଷୟରେ କହିଲେ” (ଦେଖ: [[rc://en/ta/man/translate/figs-activepassive]])
1TI 3 16 h9mb figs-activepassive ἐπιστεύθη ἐν κόσμῳ 1 was believed on in the world ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଜଗତର ଅନେକ ଅଂଶରେ ଲୋକମାନେ ତାହାଙ୍କଠାରେ ବିଶ୍ବାସ କଲେ” (ଦେଖ: [[rc://en/ta/man/translate/figs-activepassive]])
1TI 3 16 jz11 figs-activepassive ἀνελήμφθη ἐν δόξῃ 1 was taken up in glory ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପିତା ଈଶ୍ବର ତାହାଙ୍କୁ ଗୌରବରେ ସ୍ବର୍ଗକୁ ନେଲେ” (ଦେଖ: [[rc://en/ta/man/translate/figs-activepassive]])
1TI 4 4 dv4s figs-activepassive πᾶν κτίσμα Θεοῦ καλόν 1 everything created by God is good ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସୃଷ୍ଟି କରିଥିବା ସମସ୍ତ ବିଷୟ ଉତ୍ତମ ଅଟେ” (ଦେଖ: [[rc://en/ta/man/translate/figs-activepassive]])
1TI 4 4 a15j figs-activepassive οὐδὲν ἀπόβλητον μετὰ εὐχαριστίας λαμβανόμενον 1 Nothing that we take with thanksgiving is to be rejected ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁସମସ୍ତ ବିଷୟପାଇଁ ଆମ୍ଭେମାନେ ଈଶ୍ବରଙ୍କୁ ଧନ୍ୟବାଦ ଦେଇଥାଉ, ସେସବୁକୁ ଆମ୍ଭେମାନେ ମନା କରିବା ଉଚିତ ନୁହେଁ” କିମ୍ବା “ଆମ୍ଭେମାନେ ଧନ୍ୟବାଦ ସହ ଭୋଜନ କରୁଥିବା ସମସ୍ତ ବିଷୟ ଗ୍ରହଣଯୋଗ୍ୟ ଅଟେ” (ଦେଖ: [[rc://en/ta/man/translate/figs-activepassive]])
1TI 4 5 y2lc figs-hendiadys ἁγιάζεται ... διὰ λόγου Θεοῦ καὶ ἐντεύξεως 1 it is sanctified by the word of God and prayer ଏଠାରେ ଗୋଟିଏ ଚିନ୍ତାଧାରାକୁ ଏକତ୍ର ପ୍ରକାଶ କରିବାପାଇଁ “ଈଶ୍ବରଙ୍କ ବାକ୍ୟ” ଓ “ପ୍ରାର୍ଥନା”କୁ ବ୍ୟବହାର କରାଯାଇଛି I ଈଶ୍ବର ପ୍ରକାଶ କରିଥିବା ସତ୍ୟତା ସହିତ ପ୍ରାର୍ଥନା ଏକମତ ଅଟେ I ବିକଳ୍ପ ଅନୁବାଦ: “ତାହାଙ୍କ ବାକ୍ୟ ସହିତ ଏକମତ ହୋଇ ପ୍ରାର୍ଥନା ଦ୍ବାରା ଏହା ଉତ୍ସର୍ଗୀକୃତ ଅଟେ” (ଦେଖ: [[rc://en/ta/man/translate/figs-hendiadys]])
