Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-16 01:51:07 +00:00
parent 7a021f4192
commit 66484b8884
1 changed files with 4 additions and 4 deletions

View File

@ -20,10 +20,10 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 1 4 qpv9 figs-hyperbole γενεαλογίαις ἀπεράντοις 1 endless genealogies ପାଉଲ **ଅନନ୍ତ** ଶବ୍ଦକୁ ଏଗୁଡ଼ିକ ବହୁତ ଲମ୍ବା ଅଟେ ବୋଲି ପ୍ରକାଶ କରିବାକୁ ଅତିରିକ୍ତ ଭାବରେ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: " ବଂଶାବଳୀର ତାଲିକା ଯାହା ପ୍ରତୀତ ହୁଏ ଯେ ସେଗୁଡ଼ିକ କେବେବି ଶେଷ ହେବେ ନାହିଁ I" [[rc://en/ta/man/translate/figs-hyperbole]])ଦେଖନ୍ତୁ)
1TI 1 4 ft33 γενεαλογίαις 1 genealogies ସାଧାରଣତଃ, ଏହି ଶବ୍ଦଟି ଜଣେ ବ୍ୟକ୍ତିଙ୍କ ପୂର୍ବଜଙ୍କ ବଂଶାବଳୀକୁ ବୁଝାଏ I ଅବଶ୍ୟ, ଏହି କ୍ଷେତ୍ରରେ ଏହା ଆତ୍ମିକ ଜୀବମାନଙ୍କର ଅନୁମାନିତ ପିତୃପୁରୁଷଙ୍କ ଏକ ଇତିହାସକୁ ମଧ୍ୟ ବୁଝାଇପାରେ I ବିକଳ୍ପ ଅନୁବାଦ: " ବଂଶାବଳୀର ତାଲିକା"
1TI 1 4 qb9l αἵτινες ἐκζητήσεις παρέχουσι 1 These cause arguments ଲୋକମାନେ ଏହି କାହାଣୀ ଏବଂ ବଂଶାବଳୀ ବିଷୟରେ ଯୁକ୍ତିତର୍କ କରୁଥିଲେ, କିନ୍ତୁ ଏହା ସତ୍ୟ କି ନୁହେଁ ତାହା କେହି ଜାଣି ନଥିଲେ I ବିକଳ୍ପ ଅନୁବାଦ: "ଏଗୁଡ଼ିକୁ ଲୋକମାନଙ୍କୁ କ୍ରୋଧିତ କରୁଥିଲା"
1TI 1 4 eu9f μᾶλλον ἢ οἰκονομίαν Θεοῦ, τὴν ἐν πίστε 1 rather than helping the plan of God, which is by faith ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଆମ୍ଭମାନଙ୍କ ପରିତ୍ରାଣ ନିମନ୍ତେ ଈଶ୍ବରଙ୍କର ଯୋଜନାକୁ ବୁଝିବା, ଯାହା ଆମ୍ଭେମାନେ ବିଶ୍ବାସ ଦ୍ବାରା ଶିକ୍ଷା କରିଥାଉ ତହିଁରେ ଆମ୍ଭମାନଙ୍କୁ ସାହାଯ୍ୟ ନ କରି,” କିମ୍ବା ) “ଈଶ୍ବରଙ୍କ କାର୍ଯ୍ୟ ଯାହା ଆମ୍ଭେମାନେ ବିଶ୍ବାସ ଦ୍ବାରା କରିଥାଉ, ତାହା କରିବାକୁ ଆମ୍ଭମାନଙ୍କୁ ସାହାଯ୍ୟ ନ କରି,”"
1TI 1 5 myi5 δὲ 1 Now ମୁଖ୍ୟ ଶିକ୍ଷାରେ ଗୋଟିଏ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦଟି ବ୍ୟବହାର କରାଯାଇଛି I ଏଠାରେ ପାଉଲ ତୀମଥିଙ୍କୁ ଆଜ୍ଞା ଦେଉଥିବାର ଉଦ୍ଦେଶ୍ୟକୁ ବୁଝାଉଛନ୍ତି I
1TI 1 5 l7un παραγγελίας 1 the commandment ଏଠାରେ ଏହା ପୁରାତନ ନିୟମ କିମ୍ବା ଦଶ ଆଜ୍ଞାକୁ ବୁଝାଏ ନାହିଁ, କିନ୍ତୁ ପାଉଲ [୧ ତୀମଥି ୧:୩](../01/03.md) and [୧ ତୀମଥି ୧:୪](../01/04.md)ରେ ଦେଉଥିବା ଶିକ୍ଷାକୁ ବୁଝାଏ I
