Update 'en_tn_55-1TI.tsv'

This commit is contained in:
shojo john 2021-08-11 13:53:21 +00:00
parent 3f0ad1c8d3
commit 1ce135b319
1 changed files with 1 additions and 2 deletions

View File

@ -236,8 +236,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 5 9 q9dj γεγονυῖα ἑνὸς ἀνδρὸς γυνή 1 a wife of one husband ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେ ସର୍ବଦା ଆପଣା ସ୍ବାମୀ ପ୍ରତି ବିଶ୍ବସ୍ତ ରହିଛି କିମ୍ବା ) ସେ ଆପଣା ସ୍ବାମୀକୁ ଛାଡପତ୍ର ଦେଇ ଅନ୍ୟ ଜଣେ ପୁରୁଷକୁ ବିବାହ କରିନାହିଁ I
1TI 5 10 l8nm figs-activepassive ἐν ἔργοις καλοῖς μαρτυρουμένη 1 She must be known for good deeds ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକେ ତାହାର ସତ୍କର୍ମ ବିଷୟରେ ସମର୍ଥନ ଦେବାକୁ ସକ୍ଷମ ହୋଇ ପାରୁଥିବେ” (ଦେଖ: [[rc://en/ta/man/translate/figs-activepassive]])
1TI 5 10 mik7 ἐξενοδόχησεν 1 has been hospitable to strangers ସେ ଆପଣା ଗୃହରେ ଆତିଥ୍ୟସତ୍କାର କରିଅଛି"
1TI 5 10 ygl3 figs-metonymy ἁγίων πόδας ἔνιψεν 1 has washed the feet of the saints "ମଇଳା ଓ କାଦୁଅରେ ଚାଲି ଆସିଥିବା ଲୋକମାନଙ୍କ ପାଦରୁ ମଇଳା ଓ କାଦୁଅ ଧୋଇଦେବା ଏକ ପ୍ରକାରେ ଅନ୍ୟମାନଙ୍କ ଯତ୍ନନେଇ ସେମାନଙ୍କ ଜୀବନକୁ କିଛି ଆରାମ ପ୍ରଦାନ କରିବା ସହିତ ସମାନ I
ଏହାର ସମ୍ଭାବିତ ଅର୍ଥ ହେଉଛି ସେ ସାଧାରଣଭାବରେ ନମ୍ର କାର୍ଯ୍ୟ କରିଛି I ବିକଳ୍ପ ଅନୁବାଦ: “ଅନ୍ୟ ବିଶ୍ବାସୀମାନଙ୍କୁ ସାହାଯ୍ୟକରିବା ନିମନ୍ତେ ସାଧାରଣ କାର୍ଯ୍ୟ କରିଛି” (ଦେଖ: [[rc://en/ta/man/translate/figs-metonymy]])"
1TI 5 10 ygl3 figs-metonymy ἁγίων πόδας ἔνιψεν 1 has washed the feet of the saints "ମଇଳା ଓ କାଦୁଅରେ ଚାଲି ଆସିଥିବା ଲୋକମାନଙ୍କ ପାଦରୁ ମଇଳା ଓ କାଦୁଅ ଧୋଇଦେବା ଏକ ପ୍ରକାରେ ଅନ୍ୟମାନଙ୍କ ଯତ୍ନନେଇ ସେମାନଙ୍କ ଜୀବନକୁ କିଛି ଆରାମ ପ୍ରଦାନ କରିବା ସହିତ ସମାନ I ଏହାର ସମ୍ଭାବିତ ଅର୍ଥ ହେଉଛି ସେ ସାଧାରଣଭାବରେ ନମ୍ର କାର୍ଯ୍ୟ କରିଛି I ବିକଳ୍ପ ଅନୁବାଦ: “ଅନ୍ୟ ବିଶ୍ବାସୀମାନଙ୍କୁ ସାହାଯ୍ୟକରିବା ନିମନ୍ତେ ସାଧାରଣ କାର୍ଯ୍ୟ କରିଛି” (ଦେଖ: [[rc://en/ta/man/translate/figs-metonymy]])"
1TI 5 10 bw4h ἁγίων 1 saints କେତେକ ସଂସ୍କରଣ ଏହି ଶବ୍ଦକୁ “ବିଶ୍ବାସୀମାନେ” ବା “ଈଶ୍ବରଙ୍କ ପବିତ୍ର ଲୋକମାନେ” ବୋଲି ଅନୁବାଦ କରେ I ବାସ୍ତବିକ ଚିନ୍ତାଧାରା ହେଉଛି ଯେ ଏହା ସବୁ ଖ୍ରୀଷ୍ଟିୟ ବିଶ୍ବାସୀମାନଙ୍କୁ ବୁଝାଏ I
1TI 5 10 ey6i figs-nominaladj θλιβομένοις ἐπήρκεσεν 1 has relieved the afflicted ଏଠାରେ “ଦୁଃଖୀ” ଗୋଟିଏ ନାମବାଚକ ବିଶେଷଣ ଯାହାକୁ ଗୋଟିଏ ବିଶେଷଣଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ; “ଦୁଃଖଭୋଗ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରିଅଛି” (ଦେଖ: [[rc://en/ta/man/translate/figs-nominaladj]])
1TI 5 10 h96j παντὶ ἔργῳ ἀγαθῷ ἐπηκολούθησεν 1 has been devoted to every good work ସବୁ ପ୍ରକାର ସତ୍କର୍ମରେ ଉଦ୍ଜୋଗୀ ହୋଇଅଛି