1TI 4 5 m5mb figs-activepassive ἁγιάζεται 1 it is sanctified ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଏହାକୁ ପବିତ୍ର କରୁଅଛୁ” କିମ୍ବା “ଆମ୍ଭେମାନେ ଏହାକୁ ପୃଥକ୍ କରିଅଛୁ” (ଦେଖ: [[rc://en/ta/man/translate/figs-activepassive]])
1TI 4 5 fhd6 figs-metonymy λόγου Θεοῦ 1 word of God ଏଠାରେ “ବାକ୍ୟ” ଈଶ୍ବରଙ୍କ ସମ୍ବାଦକୁ ବା ସେ ପ୍ରକାଶ କରିଥିବା ବିଷୟକୁ ବୁଝାଏ I (ଦେଖ: [[rc://en/ta/man/translate/figs-metonymy]])
1TI 4 6 ks5x figs-metaphor ταῦτα ὑποτιθέμενος τοῖς ἀδελφοῖς 1 If you place these things before the brothers ପାଉଲ ଆପଣା ଶିକ୍ଷା ବିଷୟରେ କହନ୍ତି ଯେ ସତେ ଯେପରି ଏହା ପଦାର୍ଥ, ଯାହା ଶାରୀରିକ ଭାବରେ ବିଶ୍ବାସୀମାନଙ୍କୁ ଦିଆଯାଇପାରିବ I ଏଠାରେ, ଶିକ୍ଷା ଦେବାର ଅର୍ଥ ପରାମର୍ଶ ଦେବା ବା ସ୍ମରଣ କରାଇବା I ବିକଳ୍ପ ଅନୁବାଦ: “ଯଦି ତୁମେ ବିଶ୍ବାସୀମାନଙ୍କୁ ଏହି ସବୁ ବିଷୟ ସ୍ମରଣ କରିବାକୁ ସାହାଯ୍ୟ କର” (ଦେଖ: [[rc://en/ta/man/translate/figs-metaphor]])
1TI 4 6 hfx3 ταῦτα 1 these things ଏହା [୧ ତୀମଥି ୩”୧୬](../03/16.md)ରେ ଆରମ୍ଭ ହୋଇଥିବା ଶିକ୍ଷାକୁ ବୁଝାଏ I
1TI 4 6 h6qr figs-gendernotations τοῖς ἀδελφοῖς 1 the brothers ଏହା ପୁରୁଷ ଓ ସ୍ତ୍ରୀ ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-gendernotations]])
1TI 4 6 f8vs figs-metaphor ἐντρεφόμενος τοῖς λόγοις τῆς πίστεως, καὶ τῆς καλῆς διδασκαλίας ᾗ παρηκολούθηκας 1 you are being nourished by the words of faith and by the good teaching that you have followed ପାଉଲ ଈଶ୍ବରଙ୍କ ବାକ୍ୟ ଓ ତାହାର ଶିକ୍ଷା ବିଷୟରେ କହନ୍ତି ଯେ ସତେ ଯେପରି ଏହା ତୀମଥିଙ୍କୁ ଶାରୀରିକ ଭାବରେ ଭୋଜନ କରାଇ ତାହାଙ୍କୁ ପରିପୁଷ୍ଟ କରିବ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ପାଳନ କରୁଥିବା ବିଶ୍ବାସର ବାକ୍ୟ ଓ ଉତ୍ତମ ଶିକ୍ଷା ତୁମ୍ଭକୁ ଅଧିକ ଭାବରେ ଖ୍ରୀଷ୍ଟଙ୍କଠାରେ ଭରସା କରିବାକୁ ଦେଉଅଛି” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])
1TI 4 6 ny78 λόγοις τῆς πίστεως 1 words of faith ଲୋକମାନଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଉଥିବା ବାକ୍ୟ
