Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-16 01:45:07 +00:00
parent 2c6181c90a
commit abe6332f2b
1 changed files with 3 additions and 3 deletions

View File

@ -5,9 +5,9 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 1 1 i3zz Παῦλος, ἀπόστολος 1 Paul, an apostle ଏହି ସମୟର ସଂସ୍କୃତିରେ ପତ୍ରର ଲେଖକମାନେ ପ୍ରଥମେ ନିଜର ନାମ ଉଲ୍ଲେଖ କରୁଥିଲେ I ଆପଣଙ୍କ ଭାଷାରେ ଏକ ପତ୍ରର ଲେଖକଙ୍କୁ ପରିଚିତ କରିବାର ଏକ ବିଶେଷ ଉପାୟ ଥାଇପାରେ, ଏବଂ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ତେବେ ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ I ଲେଖକଙ୍କ ପରିଚୟ ଦେବା ପରେ, ପତ୍ର ଯାହାକୁ ଲେଖାଯାଇଛି ତାହା ଆପଣ ଉଲ୍ଲେଖ କରିପାରିବେ I ବିକଳ୍ପ ଅନୁବାଦ: "ତୀମଥି, ମୁଁ, ପାଉଲ, ମୁଁ ତୁମ୍ଭକୁ ଏହି ପତ୍ର ଲେଖୁଅଛି"
1TI 1 1 xl6d κατ’ ἐπιταγὴν Θεοῦ 1 according to the commandment of ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଅଧିକାରେ"
1TI 1 1 wb8j Θεοῦ Σωτῆρος ἡμῶν 1 God our Savior ବିକଳ୍ପ ଅନୁବାଦ: "ଈଶ୍ଵର ଯିଏ ଆମକୁ ରକ୍ଷା କରନ୍ତି"
1TI 1 1 sw77 figs-metonymy Κυρίου Ἰησοῦ Χριστοῦ τῆς ἐλπίδος ἡμῶν 1 Christ Jesus our hope ଏଠାରେ, **ଆମର ଆଶା** ସାଙ୍କେତିକ ଭାବରେ ସେହି ବ୍ୟକ୍ତିଙ୍କୁ ସୂଚାଏ ଯାହାଙ୍କ ଉପରେ ଆମର ଭରସା ଅଛି I ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଯୀଶୁ, ଯାହାଙ୍କ ଉପରେ ଆମେ ବିଶ୍ଵାସ କରୁ" କିମ୍ବା "ଖ୍ରୀଷ୍ଟ ଯୀଶୁ, ଯାହାଙ୍କୁ ଆମେ ବିଶ୍ଵାସ କରୁ" [[rc://en/ta/man/translate/figs-metonymy]])
1TI 1 2 pyi6 figs-metaphor γνησίῳ τέκνῳ ἐν πίστει 1 true son in the faith ପାଉଲ ତୀମଥିଙ୍କ ସହିତ ଆପଣା ଘନିଷ୍ଠ ସମ୍ପର୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ପିତା ଓ ପୁତ୍ର I ଏହା ପାଉଲଙ୍କର ନିଷ୍କପଟ ପ୍ରେମ ଓ ତୀମଥିଙ୍କ ସ୍ବୀକୃତିକୁ ଦେଖାଏ I ଏହା ମଧ୍ୟ ହୋଇପାରେ ଯେ ତୀମଥି ପାଉଲଙ୍କ ଦ୍ବାରା ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ ଓ ସେଥିପାଇଁ ପାଉଲ ତାହାଙ୍କୁ ଆପଣା ସନ୍ତାନ ସଦୃଶ ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଯେ କି ପ୍ରକୃତରେ ମୋ ପ୍ରତି ଜଣେ ପୁତ୍ର ସଦୃଶ” (ଦେଖ: [[rc://en/ta/man/translate/figs-metaphor]])
1TI 1 2 rd5v χάρις, ἔλεος, εἰρήνη 1 Grace, mercy, and peace ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ, କିମ୍ବା “ତୁମ୍ଭେମାନେ ଦୟା, କରୁଣା ଓ ଶାନ୍ତି ଲାଭ କରୁଥାଅ”