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
236 1TI 5 24 ug1z figs-personification προάγουσαι εἰς κρίσιν 1 they go before them into judgment ସେମାନଙ୍କର ପାପ ସେମାନଙ୍କ ବିଚାର ପୂର୍ବରୁ ପ୍ରକାଶିତ ହୁଏ I ପାଉଲ ପାପ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଗତି କରୁଛନ୍ତି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେମାନଙ୍କର ପାପସବୁ ଏତେ ପ୍ରକାଶିତ ଯେ ସେମାନଙ୍କ ବିରୁଦ୍ଧରେ କେହି ସାକ୍ଷ୍ୟ ଦେବା ପୂର୍ବରୁ ପ୍ରତେକେ ତାହା ଜାଣିପାରିବେ ଯେ ସେମାନେ ଦୋଷୀ ଅଟନ୍ତି କିମ୍ବା ୨) ସେମାନଙ୍କର ପାପ ସବୁ ପ୍ରମାଣିତ, ଆଉ ଈଶ୍ବର ବର୍ତ୍ତମାନ ସେମାନଙ୍କର ବିଚାର କରୁଛନ୍ତି I (ଦେଖ: [[rc://en/ta/man/translate/figs-personification]]) 1TI 5 24 i1c6 figs-metaphor τισὶν δὲ καὶ ἐπακολουθοῦσιν 1 But some sins follow later କିନ୍ତୁ କେତେକ ପାପ ପରେ ପ୍ରକାଶିତ ହୁଏ I ପାଉଲ ପାପ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଗତି କରୁଛନ୍ତି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ତୀମଥି ଓ ଖ୍ରୀଷ୍ଟିୟ ସମ୍ପ୍ରଦାୟ କେତେକ ପାପ ବିଷୟରେ ଜାଣିପାରିବେ ନାହିଁ କିମ୍ବା ୨) ଶେଷ ବିଚାର ନ ହେବା ପର୍ଯ୍ୟନ୍ତ ଈଶ୍ବର କେତେକ ପାପର ବିଚାର କରିବେ ନାହିଁ I (ଦେଖ: [[rc://en/ta/man/translate/figs-metaphor]]) 1TI 5 25 pd8v τὰ ἔργα τὰ καλὰ πρόδηλα 1 some good works are openly known କେତେକ ସତ୍କାର୍ଯ୍ୟ ପ୍ରକାଶିତ
237 1TI 5 25 qlu5 τὰ ἔργα τὰ καλὰ 1 good works କେତେକ କାର୍ଯ୍ୟକୁ “ଉତ୍ତମ” ମନେ କରାଯାଏ, କାରଣ ସେଗୁଡିକ ଈଶ୍ବରଙ୍କ ଚରିତ୍ର, ଉଦ୍ଦେଶ୍ୟ ଓ ଇଚ୍ଛା ସହିତ ମେଳ ଖାଏ I
238 1TI 5 25 bl51 figs-metaphor καὶ τὰ ἄλλως ἔχοντα, κρυβῆναι οὐ δύναταί 1 but even the others cannot be hidden ପାଉଲ ପାପ ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡିକ କିଛି ପଦାର୍ଥ, ଯାହା ଜଣେ ଲୁଚାଇପାରିବ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ଏପରିକି ପ୍ରକାଶିତ ହୋଇ ନ ଥିବା ସତ୍କାର୍ଯ୍ୟକୁ ଲୋକମାନେ ପରେ ଦେଖିପାରିବେ” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])
239 1TI 6 intro rks4 0 # ୧ ତୀମଥି ୦୬ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା

### ଦାସତ୍ବ

ଦାସତ୍ବ ଭଲ କି ମନ୍ଦ, ତାହା ପାଉଲ ଏହି ଅଧ୍ୟାୟରେ ଲେଖୁନାହାନ୍ତି I ପାଉଲ ସମ୍ମାନ ଦେବା, ସମାଦର କରିବା ଓ ଯତ୍ନର ସହିତ କର୍ତ୍ତାମାନଙ୍କ ସେବା କରିବା ବିଷୟରେ ଶିକ୍ଷା ଦେଉଛନ୍ତି I ପାଉଲ ସବୁ ବିଶ୍ବାସୀମାନଙ୍କୁ ଈଶ୍ବରପରାୟଣ ହୋଇ ପ୍ରତ୍ୟେକ ଅବସ୍ଥାରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା ଦେଉଛନ୍ତି I

1TI 6 1 zg9b 0 Connecting Statement: ପାଉଲ ଦାସ ଓ କର୍ତ୍ତାମାନଙ୍କୁ କେତେକ ବିଶେଷ ଉପଦେଶ ଦେଲାପରେ ଏକ ଈଶ୍ବରପରାୟଣ ଜୀବନ ଯାପନ କରିବାକୁ ଶିକ୍ଷା ଦେଉଛନ୍ତି I
240 1TI 6 1 nm4n zg9b figs-metaphor ὅσοι εἰσὶν ὑπὸ ζυγὸν δοῦλοι 1 0 Let all who are under the yoke as slaves Connecting Statement: ପାଉଲ ଦାସଭାବରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଯୁଆଳି ବହନ କରୁଥିବା ବଳଦସବୁ ଅଟନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନେ ଦାସଭାବରେ କାର୍ଯ୍ୟ କରୁଛନ୍ତି” (ଦେଖ: [[rc://en/ta/man/translate/figs-metaphor]]) ପାଉଲ ଦାସ ଓ କର୍ତ୍ତାମାନଙ୍କୁ କେତେକ ବିଶେଷ ଉପଦେଶ ଦେଲାପରେ ଏକ ଈଶ୍ବରପରାୟଣ ଜୀବନ ଯାପନ କରିବାକୁ ଶିକ୍ଷା ଦେଉଛନ୍ତି I
241 1TI 6 1 ep1l nm4n figs-explicit figs-metaphor ὅσοι εἰσὶν ὅσοι εἰσὶν ὑπὸ ζυγὸν δοῦλοι 1 Let all who are Let all who are under the yoke as slaves ଏହା ସୂଚିତ କରେ ଯେ ପାଉଲ ବିଶ୍ବାସୀମାନଙ୍କ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନେ ବିଶ୍ବାସୀ” (ଦେଖ: [[rc://en/ta/man/translate/figs-explicit]]) ପାଉଲ ଦାସଭାବରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଯୁଆଳି ବହନ କରୁଥିବା ବଳଦସବୁ ଅଟନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନେ ଦାସଭାବରେ କାର୍ଯ୍ୟ କରୁଛନ୍ତି” (ଦେଖ: [[rc://en/ta/man/translate/figs-metaphor]])
242 1TI 6 1 he2n ep1l figs-activepassive figs-explicit μὴ τὸ ὄνομα τοῦ Θεοῦ καὶ ἡ διδασκαλία βλασφημῆται ὅσοι εἰσὶν 1 the name of God and the teaching might not be blasphemed Let all who are ଏହାକୁ କର୍ତ୍ତୃବାଚ୍ୟଭାବରେ ଓ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ନାମ ଓ ଶିକ୍ଷା ବିଷୟରେ ଯେପରି ଅବିଶ୍ବାସୀମାନେ ସର୍ବଦା ସମାଦରପୂର୍ଣ୍ଣ ଭାବରେ କହିବେ” (ଦେଖ: [[rc://en/ta/man/translate/figs-activepassive]] ଓ [[rc://en/ta/man/translate/figs-litotes]]) ଏହା ସୂଚିତ କରେ ଯେ ପାଉଲ ବିଶ୍ବାସୀମାନଙ୍କ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନେ ବିଶ୍ବାସୀ” (ଦେଖ: [[rc://en/ta/man/translate/figs-explicit]])