1TI 4 7 th4i βεβήλους καὶ γραώδεις μύθους 1 worldly stories loved by old women "ଅସାର କାହାଣୀ ଓ ବୃଦ୍ଧା ସ୍ତ୍ରୀମାନଙ୍କ କାହାଣୀ I “କାହାଣୀ” ପାଇଁ ବ୍ୟବହାର କରାଯାଇଥିବା ଶବ୍ଦ [୧ ତୀମଥି ୧:୪](../01/04.md)ର “କଳ୍ପିତ ଗଳ୍ପ” ଶବ୍ଦ ସହିତ ସମାନ I ତେଣୁ ତୁମେ ଏହାକୁ ଏଠାରେ ସେହିପରି ଅନୁବାଦ କରିବା ଉଚିତ I
1TI 4 7 elk7 figs-metaphor καὶ γραώδεις 1 loved by old women ଏହା ସମ୍ଭବତଃ ଏହି ଭାବ ଯାହାର ଅର୍ଥ “ନିର୍ବୋଧତା” ବା “ଅଯୌକ୍ତିକ” ଅଟେ I ପାଉଲ “ବୃଦ୍ଧା ସ୍ତ୍ରୀ”ବୋଲି ଉଲ୍ଲେଖକରି ଇଚ୍ଛାକୃତଭାବରେ ସ୍ତ୍ରୀମାନଙ୍କୁ ଅପମାନିତ କରୁନାହାନ୍ତି I ତା’ ପରିବର୍ତ୍ତେ, ସେ ଓ ତାହାଙ୍କର ଶ୍ରୋତାମାନେ ଜାଣିଥିଲେ ଯେ ପୁରୁଷମାନେ ସ୍ତ୍ରୀମାନଙ୍କଠାରୁ କମ୍ ବୟସରେ ମୃତ୍ୟୁଭୋଗ କରନ୍ତି I ତେଣୁ ପୁରୁଷମାନଙ୍କ ଅପେକ୍ଷା ଅଧିକ ସ୍ତ୍ରୀମାନେ ଅଛନ୍ତି, ଯେଉଁମାନଙ୍କର ମନ ବୟସାଧିକ ସକାଶୁ ଦୁର୍ବଳ ଅଟେ I (ଦେଖ: [[rc://en/ta/man/translate/figs-metaphor]])
1TI 5 1 enp9 figs-simile ὡς πατέρα ... ὡς ἀδελφούς 1 as if he were a father ... as brothers ପାଉଲ ଏହି ଉପମାଗୁଡିକ ବ୍ୟବହାରକରି ତୀମଥିଙ୍କୁ କହୁଛନ୍ତି ଯେ ସେ ସହବିଶ୍ବାସୀମାନଙ୍କୁ ନିଷ୍କପଟ ପ୍ରେମ ଓ ସମ୍ମାନର ସହିତ ବ୍ୟବହାର କରିବା ଉଚିତ I (ଦେଖ: [[rc://en/ta/man/translate/figs-simile]])
1TI 5 6 p5hi ζῶσα 1 is still alive ଏହା ଶାରୀରିକ ଜୀବନକୁ ବୁଝାଏ I
1TI 5 7 qw6m ταῦτα παράγγελλε 1 Give these instructions ଏହି ସମସ୍ତ ଆଜ୍ଞା ଦିଅ
1TI 5 7 a13p ἵνα ἀνεπίλημπτοι ὦσιν 1 so that they may be blameless ଯେପରି କେହି ସେମାନଙ୍କଠାରେ ଦୋଷ ପାଇବ ନାହିଁ I “ସେମାନେ”ର ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଏହି ବିଧବାମାନେ ଓ ସେମାନଙ୍କ ପରିବାରଗୁଡିକ” କିମ୍ବା ୨) “ବିଶ୍ବାସୀମାନେ I” “ସେମାନେ” ବୋଲି କହିବା ସବୁଠାରୁ ଭଲ ହେବ I
1TI 5 8 p7h2 τις τῶν ἰδίων καὶ μάλιστα οἰκείων οὐ προνοεῖ 1 does not provide for his own relatives, especially for those of his own household ଯେ ଆପଣା ଆତ୍ମୀୟମାନଙ୍କର, ବିଶେଷକରି ଆପଣା ଗୃହରେ ବାସ କରୁଥିବା ସଦସ୍ୟମାନଙ୍କର ଆବଶ୍ୟକତା ପୁରଣ କରେ ନାହିଁ
1TI 5 8 y645 τὴν πίστιν ἤρνηται 1 he has denied the faith ସେ ଆମ୍ଭେମାନେ ବିଶ୍ବାସ କରୁଥିବା ସତ୍ୟର ବିପରୀତ କାର୍ଯ୍ୟ କରେ