1TI 1 1 sw77 figs-metonymy Κυρίου Ἰησοῦ Χριστοῦ τῆς ἐλπίδος ἡμῶν 1 Christ Jesus our hope ଏଠାରେ, **ଆମର ଆଶା** ସାଙ୍କେତିକ ଭାବରେ ସେହି ବ୍ୟକ୍ତିଙ୍କୁ ସୂଚାଏ ଯାହାଙ୍କ ଉପରେ ଆମର ଭରସା ଅଛି I ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଯୀଶୁ, ଯାହାଙ୍କ ଉପରେ ଆମେ ବିଶ୍ଵାସ କରୁ" କିମ୍ବା "ଖ୍ରୀଷ୍ଟ ଯୀଶୁ, ଯାହାଙ୍କୁ ଆମେ ବିଶ୍ଵାସ କରୁ" [[rc://en/ta/man/translate/figs-metonymy]])ଦେଖନ୍ତୁ)
1TI 1 2 pyi6 figs-metaphor γνησίῳ τέκνῳ ἐν πίστει 1 true son in the faith ପାଉଲ ତୀମଥିଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କକୁ ପାଉଲ ପିତା ଏବଂ ପୁତ୍ର ସମ୍ପରକ ବୋଲି  ଉଲ୍ଲେଖ କରନ୍ତି I ଏହା ତୀମଥିଙ୍କ ପ୍ରତି ପାଉଲଙ୍କ ଆନ୍ତରିକ ପ୍ରେମ ଏବଂ ଅନୁମୋଦନକୁ ଦର୍ଶାଏ I ଏହା ଦର୍ଶାଏ ଯେ ପାଉଲ ବ୍ୟକ୍ତିଗତ ଭାବରେ ତୀମଥିଙ୍କୁ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିବାକୁ ପ୍ରେରଣା ଦେଇଥିଲେ I ପାଉଲଙ୍କ କାରଣରୁ ତୀମଥି ତାଙ୍କ ନୂତନ ଜୀବନରେ ଯୀଶୁଙ୍କ ଅନୁଗାମୀ ଭାବରେ ପ୍ରବେଶ କରିଥିଲେ ତେଣୁ ପାଉଲ ତାଙ୍କୁ ତାଙ୍କ ସନ୍ତାନ ଭାବରେ ଗ୍ରହଣ କରିବାର ଏହା ଅନ୍ୟ ଏକ କାରଣ ମଧ୍ୟ ହୋଇପାରେ I ବିକଳ୍ପ ଅନୁବାଦ: "ଯିଏ ପ୍ରକୃତରେ ମୋ ପାଇଁ ପୁତ୍ର ପରି ଅଟେ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 1 2 rd5v χάρις, ἔλεος, εἰρήνη 1 Grace, mercy, and peace ଏହି ସଂସ୍କୃତିରେ, ପତ୍ରର ଲେଖକମାନେ ପତ୍ରର ମୁଖ୍ୟ ବିଷୟକୁ ଉଲ୍ଲେଖ କରିବା ପୂର୍ବରୁ ପତ୍ରର ଗ୍ରହୀତାଙ୍କୁ ଶୁଭେଚ୍ଛା ଜଣାନ୍ତି I ବିକଳ୍ପ ଅନୁବାଦ: "ମୁଁ ଆଶା କରେ ଯେ ତୁମ୍ଭେ ଈଶ୍ଵରଙ୍କ ଦୟା, ଅନୁଗ୍ରହ ଏବଂ ଶାନ୍ତି ଅନୁଭବ କରୁଛ"
1TI 1 2 p4lz guidelines-sonofgodprinciples Θεοῦ Πατρὸς 1 God the Father "ଆମ୍ଭମାନଙ୍କ ପିତା ଈଶ୍ବର I ଏଠାରେ “ପିତା” ଈଶ୍ବରଙ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଉପାଧି ଅଟେ I (ଦେଖ: [[rc://en/ta/man/translate/guidelines-sonofgodprinciples]])
1TI 1 2 zx37 Χριστοῦ Ἰησοῦ τοῦ Κυρίου ἡμῶν 1 Christ Jesus our Lord ଆମ୍ଭମାନଙ୍କ ପ୍ରଭୁ, ଖ୍ରୀଷ୍ଟ ଯୀଶୁ"
1TI 1 3 k35a figs-you 0 General Information: ଏହି ପତ୍ରରେ “ତୁମ୍ଭେ” ଶବ୍ଦଟି ଏକବଚନ ଓ ତୀମଥିଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-you]])

Can't render this file because it contains an unexpected character in line 2 and column 7882.