1TI 1 5 i9rs ἐστὶν ἀγάπη 1 is love ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଏହା ହେଉଛି ଈଶ୍ବରଙ୍କୁ ପ୍ରେମ କରିବା” କିମ୍ବା ) “ଏହା ହେଉଛି ଲୋକମାନଙ୍କୁ ପ୍ରେମ କରିବା”
1TI 1 4 eu9f μᾶλλον ἢ οἰκονομίαν Θεοῦ, τὴν ἐν πίστε 1 rather than helping the plan of God, which is by faith ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ତେବେ ଆପଣ “ଯୋଜନା” କିମ୍ବା “କାର୍ଯ୍ୟ” ପରି ଏକ ନିର୍ଦ୍ଦିଷ୍ଟ ବିଶେଷ୍ୟ ସହିତ ଗୁଣ ବାଚକ ବିଶେଷ୍ୟ **ତତ୍ତ୍ୱାବଧାରକ** ପଛର ଧାରଣା ପ୍ରକାଶ କରିପାରିବେ I ବିକଳ୍ପ ଅନୁବାଦ: "ଆମକୁ ରକ୍ଷାକରିବାକୁ ଈଶ୍ଵରଙ୍କ ଯୋଜନା ବୁଝିବାରେ ସାହାଯ୍ୟ କରିରେ" କିମ୍ବା "ଈଶ୍ଵରଙ୍କ କାର୍ଯ୍ୟ କରିବାରେ ସାହାଯ୍ୟ କରେ" I [[rc://en/ta/man/translate/figs-abstractnouns]])ଦେଖନ୍ତୁ)
1TI 1 5 myi5 δὲ 1 Now ପାଉଲ ପୃଷ୍ଠଭୂମି ସୂଚନା ପ୍ରବର୍ତ୍ତାଇବା ପାଇଁ ଏହି ଶବ୍ଦ ବ୍ୟବହାର କରନ୍ତି ଯାହା ତୀମଥିଙ୍କୁ ସେ ଯେଉଁ ଉଦ୍ଦେଶ୍ୟ ପ୍ରକାଶ କରୁଛନ୍ତି ତାହା ବୁଝିବାରେ ସାହାଯ୍ୟ କରିବ I ଆପଣ ଏହାକୁ ଏକ ଶବ୍ଦ କିମ୍ବା ବାକ୍ୟାଂଶ ସହିତ ଆପଣଙ୍କର ଭାଷାରେ ଅନୁବାଦ କରିପାରିବେ ଯାହା ପୃଷ୍ଠଭୂମି ସୂଚନା ଉପସ୍ଥାପନ କରେ I
1TI 1 5 l7un παραγγελίας 1 the commandment ପାଉଲ ତୀମଥିଙ୍କୁ  1:3 and ଏବଂ 1:4 ରେ ଦେଇଥିବା ନିର୍ଦ୍ଦେଶକୁ ସୂଚିତ କରେ I
1TI 1 5 i9rs ἐστὶν ἀγάπη 1 is love ଈଶ୍ଵରଙ୍କ ଲୋକମାନେ **ପ୍ରେମ** ଦେଖାଇବେ ଏହା ହିଁ ଏହି ଆଦେଶର ଲକ୍ଷ୍ୟ ଅଟେ I ଯଦି "ପ୍ରେମ" ର ଅଭିପ୍ରାୟ ଅନ୍ତର୍ଭୂକ୍ତ କରିବା ଆବଶ୍ୟକ, ତେବେ ଆପଣ "ପରସ୍ପର" କିମ୍ବା "ଅନ୍ୟ" କହିପାରିବେ I ଏହା ଈଶ୍ଵରଙ୍କ ପ୍ରତି ପ୍ରେମ ମଧ୍ୟ ଅନ୍ତର୍ଭୁକ୍ତ କରେ I ବିକଳ୍ପ ଅନୁବାଦ: "ଯେ ଈଶ୍ଵରଙ୍କ ଲୋକମାନେ ଅନ୍ୟମାନଙ୍କୁ ପ୍ରେମ କରିବେ" [[rc://en/ta/man/translate/figs-explicit]])ଦେଖନ୍ତୁ)
1TI 1 5 mbe6 figs-metonymy ἐκ καθαρᾶς καρδίας 1 from a pure heart ଏଠାରେ “ଶୁଦ୍ଧ”ର ଅର୍ଥ ଲୋକଟିର ମନ୍ଦ କାର୍ଯ୍ୟ କରିବାକୁ କୌଣସି ଲୁକ୍କାୟିତ ଉଦ୍ଦେଶ୍ୟ ନାହିଁ I ଏଠାରେ “ହୃଦୟ” ଜଣେ ଲୋକର ମନ ଓ ଭାବନାକୁ ବୁଝାଏ I ବିକଳ୍ପ ଅନୁବାଦ: “ସଚ୍ଚୋଟ ମନରୁ” (ଦେଖ: [[rc://en/ta/man/translate/figs-metonymy]])
1TI 1 5 ar8t συνειδήσεως ἀγαθῆς 1 good conscience ଗୋଟିଏ ବିବେକ ଯାହା ଭୁଲ୍ ପରିବର୍ତ୍ତେ ଠିକ୍ ବିଷୟକୁ ବାଛିଥାଏ
1TI 1 5 m53g πίστεως ἀνυποκρίτου 1 sincere faith ନିଷ୍କପଟ ବିଶ୍ବାସ କିମ୍ବା “ଏକ କପଟଶୁନ୍ୟ ବିଶ୍ବାସ”

Can't render this file because it contains an unexpected character in line 2 and column 7882.