1TI 5 8 evm7 ἔστιν ἀπίστου χείρων 1 is worse than an unbeliever "ସେ ଯୀଶୁଙ୍କଠାରେ ବିଶ୍ବାସ କରୁ ନ ଥିବା ଲୋକଠାରୁ ଅଧମ ଅଟେ I ପାଉଲଙ୍କ କହିବାର ଅର୍ଥ ହେଉଛି ଯେ ଏହି ଲୋକ ଅବିଶ୍ବାସୀଠାରୁ ମଧ୍ୟ ଅଧମ ଅଟେ, କାରଣ ଏପରିକି ଅବିଶ୍ବାସୀମାନେ ସେମାନଙ୍କ ଆତ୍ମୀୟମାନଙ୍କର ଯତ୍ନ ନିଅନ୍ତି I ତେଣୁ, ଜଣେ ବିଶ୍ବାସୀ ନିଶ୍ଚିତଭାବରେ ଆପଣା ଆତ୍ମୀୟମାନଙ୍କ ଯତ୍ନନେବା ଉଚିତ I
1TI 5 9 s8ql χήρα καταλεγέσθω 1 be enrolled as a widow ଜଣାପଡୁଛି, ଲିଖିତ ହେଉ ବା ନ ହେଉ, ବିଧବାମାନଙ୍କର ଗୋଟିଏ ତାଲିକା ଥିଲା I ମଣ୍ଡଳୀର ସଦସ୍ୟମାନେ ଏହି ସ୍ତ୍ରୀ ଲୋକମାନଙ୍କ ଆଶ୍ରୟ, ବସ୍ତ୍ର ଓ ଖାଦ୍ୟର ଆବଶ୍ୟକତା ପୂର୍ଣ୍ଣ କରୁଥିଲେ ଓ ଏହି ସ୍ତ୍ରୀ ଲୋକମାନେ ଖ୍ରୀଷ୍ଟିୟ ସମ୍ପ୍ରଦାୟର ସେବାରେ ଜୀବନ କାଟିବା ଆଶା କରାଯାଉଥିଲା I
1TI 5 9 i27x translate-numbers μὴ ἔλαττον ἐτῶν ἑξήκοντα 1 who is not younger than sixty ପାଉଲ ୫:୧୧-୧୬ ରେ ବୁଝାଇଥିବା ପ୍ରକାରେ, ୬୦ ବର୍ଷରୁ କମ୍ ବୟସର ବିଧବାମାନେ ପୁନର୍ବିବାହ କରିପାରିବେ I ଅତଏବ, ଖ୍ରୀଷ୍ଟିୟ ସମ୍ପ୍ରଦାୟ କେବଳ ୬୦ ବର୍ଷରୁ ଅଧିକ ବୟସର ବିଧବାମାନଙ୍କର ଯତ୍ନ ନେବେ I (ଦେଖ: [[rc://en/ta/man/translate/translate-numbers]])
1TI 5 9 q9dj γεγονυῖα ἑνὸς ἀνδρὸς γυνή 1 a wife of one husband ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେ ସର୍ବଦା ଆପଣା ସ୍ବାମୀ ପ୍ରତି ବିଶ୍ବସ୍ତ ରହିଛି କିମ୍ବା ୨) ସେ ଆପଣା ସ୍ବାମୀକୁ ଛାଡପତ୍ର ଦେଇ ଅନ୍ୟ ଜଣେ ପୁରୁଷକୁ ବିବାହ କରିନାହିଁ I
1TI 5 10 l8nm figs-activepassive ἐν ἔργοις καλοῖς μαρτυρουμένη 1 She must be known for good deeds ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକେ ତାହାର ସତ୍କର୍ମ ବିଷୟରେ ସମର୍ଥନ ଦେବାକୁ ସକ୍ଷମ ହୋଇ ପାରୁଥିବେ” (ଦେଖ: [[rc://en/ta/man/translate/figs-activepassive]])
1TI 5 10 mik7 ἐξενοδόχησεν 1 has been hospitable to strangers ସେ ଆପଣା ଗୃହରେ ଆତିଥ୍ୟସତ୍କାର କରିଅଛି"
1TI 5 10 h96j παντὶ ἔργῳ ἀγαθῷ ἐπηκολούθησεν 1 has been devoted to every good work ସବୁ ପ୍ରକାର ସତ୍କର୍ମରେ ଉଦ୍ଜୋଗୀ ହୋଇଅଛି
1TI 5 11 rv5h νεωτέρας δὲ χήρας παραιτοῦ 1 But as for younger widows, refuse to enroll them in the list "କିନ୍ତୁ ଏହି ତାଲିକାରେ ଯୁବତୀ ବିଧବାମାନଙ୍କୁ ଯୋଗ କର ନାହିଁ I ୬୦ ବର୍ଷରୁ ଅଧିକ ବୟସର ବିଧବାମାନଙ୍କୁ ତାଲିକାଭୁକ୍ତ କର, ଯେଉଁମାନଙ୍କୁ ଖ୍ରୀଷ୍ଟିୟ ସମ୍ପ୍ରଦାୟ ସାହାଯ୍ୟ କରିବ I
1TI 5 11 vqq9 ὅταν γὰρ καταστρηνιάσωσιν τοῦ Χριστοῦ, γαμεῖν θέλουσιν 1 For when they give in to bodily desires against Christ, they want to marry କାରଣ ଯେତେବେଳେ ସେମାନେ ସେମାନଙ୍କ କାମାଭିଳାଷକୁ ପୂରଣ କରିବାପାଇଁ ବିବାହ କରିବାକୁ ଚାହାନ୍ତି, ସେମାନେ ବିଧବାଭାବରେ ଖ୍ରୀଷ୍ଟଙ୍କ ସେବା କରିବାର ପ୍ରତିଜ୍ଞାକୁ ଲଂଘନ କରନ୍ତି"
1TI 5 18 vw3a figs-metaphor βοῦν ἀλοῶντα οὐ φιμώσεις 1 You shall not put a muzzle on an ox while it treads the grain ପାଉଲ ଏହି ଉଦ୍ଧୃତିକୁ ଗୋଟିଏ ରୂପକଭାବରେ ବ୍ୟବହାର କରୁଛନ୍ତି ଯାହାର ଅର୍ଥ ମଣ୍ଡଳୀର ନେତାମାନେ ସେମାନଙ୍କର କାର୍ଯ୍ୟପାଇଁ ଖ୍ରୀଷ୍ଟିୟ ସମ୍ପ୍ରଦାୟଠାରୁ ବେତନ ପାଇବାକୁ ଯୋଗ୍ୟ ଅଟନ୍ତି I (ଦେଖ: [[rc://en/ta/man/translate/figs-metaphor]])
1TI 5 22 pyl8 figs-metaphor μηδὲ κοινώνει ἁμαρτίαις ἀλλοτρίαις 1 Do not share in the sins of another person "ପାଉଲ ଜଣକର ପାପ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଅନ୍ୟମାନଙ୍କ ସହିତ ବଣ୍ଟାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟ ଜଣେ ବ୍ୟକ୍ତିର ପାପରେ ସହଭାଗୀ ହୁଅ ନାହିଁ” କିମ୍ବା ""ଅନ୍ୟ ଜଣେ ବ୍ୟକ୍ତି ପାପ କରୁଥିଲେ ତହିଁରେ ଅଂଶ ଗ୍ରହଣ କର ନାହିଁ” (ଦେଖ: [[rc://en/ta/man/translate/figs-metaphor]])"
1TI 5 22 lt3y μηδὲ κοινώνει ἁμαρτίαις ἀλλοτρίαις 1 Do not share in the sins of another person ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯଦି ତୀମଥି ପାପରେ ଦୋଷୀ ଜଣକୁ ମଣ୍ଡଳୀର କାର୍ଯ୍ୟପାଇଁ ମନୋନୀତ କରନ୍ତି, ତେବେ ସେହି ଲୋକର ପାପପାଇଁ ଈଶ୍ବର ତୀମଥିଙ୍କୁ ଦାୟୀ କରିବେ କିମ୍ବା ୨) ତୀମଥି ଅନ୍ୟମାନଙ୍କୁ ଯେଉଁ ପାପ କରୁଥିବା ଦେଖିଛନ୍ତି, ସେ ନିଜେ ସେହି ପାପ କରିବା ଉଚିତ ନୁହେଁ I
1TI 5 23 xl32 figs-explicit μηκέτι ὑδροπότει 1 You should no longer drink water ଏହା ସୂଚିତ କରେ ଯେ ପାଉଲଙ୍କ କହିବାର ଅର୍ଥ ହେଉଛି ତୀମଥି କେବଳ ଜଳପାନ କରିବା ଉଚିତ ନୁହେଁ I ସେ ତୀମଥିଙ୍କୁ ଦ୍ରାକ୍ଷାରସ ଔଷଧଭାବରେ ବ୍ୟବହାର କରିବାକୁ କହୁଛନ୍ତି I ସେହି ଅଞ୍ଚଳର ଜଳ ଅନେକ ସମୟରେ ଅସୁସ୍ଥତା ସୃଷ୍ଟି କରୁଥିଲା I (ଦେଖ: [[rc://en/ta/man/translate/figs-explicit]])
1TI 5 24 uk56 figs-activepassive τινῶν ἀνθρώπων αἱ ἁμαρτίαι πρόδηλοί εἰσιν 1 The sins of some people are openly known ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେତେକ ଲୋକଙ୍କର ପାପ ସହଜରେ ପ୍ରକାଶ ପାଇଥାଏ” (ଦେଖ: [[rc://en/ta/man/translate/figs-activepassive]])
1TI 5 24 ug1z figs-personification προάγουσαι εἰς κρίσιν 1 they go before them into judgment "ସେମାନଙ୍କର ପାପ ସେମାନଙ୍କ ବିଚାର ପୂର୍ବରୁ ପ୍ରକାଶିତ ହୁଏ I ପାଉଲ ପାପ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଗତି କରୁଛନ୍ତି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେମାନଙ୍କର ପାପସବୁ ଏତେ ପ୍ରକାଶିତ ଯେ ସେମାନଙ୍କ ବିରୁଦ୍ଧରେ କେହି ସାକ୍ଷ୍ୟ ଦେବା ପୂର୍ବରୁ ପ୍ରତେକେ ତାହା ଜାଣିପାରିବେ ଯେ ସେମାନେ ଦୋଷୀ ଅଟନ୍ତି କିମ୍ବା ୨) ସେମାନଙ୍କର ପାପ ସବୁ ପ୍ରମାଣିତ, ଆଉ ଈଶ୍ବର ବର୍ତ୍ତମାନ ସେମାନଙ୍କର ବିଚାର କରୁଛନ୍ତି I (ଦେଖ: [[rc://en/ta/man/translate/figs-personification]])
1TI 5 24 i1c6 figs-metaphor τισὶν δὲ καὶ ἐπακολουθοῦσιν 1 But some sins follow later କିନ୍ତୁ କେତେକ ପାପ ପରେ ପ୍ରକାଶିତ ହୁଏ I ପାଉଲ ପାପ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଗତି କରୁଛନ୍ତି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ତୀମଥି ଓ ଖ୍ରୀଷ୍ଟିୟ ସମ୍ପ୍ରଦାୟ କେତେକ ପାପ ବିଷୟରେ ଜାଣିପାରିବେ ନାହିଁ କିମ୍ବା ୨) ଶେଷ ବିଚାର ନ ହେବା ପର୍ଯ୍ୟନ୍ତ ଈଶ୍ବର କେତେକ ପାପର ବିଚାର କରିବେ ନାହିଁ I (ଦେଖ: [[rc://en/ta/man/translate/figs-metaphor]])
1TI 5 25 pd8v τὰ ἔργα τὰ καλὰ πρόδηλα 1 some good works are openly known କେତେକ ସତ୍କାର୍ଯ୍ୟ ପ୍ରକାଶିତ"
1TI 5 25 qlu5 τὰ ἔργα τὰ καλὰ 1 good works କେତେକ କାର୍ଯ୍ୟକୁ “ଉତ୍ତମ” ମନେ କରାଯାଏ, କାରଣ ସେଗୁଡିକ ଈଶ୍ବରଙ୍କ ଚରିତ୍ର, ଉଦ୍ଦେଶ୍ୟ ଓ ଇଚ୍ଛା ସହିତ ମେଳ ଖାଏ I
1TI 5 25 bl51 figs-metaphor καὶ τὰ ἄλλως ἔχοντα, κρυβῆναι οὐ δύναταί 1 but even the others cannot be hidden ପାଉଲ ପାପ ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡିକ କିଛି ପଦାର୍ଥ, ଯାହା ଜଣେ ଲୁଚାଇପାରିବ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ଏପରିକି ପ୍ରକାଶିତ ହୋଇ ନ ଥିବା ସତ୍କାର୍ଯ୍ୟକୁ ଲୋକମାନେ ପରେ ଦେଖିପାରିବେ” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])
1TI 6 2 fvv7 ἀδελφοί εἰσιν 1 they are brothers ଏଠାରେ “ଭାଇମାନେ”ର ଅର୍ଥ “ସହବିଶ୍ବାସୀମାନେ I”
1TI 6 2 hn12 figs-activepassive οἱ τῆς εὐεργεσίας ἀντιλαμβανόμενοι 1 For the masters who are helped by their work ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଯେଉଁ କର୍ତ୍ତାମାନଙ୍କୁ ସେମାନଙ୍କ ଦାସମାନେ ସେମାନଙ୍କ କର୍ମ ଦ୍ବାରା ସାହାଯ୍ୟ କରନ୍ତି” (ଦେଖ: [[rc://en/ta/man/translate/figs-activepassive]])
1TI 6 4 qu86 figs-metaphor νοσῶν περὶ ζητήσεις καὶ λογομαχίας 1 He has an unhealthy interest in controversies and arguments ନିଷ୍ଫଳ ବାକ୍ ଯୁଦ୍ଧରେ ସମ୍ପୃକ୍ତ ଲୋକମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଅସୁସ୍ଥ ଅଟନ୍ତି I ସେହି ପ୍ରକାର ଲୋକ ଯୁକ୍ତିତର୍କ କରିବାକୁ ପ୍ରବଳ ଇଚ୍ଛା କରନ୍ତି ଓ ସହମତ ହେବା ନିମନ୍ତେ କୌଣସି ଉପାୟ ଖୋଜିବାକୁ ପ୍ରକୃତରେ ଇଚ୍ଛା କରନ୍ତି ନାହିଁ I ବିକଳ୍ପ ଅନୁବାଦ: “ସେ କେବଳ ଯୁକ୍ତିତର୍କ କରିବାକୁ ଚାହେଁ” କିମ୍ବା “ସେ ବାକ୍ ଯୁଦ୍ଧକୁ ଭଲ ପାଏ” (ଦେଖ: [[rc://en/ta/man/translate/figs-metaphor]])
1TI 6 4 i3lk ζητήσεις καὶ λογομαχίας, ἐξ ὧν γίνεται φθόνος 1 controversies and arguments about words that result in envy ବାକ୍ୟ ବିଷୟରେ ବାଦାନୁବାଦ ଓ ଯୁକ୍ତିତର୍କ ପୁଣି ଏହି ବାଦାନୁବାଦ ଓ ଯୁକ୍ତିତର୍କରୁ ଈର୍ଷା ଜନ୍ମେ I
1TI 6 4 xt1z λογομαχίας 1 about words ଶବ୍ଦର ଅର୍ଥ ବିଷୟରେ
1TI 6 6 wzj1 ἔστιν ... πορισμὸς μέγας 1 is great gain ବହୁତ ଲାଭଦାୟକ କିମ୍ବା “ଆମ୍ଭମାନଙ୍କ ପାଇଁ ଅନେକ ଉତ୍ତମ ବିଷୟ ସାଧନ କରେ”
1TI 6 7 j6qv οὐδὲν εἰσηνέγκαμεν εἰς τὸν κόσμον 1 brought nothing into the world ଆମ୍ଭେମାନେ ଜନ୍ମ ହେବା ସମୟରେ ଏ ଜଗତକୁ କିଛି ଆଣିନାହୁଁ
1TI 6 7 jlv8 οὐδὲ ἐξενεγκεῖν τι δυνάμεθα 1 Neither are we able to take out anything ଆଉ ଆମ୍ଭେମାନେ ଯେତେବେଳେ ମୃତ୍ୟୁଭୋଗ କରିବା ସେତେବେଳେ ଏହି ଜଗତରୁ କିଛି ନେଇଯାଇ ପାରିବା ନାହିଁ
1TI 6 8 lbk5 ἀρκεσθησόμεθα 1 let us ଆମ୍ଭମାନଙ୍କର ଉଚିତ୍
1TI 6 12 y6m8 figs-metaphor ἐπιλαβοῦ τῆς αἰωνίου ζωῆς 1 Take hold of the everlasting life ଏହା ରୂପକଟିକୁ ଜାରିରଖିଛି I ଅନନ୍ତ ଜୀବନ ପାଉଥିବା ଲୋକଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ବିଜୟୀ କ୍ରୀଡାବିତ୍ କିମ୍ବା ପୁରସ୍କାର ପାଉଥିବା ଯୋଦ୍ଧା I ବିକଳ୍ପ ଅନୁବାଦ: “ଜଣେ ବିଜୟୀ କ୍ରୀଡାବିତ୍ ଆପଣା ପୁରସ୍କାର ନେଉଥିବା ସଦୃଶ ତୁମ୍ଭର ପୁରସ୍କାର ସ୍ବରୂପେ ଅନନ୍ତଜୀବନ ନିଅ” (ଦେଖ: [[rc://en/ta/man/translate/figs-metaphor]])
1TI 6 12 usd1 figs-activepassive εἰς ἣν ἐκλήθης 1 to which you were called ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁଥିପାଇଁ ଈଶ୍ବର ତୁମ୍ଭମାନଙ୍କୁ ଆହ୍ବାନ କରିଅଛନ୍ତି” (ଦେଖ: [[rc://en/ta/man/translate/figs-activepassive]])
1TI 6 12 qw96 ὡμολόγησας τὴν καλὴν ὁμολογία 1 you gave the good confession ଯାହା ଉତ୍ତମ, ତାହା ତୁମ୍ଭେ ସ୍ବୀକାର କରିଅଛ କିମ୍ବା “ତୁମ୍ଭେ ସତ୍ୟକୁ ସ୍ବୀକାର କରିଅଛ”"
1TI 6 14 nk52 μέχρι τῆς ἐπιφανείας τοῦ Κυρίου ἡμῶν Ἰησοῦ Χριστοῦ 1 until the appearance of our Lord Jesus Christ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କର ପୁନରାଗମନ ପର୍ଯ୍ୟନ୍ତ"
1TI 6 15 qh1p figs-explicit δείξει 1 God will reveal Christ's appearing ଏହା ସୂଚିତ କରେ ଯେ ଈଶ୍ବର ଯୀଶୁଙ୍କୁ ପ୍ରକାଶ କରିବେ I ବିକଳ୍ପ ଅନୁବାଦ: “ଈଶ୍ବର ଯୀଶୁଙ୍କୁ ପ୍ରକାଶ କରିବେ” (ଦେଖ: [[rc://en/ta/man/translate/figs-explicit]])
1TI 6 15 ac6y ὁ μακάριος καὶ μόνος Δυνάστης 1 the blessed and only Sovereign ଯେ କି ପରମଧନ୍ୟ ଓ ସମଗ୍ର ଜଗତରେ ରାଜ୍ୟ କରନ୍ତି
1TI 6 16 l9i8 ὁ μόνος ἔχων ἀθανασίαν 1 Only he has immortality ଅନନ୍ତକାଳ ବାସ କରିବା ନିମନ୍ତେ କେବଳ ତାହାଙ୍କର ହିଁ ପରାକ୍ରମ ଅଛି